Latest Posts
ରାଜ୍ୟ
ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର: ଗୋଟିଏ କକ୍ଷରେ ୫ଟି ଶ୍ରେଣୀର ପିଲା
ଉପାନ୍ତ ଅଞ୍ଚଳରେ ଶିକ୍ଷା ବିଭାଗ ପକ୍ଷରୁ ଗାଁ ପିଲା ଗାଁରେ ପାଠ ପଢିବା ପାଇଁ ନୂତନ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ଥାପନର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭିତ୍ତିଭୂମିର ବିକାଶ କରାଯାଉନଥିବା ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ପିଲା ମାନେ ପାଠ ପଡ଼ୁ ଥିବା ଅଭିଯୋଗ ହୋଇଛି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଟାଟା ଷ୍ଟିଲ୍ ନୂଆମୁଣ୍ଡି ରନ୍-ଏ-ଥନ୍ ନଭେମ୍ବର ୧୭ରେ
ଟାଟା ଷ୍ଟିଲ ନୂଆମୁଣ୍ଡି ରନ୍-ଏ-ଥନ୍ର ପଞ୍ଚମ ସଂସ୍କରଣ ଆସନ୍ତା ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାରଠୁ ବିଭିନ୍ନ ବର୍ଗ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଗତବର୍ଷ ଯୋଡ଼ାକୁ ସମ୍ପ୍ରସାରିତ ହୋଇଥିବା ଏହି ଦୌଡ଼ ପ୍ରତିବର୍ଷ ଯୋଡ଼ା ଓ ନୂଆମୁଣ୍ଡି ମଧ୍ୟରେ ଅନୁଷ୍ଠିତ ହେବ।
ରାଜନୀତି
ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।: ନୃସିଂହ ସାହୁ
ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। ଏଭଳି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।
ଅପରାଧ
ବଲ୍ ଆଣିବା ହେଲା କାଳ: କେନାଲ୍ରେ ବୁଡ଼ିଗଲେ ୩ ଶିଶୁ
କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ର ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଜଣେ ଶିଶୁଙ୍କ ଜୀବନ ଯିବା ଘଟଣା ମନରୁ ଲିଭି ନଥିବା ବେଳେ ଆଜି ସେହି କେନାଲରେ ବୁଡ଼ି ଆଉ ୩ ଶିଶୁଙ୍କ ଜୀବନ ଯାଇଛି।
ମନୋରଞ୍ଜନ
ରିୟାଲିଟି ସୋ’ ଜିତିଥିବା ଡ୍ୟାନ୍ସ ଟ୍ରୁପଙ୍କ ପୁରସ୍କାର ରାଶି ହଡ଼ପ କରିଛନ୍ତି ରେମୋ !
ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ହୋଇଛି।