Advertisment
Latest Posts
Advertisment
ଜିଲ୍ଲା
ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ଛାତ୍ରଛାତ୍ରୀ: ସ୍କୁଲ୍ ଗେଟରେ ତାଲା ପକାଇ ଧାରଣା
ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥାଇ କାହିଁକି ବଦଳି କରାଗଲା। ସେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ବହୁ ଉନ୍ନତି ହୋଇଛି। ତାଙ୍କୁ ଆକ୍ରୋଶ ମୂଳକ ଭାବେ ବଦଳି କରାଯାଇଛି....
ବାଣିଜ୍ୟ
ଆସନ୍ତାମାସଠାରୁ ୟୁପିଆଇରେ ବଡ଼ ପରିବର୍ତ୍ତନ: ଅଟୋପେ ଓ ବାଲାନ୍ସ ଚେକ୍ ଉପରେ କଟକଣା
ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନେସ୍ନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ତିଆ (ଏନ୍ପିସିଆଇ) ଘୋଷଣା କରିଛି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସିଷ୍ଟମକୁ ନେଇ ଅଗଷ୍ଟ ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ।
ଅପରାଧ
ଭୁବନେଶ୍ୱର ଏମ୍ସରେ ଆଟେଣ୍ଡାଣ୍ଟଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ହସ୍ପିଟାଲ ପରିସରରେ ଉତ୍ତେଜନା
ଓଡ଼ିଶାରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ମଧ୍ୟରେ ଆଉ ଏକ ଚିନ୍ତାଜନକ ଘଟଣା ରାଜଧାନୀ ଭୁବନେଶ୍ୱର ଏମ୍ସରେ ଘଟିଛି। ଏମ୍ସର ଜଣେ ମହିଳା କର୍ମଚାରୀ ଜଣେ ପୁରୁଷ ନର୍ସିଂ ଅଧିକାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି....
ମନୋରଞ୍ଜନ
୯ଦିନରେ ୩୦୦କୋଟି ମାର୍କ ଅତିକ୍ରମ କଲା 'ସୈୟାରା', ପଛରେ ପଡ଼ିଲା ବଡ଼ ବଜେଟ୍ ଫିଲ୍ମ
'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେଲେ ଆହାନ।
ପୁନଶ୍ଚ ପୃଥିବୀ
ଭଣ୍ଡାରିପୋଖରୀରେ ‘ପରିବେଶ ପଞ୍ଚାୟତ’; ସଚେତନ ନହେଲେ ମୃତ୍ୟୁମୁଖରେ ପଡ଼ିବା: ସଞ୍ଜୀବ
ପରିବେଶ ଏବେ ଅସନ୍ତୁଳିତ ଅବସ୍ଥାରେ ରହିଛି। ବିକାଶ ନାମରେ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ପାହାଡ଼ପର୍ବତକୁ ବି ଛଡ଼ାଯାଉନି। ଫଳରେ ଦିନକୁ ଦିନ ପରିବେଶ ବିଗିଡ଼ିଯାଉଛି। ଏବେଠୁ ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆମେ ମୃତ୍ୟୁମୁଖକୁ ଟାଣି ହୋଇଯିବା।