Latest Posts
ରାଜ୍ୟ
ପୁଣି ମହାପ୍ରଭୁଙ୍କ ଦର୍ଶନରେ ପ୍ରତିବନ୍ଧକ ଷଡ଼୍ଯନ୍ତ୍ର: ଦୁଇଦ୍ବାରରେ ପ୍ରବେଶ ବନ୍ଦ
ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ବନ୍ଦ ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଭିତିରିଆ ଷଡ଼୍ଯନ୍ତ୍ର। ନା କୌଣସି ଭକ୍ତ, ବୁଦ୍ଧିଜୀବୀ, ସଂଗଠକଙ୍କ ପରାମର୍ଶ ନିଆଯାଇଛି, ନା କୌଣସି ସେବାୟତଙ୍କର। ବିନା କୌଣସି ବିଚାରବିମର୍ଶରେ ପୁଣିଥରେ ଶ୍ରୀମନ୍ଦିର ଚାରିଦ୍ବାରରୁ ଦୁଇଟି ଦ୍ବାରରେ ପ୍ରବେଶ ବନ୍ଦ କରି ଦିଆଯାଇଛି।
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଜାତୀୟ ଭିନ୍ନକ୍ଷମ ଟ୍ବେଣ୍ଟି-୨୦ କ୍ରିକେଟ୍: ଓଡ଼ିଶାର ବିଜୟ ଅଭିଯାନ
ରାଜସ୍ଥାନର ଉଦୟପୁରରେ ଚାଲିଥିବା ଚତୁର୍ଥ ଜାତୀୟ ଭିନ୍ନକ୍ଷମ ଟ୍ବେଣ୍ଟି-୨୦ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ନିଜର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୬ ୱିକେଟ୍ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୮ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା।
ରାଜନୀତି
୪ ଦେଶର ଦମ୍ରେ ଭାରତକୁ ଟ୍ରୁଡୋଙ୍କ ନାଲିଆଖି
ଭାରତ କାନାଡା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାନାଡା ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ପ୍ରଶ୍ନ ଉଠୁଛି କାନାଡା କାହା ଦମ୍ରେ ଭାରତକୁ ନାଲିଆଖି ଦେଖାଇ ଧମକ ଦେବାକୁ ଚେଷ୍ଟା କରୁଛି...
ଅପରାଧ
ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର, ଜଣଙ୍କୁ ବାନ୍ଧିଲା ପୁଲିସ
ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ | ଗୋଷ୍ଠୀ ସଂଘର୍ଷରେ ଛୁରାମାଡ଼ର ରୂପ ନେଇଛି | ଛୁରାମାଡ଼ରେ ତାଲବ ଗାଁର ଜଣେ ଗୁରୁତର ଆହତ | ଗୁରୁତର ଆହତଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି |
ମନୋରଞ୍ଜନ
ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର
ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।