Latest Posts
ରାଜ୍ୟ
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ସମସ୍ୟା
ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ୟା ସମାଧାନର ଭରସା ପାଇ ଖୁସିରେ ଫେରିଲେ ଲୋକେ | ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା | ୧୦୦୦ ଜଣ ଅଭିଯୋଗକାରୀ ପଞ୍ଜୀକରଣ କରିଥିଲେ |
ଜିଲ୍ଲା
ବାଲେଶ୍ଵରରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ର ଅଡିସନ ଅନୁଷ୍ଠିତ ହୋଇଯାଇଅଛି
ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର" ।
ଖେଳ
୯୨ବର୍ଷର ରେକର୍ଡ ଭାଙ୍ଗିଲା: ପରାଜୟକୁ ଟପିଲା ଭାରତର ବିଜ
ନିଜ ଘରୋଇ ପଡ଼ିଆ ଚେପକ୍ରେ ଆର୍ ଅଶ୍ବିନ ଶତକ ହାସଲ ସହ ୬ ୱିକେଟ୍ ସଫଳତା ଅର୍ଜନ କରି ଭାରତକୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ୨୮୦ ରନ୍ର ବୃହତ୍ ବିଜୟ ଦେଇଛନ୍ତି।
ରାଜନୀତି
ଜେଏମ୍ଏମ୍ର ଅର୍ଥ ଜୁର୍ମ, ମର୍ଡର, ମାଫିଆ: ହିମନ୍ତଙ୍କ ଉପରେ ବର୍ଷିଲେ ଶିବରାଜ
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ହିମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର ଅର୍ଥ ଜୁର୍ମ, ମର୍ଡର, ଏବଂ ମାଫିଆ' ବୋଲି କହିଛନ୍ତି...
ଅପରାଧ
ସୁପ୍ରିମକୋର୍ଟଙ୍କ ଚେତାବନୀ,ଏହି ଭିଡିଓ ଦେଖିଲେ-ଡାଉନଲୋଡ୍ କଲେ ଯିବାକୁ ପଡ଼ିବ ଜେଲ୍...
ପୋସ୍କୋ ଆଇଟି ଆକ୍ଟ ନିୟମରେ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିବାବେଳେ ଅନ୍ଲାଇନରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଏବଂ ଡାଉନଲୋଡ୍ କରିବାକୁ ବାରଣ କରିଛନ୍ତି। ଏଭଳି ଅପରାଧୀଙ୍କୁ ଜେଲକୁ ପଠାଇବାକୁ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି...
ମନୋରଞ୍ଜନ
‘କେବିସି’ରେ କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ବିଗବି
‘କୌନ ବନେଗା କରୋଡ଼ପତି’ର ସୋ’ରେ ବୃଦ୍ଧାଙ୍କ ଦୁଃଖ ବଖାଣିଲେ ସୋନୁ କାନ୍ଦିଲେ ଶ୍ରେୟା ଭାବବିହ୍ବଳ ହେଲେ ଦର୍ଶକ ଓ ବିଗବି। ଲେଖକ ପୁଅ ନିର୍ଯାତନା ଦେଇ ମା’ର ଜୀବନ ନେଲା।