ଏଥିପାଇଁ କୌଣସି ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। କେବଳ ଫୋନ୍ ସେଟିଙ୍ଗ୍ରେ ଥିବା ଅପ୍ସନ୍ ବଦଳାଇ ଦେଲେ ଆପଣଙ୍କ ଫୋନ୍ ଫାଷ୍ଟ୍ ହୋଇଯିବ। ଯଦି ଆପଣଙ୍କ ଫୋନ୍ ସ୍ଲୋ ହୋଇଯାଇଛି ତେବେ ଏହି ସେଟିଙ୍ଗ୍ ମାଧ୍ୟମରେ ପୁଣି ତା’ର ସ୍ପିଡ୍ ବଢ଼ାଇ ଦିଅନ୍ତୁ। କିନ୍ତୁ ଆଇଟି ଏକ୍ସ୍ପର୍ଟ୍ଙ୍କ କହିବା ଅନୁସାରେ, ଏହା ନିର୍ଭର କରେ ଆଣ୍ଡ୍ରଏଡ୍ ଭର୍ସନ୍ ଓ ସଫ୍ଟ୍େଓ୍ଵର୍ ଅପ୍ଡେଟ୍ ଉପରେ। ଏଥିରେ ଅବଶ୍ୟ କେତେକ ଆଣ୍ଡ୍ରଏଡ୍ ଭର୍ସନ୍ କାମ କରି ନ ପାରେ। ଜାଣନ୍ତୁ କେବଳ ୩ଟି ଷ୍ଟେପ୍ରୁ ସେଟିଙ୍ଗ୍ କରିବାର ସମ୍ପୂର୍ଣ୍ଣ ପ୍ରୋସେସ୍….
Sambad is now on WhatsApp
Join and get latest news updates delivered to you via WhatsApp