Daily Archives

November 16, 2017

ହ୍ଵାଟସ୍‌ ଆପରୁ ଡିଲିଟ୍‌ କରିଥିବା ମେସେଜ୍‌କୁ ପୁଣି ପଢ଼ିବାର ଟ୍ରିକ୍‌ ଜାଣନ୍ତୁ

କିଛିଦିନ ପୂର୍ବରୁ ହ୍ଵାଟସ୍‌ ଆପ ଆରମ୍ଭ କରିଥିଲା ସେଣ୍ଟ୍‌ ମେସେଜ୍‌ ୭ ମିନିଟ୍‌ରେ ଡିଲିଟ୍‌ କରିବା ଅପ୍‌ସନ୍‌। ବର୍ତ୍ତମାନ ଡିଲିଟ୍‌ ହୋଇଥିବା ମେସେଜ୍‌ ପୁଣି ପଢ଼ିପାରିବେ। ଏଥିପାଇଁ ଅତି ସହଜ ଉପାୟ ରହିଛି, ଗୁଗଲ ପ୍ଲେ ଷ୍ଟୋର୍‌ରୁ ଏକ ଫ୍ରି ଆପ୍‌ ଟାଇମ୍‌ ଲାଇନ୍‌ ନୋଟିଫିକେସନ୍‌ ହିଷ୍ଟ୍ରି…
ଅଧିକ ଖବର ଦେଖନ୍ତୁ...

ପେଟିଏମ୍‌ ଲଞ୍ଚ କଲା ‘ବାଏ ନାଓ ପେ ଲେଟର’ ଅଫର

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ପେଟିଏମ୍‌ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫରର ଘୋଷଣା କରିଛି। ପେଟିଏମ୍‌ ଗୁରୁବାର ‘ବାଏ ନାଓ ପେ ଲେଟର’ (ଏବେ କିଣନ୍ତୁ ପରେ ଟଙ୍କା ପୈଠ କରନ୍ତୁ)ର ଶୁଭାରମ୍ଭ କରିଛି। ପେଟିଏମ୍‌ର ଏହି ବିକଳ୍ପ ଦ୍ୱାରା ଉପଭୋକ୍ତାଙ୍କୁ ୩୦୦୦ରୁ ୧୦,୦୦୦ଟଙ୍କା ମଧ୍ୟରେ ଜିନିଷ…
ଅଧିକ ଖବର ଦେଖନ୍ତୁ...

ଶନିବାର ଓ ରବିବାର ଛୁଟିରେ ଯାଇ ପାରିବେନି ୧୫ଟି ଜିଲ୍ଲାର ଅଫିସର୍‌

ଭୁବନେଶ୍ୱର: ଆଗାମୀ ନଭେମ୍ବର ୧୮ ଓ ୧୯ରେ ୧୫ଟି ଜିଲ୍ଲାର ଅଫିସରଙ୍କୁ ଛୁଟି ମନା କରିଦେଇଛନ୍ତି ରାଜ୍ୟ ସରକାର। ବଙ୍ଗୋପ ସାଗରରେ ଲଘୁଚାପଜନିତ ବର୍ଷା ଯୋଗୁଁ ଫସଲ ନଷ୍ଟ ନେଇ ସରକାର ଗୁରୁବାର ଏଭଳି ଘୋଷଣା କରିଛନ୍ତି। ଏହି ୨ଦିନ ଅଧିକାରୀମାନେ ଚାଷ କ୍ଷୟକ୍ଷତିର ସମୀକ୍ଷା କରିବେ। ଅଦିନିଆ ବର୍ଷା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସଙ୍ଗୀତ ଗାନ ବେଳେ ଚୁଇଙ୍ଗମ୍‌ ଚୋବାଉଥିଲେ କୋହଲି!

