Advertisment
Latest Posts
Advertisment
ଜିଲ୍ଲା
ଆଇଟିଆଇର ପୂର୍ବତନ ଅଧ୍ୟକ୍ଷଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ
ଫୁଲବାଣୀର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର କନ୍ଧମାଳ ଜିଲ୍ଲାର ଫୁଲବାଣୀର ସରକାରୀ ଆଇଟିଆଇର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ରାୟଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ମାମଲାରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ କରିଛନ୍ତି...
ବାଣିଜ୍ୟ
ଆସନ୍ତାମାସଠାରୁ ୟୁପିଆଇରେ ବଡ଼ ପରିବର୍ତ୍ତନ: ଅଟୋପେ ଓ ବାଲାନ୍ସ ଚେକ୍ ଉପରେ କଟକଣା
ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନେସ୍ନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ତିଆ (ଏନ୍ପିସିଆଇ) ଘୋଷଣା କରିଛି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସିଷ୍ଟମକୁ ନେଇ ଅଗଷ୍ଟ ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ।
ଅପରାଧ
ଆଇଟିଆଇର ପୂର୍ବତନ ଅଧ୍ୟକ୍ଷଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ
ଫୁଲବାଣୀର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର କନ୍ଧମାଳ ଜିଲ୍ଲାର ଫୁଲବାଣୀର ସରକାରୀ ଆଇଟିଆଇର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ରାୟଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ମାମଲାରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ କରିଛନ୍ତି...
ମନୋରଞ୍ଜନ
୯ଦିନରେ ୩୦୦କୋଟି ମାର୍କ ଅତିକ୍ରମ କଲା 'ସୈୟାରା', ପଛରେ ପଡ଼ିଲା ବଡ଼ ବଜେଟ୍ ଫିଲ୍ମ
'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେଲେ ଆହାନ।
ପୁନଶ୍ଚ ପୃଥିବୀ
ଭଣ୍ଡାରିପୋଖରୀରେ ‘ପରିବେଶ ପଞ୍ଚାୟତ’; ସଚେତନ ନହେଲେ ମୃତ୍ୟୁମୁଖରେ ପଡ଼ିବା: ସଞ୍ଜୀବ
ପରିବେଶ ଏବେ ଅସନ୍ତୁଳିତ ଅବସ୍ଥାରେ ରହିଛି। ବିକାଶ ନାମରେ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ପାହାଡ଼ପର୍ବତକୁ ବି ଛଡ଼ାଯାଉନି। ଫଳରେ ଦିନକୁ ଦିନ ପରିବେଶ ବିଗିଡ଼ିଯାଉଛି। ଏବେଠୁ ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆମେ ମୃତ୍ୟୁମୁଖକୁ ଟାଣି ହୋଇଯିବା।