Latest Posts
ରାଜ୍ୟ
ବନ୍ଧା ହେଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓ
ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଅବଶେଷରେ ଗିରଫ କରିଛି ଭିଜିଲାନ୍ସ। ଚଢ଼ଉ ବେଳେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଦିନକରେ ୧୭ ୱିକେଟ୍ ପତନ: ଭାରତ ୩୦୮ ରନ୍ରେ ଆଗୁଆ
ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ ୩୦୮ ରନ୍ରେ ଅଗ୍ରଣୀ ହୋଇସାରିଛି।
ରାଜନୀତି
ଏଥର ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ : କେଜ୍ରିଓ୍ବାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ଯମୁନାନଗରରେ ପହଞ୍ଚି ଏକ ରୋଡ୍ ସୋ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ହରିୟାଣାରେ ଏଥର ଯିଏ ବି ସରକାର ଗଢିବ ତାହା ଆପ୍ ର ସମର୍ଥନ ବିନା ସମ୍ଭବ ହେବ ନାହିଁ ।
ଅପରାଧ
ଲଡୁ ବିବାଦରେ ମୁହଁ ଖୋଲିଲା ଅମୁଲ: ତିରୁପତି ମନ୍ଦିରକୁ ଆମେ କେବେ ବି ଘିଅ ଦେଇନୁ
ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ ଯୋଗାଇନାହିଁ।
ମନୋରଞ୍ଜନ
ଚର୍ଚ୍ଚାରେ ଜୁନିୟର୍ ଏନ୍ଟିଆର୍ଙ୍କ ପାରିଶ୍ରମିକ
‘ଆର୍ଆର୍ଆର୍’ର ଦମ୍ଦାର୍ ସଫଳତା ପରେ ଜୁନିୟର୍ ଏନ୍ଟିଆର୍ଙ୍କର ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କର ଆଗାମୀ ସିନେମା ‘ଦେବରା’ ସେପ୍ଟେମ୍ବର ୨୭ରେ ରିଲିଜ୍ ହେବାକୁ ଥିବା ବେଳେ ଆମେରିକାରେ ଏହା ଅଗ୍ରିମ ଟିକେଟ୍ ବୁକିଂରେ ରେକର୍ଡ କରିଛି।