Daily Archives

April 8, 2020

କରୋନା ଭାଇରସ୍‌ ପ୍ରାକୃତିକ ନା ମନୁଷ୍ୟକୃତ? ସତରେ କ’ଣ କେଉଁ ଲାବ୍ରଟୋରିରୁ ବ୍ୟାପିଛି ଏହି ଭାଇରସ୍‌?

ନୂଆଦିଲ୍ଲୀ: ଚୀନର ଉହାନ ସହରୁ ସୃଷ୍ଟି ‌ହୋଇଥିବା କରେନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ସାରା ପୃଥିବୀବାସୀଙ୍କୁ ଆତଙ୍କିତ କରାଇଥିବା ଏହି ଭାଇରସ୍‌ ଚୀନରୁ ସୃଷ୍ଟି ହୋଇଛି ଯଦିଓ ଏହା କିନ୍ତୁ ପ୍ରାକୃତିକ କିମ୍ବା ମଣିଷକୃତ ଏ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରସିଦ୍ଧ କେଲିଆ ଶୈବପୀଠ ନିକଟ ପାର୍ବତୀ ମନ୍ଦିରରେ ଦୂର୍ବୁତ୍ତଙ୍କ ଉନ୍ମୁକ୍ତ କାଣ୍ଡ, ଭାଙ୍ଗିଦେଲେ ବହୁ ପୁରାତନ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଡାବୁଗାଁ କେଲିଆ ଝାଡେଶ୍ୱର ଶୈବପୀଠର କିମ୍ବଦନ୍ତୀ ବହନ କରିଥିବା ପାର୍ବତୀ ମନ୍ଦିରର କୀର୍ତ୍ତିରାଜିକୁ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ହିନ ଚକ୍ରାନ୍ତ କରିଛନ୍ତି । ଷୋଡ଼ଶ ଶତାବ୍ଦୀର ଏହି କୀର୍ତ୍ତିରାଜ ମଧ୍ୟରେ ପାହାଡ ଘେରାରେ ଥିବା ପାର୍ବତୀ…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢାଇଲା ମୁମ୍ବାଇର ଧରାବି ବସ୍ତି, ଆଜି ଆଉ ୨ ସଂକ୍ରମିତ ଚିହ୍ନଟ

ମୁମ୍ବାଇ : ଏସିଆର ବୃହତ୍ତମ ବସ୍ତି ମଧ୍ୟରୁ ଅନ୍ୟତମ ଧରାବି ଏବେ କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଏହି ବସ୍ତିରେ ଆଜି ଆଉ ୩ଟି ନୂଆ ମାମଲା ସାମନାକୁ ଆସିଛି । ଏହା ମଧ୍ୟରୁ ୨ଟି ସଂକ୍ରମଣ ମାମଲା ଓ ଗୋଟିଏ ମୃତ୍ୟୁ ମାମଲା ରହିଛି । ଏହା ଫଳରେ ଏଠାରେ ମୋଟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-କଟକରୁ ୧୩୫୫ ଗାଡ଼ି ଜବତ

ଭୁବନେଶ୍ୱର/କଟକ/ଭଦ୍ରକ: ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜି ୧୩୯୯ଟି ଯାନବାହନ ଜବତ ହୋଇଛି । କରୋନା ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରରୁ ୭୩୩ ଓ କଟକରୁ ୬୨୨ ଯାନବାହନ ଜବତ କରିଛି ପୁଲିସ । ଗତକାଲି ଭୁବନେଶ୍ୱରରୁ୧୩୯୯ଟି ଗାଡ଼ି ଜବତ ହୋଇଥିଲା । ପୁଲିସ ଭୁବନେଶ୍ୱରରୁ ୭୨୧ଟି ଓ…
ଅଧିକ ଖବର ଦେଖନ୍ତୁ...

