Daily Archives

November 16, 2017

କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛି ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ନିଜର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରି ଦେଇଛି। ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏସ୍‌ବିଆଇ ୧୦,୫୮୪ କର୍ମଚାରୀ ହ୍ରାସ କରିଛି। ମନିକଣ୍ଟ୍ରୋଲ.କମ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ୬ ମାସ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ରସଗୋଲା ପରେ ଏବେ ମହୀଶୂର ପାକ୍‌କୁ ନେଇ ବିବାଦ

ଚେନ୍ନାଇ: ରସଗୋଲାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଓ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ମହୀଶୂର ପାକ୍‌କୁ ନେଇ ଆରମ୍ଭ ହୋଇଯାଇଛି ଏକ ନୂତନ ବିବାଦ। ମହୀଶୂର ପାକ୍‌କୁ ନେଇ ଏବେ ଭିଡ଼ାଭିଡ଼ି ହୋଇଛନ୍ତି ଦକ୍ଷିଣ ଭାରତର ଦୁଇ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ ଓ ତାମିଲନାଡ଼ୁ। ଘିଅ, ଚିନି ଏବଂ ବେସନରୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଟ୍ରକକୁ ପିଟି ବୋଲେରୋ ଦୁର୍ଘଟଣା ଗ୍ରସ୍ତ, ଆହତ ବିଡିଓ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ଜାତୀୟ ରାଜପଥ କ୍ରମାଙ୍କ ୨୦ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବାରୁ ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓ ଅଶ୍ୱିନୀ ମେହେର ଡ୍ରାଇଭରଙ୍କ ସହିତ ଯାଉଥିବା ବେଳେ ଘଟଗାଁ ଥାନା…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ବନାର୍ଜୀଙ୍କ ସହ ଶାହାରୁଖଙ୍କ ଅତୁଟ ସଂପର୍କ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ଏବେ ଆଲୋଚନା ପାଲଟିଛି। ବଲିଉଡ୍‌ର ଏହି ସୁପର୍‌ଷ୍ଟାର୍‌, ମମତାଙ୍କୁ ଦିଦି ବୋଲି ସମ୍ବୋଧନ କରି ଆସୁଥିବା ସହ ନିକଟରେ ତାଙ୍କ ଛୋଟିଆ କାର୍‌ରେ ଲିଫ୍ଟ ବି ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣା: ମୟୂରଭଞ୍ଜ ପୁଲିସ ଦ୍ୱାରା ୩ ଯୁବକ ଗିରଫ

ବାରିପଦା: ବାରିପଦା ସହରର ବହୁ ଚର୍ଚ୍ଚିତ ନାବାଳିକାଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣାରେ ମୟୂରଭଞ୍ଜ ପୁଲିସ ଗୁରୁବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ଜତିପୁର ଗାଁର ଦୀପକ ମହାନ୍ତ ଓ ଲକ୍ଷ୍ମୀକାନ୍ତ ମହାନ୍ତ ଓରଫ ଟିଆଁ। ଏମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ ରିଲିଜ ହେଲେ ଦୀପିକାଙ୍କ ନାକ କଟାଯିବ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’ରେ ଥିବା ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି ଦାବି କରି ଏହାର ରିଲିଜକୁ ନେଇ ବିବାଦ ଦେଖା ଦେଇଛି। ସିନେମା ସୁଟିଂ ହେବା ଦିନଠାରୁ ବିବାଦ ଘେରରେ ରହିଛି। ଚଳିତବର୍ଷ ଜୟପୁରରେ ‘ପଦ୍ମାବତୀ’ ସିନେମାର…
ଅଧିକ ଖବର ଦେଖନ୍ତୁ...

ବିନା ଟାରିଫ୍‌ ପ୍ଲାନ୍‌ରେ ଯେକୌଣସି ସ୍ମାଟ୍‌ର୍ଫୋନ୍‌କୁ କରନ୍ତୁ ଲାଇଫ୍‌ଟାଇମ୍‌ ପାଇଁ ଫ୍ରି କଲ୍‌!

କୌଣସି ଟାରିଫ୍‌ ପ୍ଲାନ୍‌ ବିନା ବା କୌଣସି ସିମ୍‌ ବିନା ନିଜ ସ୍ମାଟ୍‌ର୍ଫୋନ୍‌ରୁ ଲାଇଫ୍‌ ଟାଇମ୍‌ ପାଇଁ କରିପାରିବେ ଫ୍ରିରେ କଲ୍‌। ଏକ ଫ୍ରି ଆପ୍‌ ଦ୍ୱାରା ୟୁଜର ଦୁଇଟି ସ୍ମାର୍ଟ୍‌ଫୋନ୍‌କୁ ଓ୍ଵାକି-ଟକିରେ ବଦଳାଇ ବ୍ଲୁଟୁଥ୍‌ ମାଧ୍ୟମରୁ କଲ୍‌ କରି ପାରିବ। ବ୍ଲୁଟୁଥ୍‌ ରେଞ୍ଜ୍‌ ୧୦୦…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ନିର୍ମାଣକୁ ସଂଖ୍ୟାଧିକ ମୁସଲମାନ ବିରୋଧ କରୁ ନାହାନ୍ତି: ଶ୍ରୀଶ୍ରୀ ରବିଶଙ୍କର

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସଂଖ୍ୟାଧିକ ମୁସଲମାନ ବିରୋଧ କରୁ ନାହାନ୍ତି ବୋଲି କହିଛନ୍ତି ଅନ୍ତର୍ଜାତିକ ଖ୍ୟାତି ସଂପନ୍ନ ଭାରତୀୟ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର। ସଂପ୍ରତି ଅଯୋଧ୍ୟା ଗସ୍ତରେ ଥିବା ଶ୍ରୀଶ୍ରୀ ରବିଶଙ୍କର ଆଜି କହିଛନ୍ତି, ‘କେତେକେ ମୋର ଏକଥାକୁ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ସଂଶୋଧନ: ଆସନ୍ତା ବୁଧବାରଠାରୁ ପୁରୁଣା ଦରରେ ବିକ୍ରି ହେବ ନାହିଁ ସାମଗ୍ରୀ, ବିକିଲେ ଦଣ୍ଡ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ପାଖାପାଖି ୨୦୦ ସାମଗ୍ରୀ ଉପରୁ କର କର ହ୍ରାସ କରାଯାଇଛି। କର ହ୍ରାସ ହୋଇଥିବା ସାମଗ୍ରୀଗୁଡ଼ିକର ଦର ମଧ୍ୟ ହ୍ରାସ ପାଇଛି। ଦର ହ୍ରାସ ପାଇଥିବା ପ୍ରାୟ ୨୦୦ ସାମଗ୍ରୀ ଉପରୁ ଆସନ୍ତା ବୁଧବାର ସୁଦ୍ଧା ନୂତନ ପ୍ରାଇସ୍‌ ଟ୍ୟାଗ୍‌…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଡାଏରି ଫାର୍ମରୁ ଟେକନିସିଆନ୍‌ଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନୟାଗଡ଼: ଡାଏରି ଫାର୍ମରୁ ଗୁରୁବାର ଜଣେ ଟେକନିସିଆନ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ସ୍ଥାନୀୟ ଲୋକେ ଘଟଣାକୁ ବିରୋଧ କରି ଥାନା ଘେରାଉ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...