Latest Posts
ରାଜ୍ୟ
ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଲା
ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଯାଇଛି। କ୍ରାଇମବ୍ରାଞ୍ଚ, ଶ୍ରୀ ମିଶ୍ରଙ୍କ ସମେତ ୫ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଛି। ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଜେରା କରିବା ସହିତ ବୟାନ ରେକର୍ଡ କରିଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଭାରତ ନିୟନ୍ତ୍ରଣରେ ଚେନ୍ନାଇ ଟେଷ୍ଟ, ବୁମରାଙ୍କ ୪୦୦ ଓ୍ବିକେଟ ପୂରଣ
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନରେ ଆଗୁଆ ରହିବା ସହ ନିଜର ସ୍ଥିତି ମଝବୁତ କରିଛି ।
ରାଜନୀତି
ଏଥର ଆପ୍ ସମର୍ଥନ ବିନା ହରିୟାଣାରେ ସରକାର ଗଠନ ହୋଇପାରିବ ନାହିଁ : କେଜ୍ରିଓ୍ବାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ହରିୟାଣାର ଯମୁନାନଗରରେ ପହଞ୍ଚି ଏକ ରୋଡ୍ ସୋ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ହରିୟାଣାରେ ଏଥର ଯିଏ ବି ସରକାର ଗଢିବ ତାହା ଆପ୍ ର ସମର୍ଥନ ବିନା ସମ୍ଭବ ହେବ ନାହିଁ ।
ଅପରାଧ
ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଲା
ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଗିରଫ ଆଶଙ୍କା ବଢ଼ିଯାଇଛି। କ୍ରାଇମବ୍ରାଞ୍ଚ, ଶ୍ରୀ ମିଶ୍ରଙ୍କ ସମେତ ୫ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଛି। ମାମଲା ରୁଜୁ ପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଜେରା କରିବା ସହିତ ବୟାନ ରେକର୍ଡ କରିଛି।
ମନୋରଞ୍ଜନ
ଫ୍ଲପ ଅଭିନେତା ହୋଇ ବି ଏତେ କୋଟିର ମାଲିକ ଜାୟଦ ଖାନ୍
ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଜୟଦ ଖାନ୍ ବହୁ ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ସେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏହା ପଛର କାରଣ ଜଣାଇଛନ୍ତି ଅଭିନେତା।