Daily Archives

October 10, 2017

ବିନା ହେଲମେଟରେ ଗୋଟିଏ ବାଇକ୍‌ରେ ୫ଜଣଙ୍କୁ ବସାଇ ନେଉଥିବା ଚାଳକଙ୍କୁ ପ୍ରଣାମ କଲେ ପୁଲିସ

ମୁମ୍ବାଇ: ଟ୍ରାଫିକ୍‌ ନିୟମ ଅନୁସାରେ ଗୋଟିଏ ବାଇକ୍‌ରେ ଦୁଇ ଜଣ ଲୋକ ବସିବା କଥା। ଯଦି କୋଣସି ବ୍ୟକ୍ତି ଗୋଟିଏ ବାଇକ୍‌ରେ ତିନି ଜଣ ବସାଇଛନ୍ତି କିମ୍ବା ମୁଣ୍ଡରେ ହେଲମେଟ ଦେଇ ନାହାନ୍ତି କିମ୍ବା ଗାଡିର ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖି ନାହାନ୍ତି, ଏପରି କ୍ଷେତ୍ରରେ ଯଦି ପୁଲିସ ହାବୁଡରେ…
ଅଧିକ ଖବର ଦେଖନ୍ତୁ...

ସଚିନ ତେନ୍ଦୁଲକରଙ୍କ ଭଲିବଲ ପ୍ରେମ, ଓଡ଼ିଆ ଷ୍ଟାର ଖେଳାଳିଙ୍କୁ କଲେ ପ୍ରଶଂସା

ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ଖେଳାଳି ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଓଡ଼ିଶାର ଷ୍ଟାର ମହିଳା ଭଲିବଲ ଖେଳାଳି ସିରିସା କର୍ମୀଙ୍କ ପ୍ରଦର୍ଶନକୁ ବହୁ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସଚିନ କହିଛନ୍ତି, ସିରିସାର ସ୍ୱପ୍ନ ତା’ର ମା’, ଗ୍ରାମ, ରାଜ୍ୟ ଓ ସର୍ବୋପରି…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷିତ ଦୀପାବଳି ପାଇଁ କମିସନ୍‌ରେଟ ପୁଲିସ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି। ତେବେ ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟାଇବା ବେଳେ ବିିଭିନ୍ନ ଦୁର୍ଘଟଣାମାନ ଘଟି କିଛି ଲୋକଙ୍କ ମୃତ୍ୟ ହୋଇଥିବା ଖବର ମିଳିଥାଏ। ଚଳିତବର୍ଷ ମଧ୍ୟ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଚାଉଳର ଭାତ ଖାଇବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୭ରେ ଚନ୍ଦନା ମହୋତୋଙ୍କୁ ବୁର୍ଲା ମେଡ଼ିକାଲକୁ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ: ବିଧବାଙ୍କୁ ବିବାହ କଲେ ମିଳିବ ନଗଦ ୨ ଲକ୍ଷ

ଭୋପାଳ: ରାଜ୍ୟରେ ବିଧବାମାନଙ୍କର ପୁନର୍ବିବାହକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ମଧ୍ୟପ୍ରଦେଶରେ ଏଣିକି ଯେଉଁମାନେ ବିଧବା ମହିଳାମାନଙ୍କୁ ବିବାହ କରିବେ ସେମାନେ…
ଅଧିକ ଖବର ଦେଖନ୍ତୁ...

୩ୟ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟି କାଟି ସାଇକଲ ଲୁଟ, ରକ୍ତ ଜୁଡୁବୁଡୁ ଛାତ୍ରୀଙ୍କୁ ଏସ୍‌ସିବିରେ ଭର୍ତ୍ତି

କଟକ: ଚୌଦ୍ୱାର-ଟାଙ୍ଗୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ଶ୍ରେଣୀ ଛାତ୍ରୀର ତଣ୍ଟି କାଟି ସାଇକଲ ଲୁଟ କରିଛି ଜଣେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମାଣିଆସ୍ଥିତ ପଦ୍ମାବତୀ ଡିଏଭି ସ୍କୁଲର ଛାତ୍ରୀ ଦୀପିକା ତରାଇ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ: ପୀଡିତାଙ୍କ ବୟାନ ରେକର୍ଡ କଲା ପୁଲିସ

କଟକ: କଟକ ବଡ ମେଡିକାଲର ଜଣେ ଡାକ୍ତରୀ ଛାତ୍ରୀ ସିନିଅର୍‌ ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ସୂଚନାଯୋଗ୍ୟ, ଡେଣ୍ଟାଲ ବିଭାଗର ଜଣେ ଛାତ୍ରୀ ଆସୋସିଏଟ୍‌ ପ୍ରଫେସର ଏବଂ ସିନିଅର୍‌ ରେସିଡେଂଟ୍‌ ଡାକ୍ତରଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲରେ କଲେ ଭାଟ୍‌ ହ୍ରାସ

ମୁମ୍ବାଇ: ଗୁଜୁରାଟ ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ ହ୍ରାସ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ମହାରାଷ୍ଟ୍ରରେ ପେଟ୍ରୋଲର ମୂଲ୍ୟରେ ୨ ଟଙ୍କାର ହ୍ରାସ ଘଟିଥିବା ବେଳେ ଡିଜେଲର ମୂଳ୍ୟରେ ୧ ଟଙ୍କାର ହ୍ରାସ ଘଟିବ। ଆଜି…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ: ୫ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡା: ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ କୁରରୁମୁଣ୍ଡା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଉଦ୍ୟମ ଯୋଜନା କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ଖଣ୍ଡା, ଲାଇଟ, କଳାକନା ଆଦି ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...