ହଟିଲା ଲୁହା ପ୍ଲେଟ, ମରାମତି ହେଲା ବ୍ରାହ୍ମଣୀ ପୋଲ, ବନ୍ଦ ରହିଛି ପ୍ରସ୍ତାବିତ ଦ୍ବିତୀୟ ପୋଲ କାମ

ରାଉରକେଲା: ମରାମତି ହେଲା ପଶ୍ଚିମ ଓଡିଶାର ଜୀବନରେଖା କୁହାଯାଉଥିବା ବିପଦ ସଂକୁଳ ବ୍ରାହ୍ମଣୀ ପୋଲ l ଗତକିଛି ମାସ ଧରି ପଡିଥିବା ଲୁହାପ୍ଲେଟ ହଟାଯାଇଛି। ଗତକାଲି ରାତିରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଜାରି ରହିଛି। ଲକ୍‌ଡାଉନ୍‌ ପାଇଁ ଟ୍ରାଫିକ୍‌ ସମସ୍ୟା ଏଭଳି ପଦକ୍ଷେପ ନିଆଯାଇଛି…
ଅଧିକ ଖବର ଦେଖନ୍ତୁ...

‘ତୁମେ ଆମର ହିରୋ’ ଏଭଳି ଲେଖି ସଙ୍ଗରୋଧରେ ଥିବା ପାଇଲଟଙ୍କୁ ଉତ୍ସାହିତ କଲେ ପଡୋଶୀ

ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟର ବାସିନ୍ଦାମାନେ ପଡ଼ୋଶୀ ତଥା ସଙ୍ଗରୋଧରେ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କୁ ଭିନ୍ନ ଉପାୟରେ ଉତ୍ସାହିତ କରିଥିବା ଦେଖା ଯାଇଛି | ଦେଶର ଅନେକ ସ୍ଥାନରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟକୁ ନେଇ ଚିନ୍ତା ବଢ଼ିବ। ଚାକିରିଆଙ୍କ କାମ ସମ୍ପୂର୍ଣ୍ଣ ହେବାକୁ ଅଧିକ ସମୟ ଲାଗିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ବୃଷ: ବ୍ୟବସାୟରେ ବଡ଼ ଚୁକ୍ତି କରି ପାରନ୍ତି। ଶିକ୍ଷା ସମ୍ବନ୍ଧୀୟ ଅସୁବିଧା ଆଂଶିକ ସମାଧାନ ହେବ। ଆଜି ଆପଣ ସୁସ୍ଥ ସବଳ ରହିବେ।…
ଅଧିକ ଖବର ଦେଖନ୍ତୁ...

ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨୭୪ ଛୁଇଁଲା, ସୁସ୍ଥ ହେଲେ ୪୧୦ ଜଣ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୭୪ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭୧୪ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ତେବେ ଆଶାଜନକ କଥାହେଉଛି ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୧୦ରେ…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କୁ ଶିଖାଉଛନ୍ତି ହାତ ଧୂଆ, ସାମାଜିକ ଦୂରତାର ମନ୍ତ୍ର…, ସରପଞ୍ଚଙ୍କ ପ୍ରୟାସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: କରୋନା ମୁକାବିଲା ଲାଗି ଜନଜାତି ଶ୍ରେଣୀର ଲୋକଙ୍କୁ ସରପଞ୍ଚ ଶିଖାଉଛନ୍ତି ହାତ ଧୂଆ ଓ ସାମାଜିକ ଦୂରତାର ମନ୍ତ୍ର। ଗାଁକୁ ଗାଁ ବୁଲି ନିଜେ ସାବୁନ ଧରି ଲୋକଙ୍କୁ ସଚେତନ କରୁଛନ୍ତି। ସରପଞ୍ଚ ହର ହେପରୁକାଙ୍କ ଏପରି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ବଜ୍ରପାତରେ ମହିଳା ମୃତ

ରାୟଗଡ଼ା: ଅମ୍ବାଦଳା ଥାନା ରାଣୀପିଣ୍ଡା ପଞ୍ଚାୟତ ବାଘଡଙ୍ଗରି ଗ୍ରାମର ଶକୁନ୍ତଳା ବାଗ (୪୦)ଙ୍କ ଆଜି ସଂଧ୍ୟାରେ ବଜ୍ରପାତରେ ମୃତ୍ୟୁ ହୋଇଛି। ଘର ନିକଟ ପଡ଼ିଆରେ ଚରୁଥିବା ଗାଈଙ୍କ ଘଉଡାଇ ଘରକୁ ଆଣୁଥିବା ବେଳେ ଏହି ଅଘଟଣ ଘଟିଛି। ସଂଧ୍ୟାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବା ପରେ ଶକୁନ୍ତଳା…
ଅଧିକ ଖବର ଦେଖନ୍ତୁ...