କୋଲକାତା: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ସମୟରେ ଚୁଇଙ୍ଗମ୍‌ ଚୋବାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଅଟକି ଅଟକି ବର୍ଷା ହେଉଛି। ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇର ଏହି ଜମାଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କୁ ଏକ ନୂତନ ଜମା ଖାତା ଖୋଲିବାକୁ ଅନୁମତି ଦେଇଛି। ଏହି ଜମା ଖାତାରେ ଉପଭୋକ୍ତାଙ୍କୁ କୌଣସି ସର୍ବନିମ୍ନ ରାଶି ଜମା ରଖିବାକୁ ଆବଶ୍ୟକ ପଡ଼ିବ ନାହିଁ। ଏସ୍‌ବିଆଇ ଏହି ସୂଚନା ନିଜ େଓ୍ଵବସାଇଟ୍‌ରେ ଦେଇ କହିଛି, ଏହି ଜମା ଖାତା…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟି ଭେଳିକି: ୧୮ ବଦଳରେ ୫ ପ୍ରତିଶତକୁ ଖସିଲା ଜିଏସ୍‌ଟି; ହେଲେ ରେଷ୍ଟୁରାଣ୍ଟ ଖାଦ୍ୟପ୍ରେମୀଙ୍କୁ ମିଳିଲାନି…

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର (ଜିଏସ୍‌ଟି)ରେ ସଂଶୋଧନ ଆଣି ରେଷ୍ଟୁରାଣ୍ଟ ବିଲ୍‌ ଉପରେ ଏହାକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦେଇଥିଲେ। ତେବେ, ଜିଏସ୍‌ଟିରେ ସରକାର ପୂରା ୧୩ ପ୍ରତିଶତ ହ୍ରାସ କରିଥିଲେ ମଧ୍ୟ ରେଷ୍ଟୁରାଣ୍ଟରେ ଖାଉଥିବା ଖାଦ୍ୟପ୍ରେମୀମାନେ…
ଅଧିକ ଖବର ଦେଖନ୍ତୁ...

୧୮ରୁ ବିଜେଡିର ଯୁବ, ଛାତ୍ର ସମ୍ପର୍କ ଅଭିଯାନ

ଭୁବନେଶ୍ୱର: ସାଧାରଣ ଜନତାଙ୍କ ଅତି ନିକଟତର ହେବା ପାଇଁ ବିଜୁ ଜନତା ଦଳ ଅଭିନବ ଚିନ୍ତା କରିଛି। ଦଳ ପକ୍ଷରୁ ଆଗାମୀ ନଭେମ୍ବର ୧୮ରୁ ଯୁବ ଓ ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ପୂରା ରାଜ୍ୟରେ ଅର୍ଥାତ ବିଭିନ୍ନ ପର୍ଯ୍ୟାୟରେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ।…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ଫେରି ପାଆନ୍ତୁ ଡିଲିଟ୍‌ ହୋଇଯାଇଥିବା ହ୍ଵାଟସଆପ ମେସେଜ୍‌!

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ଵାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍‌ ହୋଇପାରିବ। ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ରାତିରେ ଗରିବଙ୍କୁ ଖାଦ୍ୟ ପରଷୁଥିବା ଦେବୀ ପରି ଝିିଅଟିଏ!

ବିଚିତ୍ର ଆମର ଏ ଦୁନିଆ। ଏଇଠି କିଛି ଲୋକ ସୁଖ ଆରାମରେ ଦିନ ବିତେଉଥିବା ବେଳେ ଆଉ କିଛି ପେଟ ଚାଖଣ୍ଡକ ପାଇଁ ଭିକ୍ଷା ବୃତ୍ତି କରନ୍ତି। ଭୋକିଲା ପେଟରେ ପାଣି ପିଇ ଶୋଇଯା’ନ୍ତି ନିଦରେ। ନିଦ ତ ହୁଏନି , କିନ୍ତୁ ସେମାନଙ୍କୁ ନିଦର ବାହାନା କରିବାକୁ ପଡ଼େ। ଆଉ ଗୋଟେ ସକାଳକୁ ଅପେକ୍ଷା କରିବାକୁ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୬ରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସଂଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୧୮ ମାର୍ଚ୍ଚ ୬ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୯ ଯାଏ ଚାଲିବ। ଏ ନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ…
ଅଧିକ ଖବର ଦେଖନ୍ତୁ...