ବିନା ଟାରିଫ୍‌ ପ୍ଲାନ୍‌ରେ ଯେକୌଣସି ସ୍ମାଟ୍‌ର୍ଫୋନ୍‌କୁ କରନ୍ତୁ ଲାଇଫ୍‌ଟାଇମ୍‌ ପାଇଁ ଫ୍ରି କଲ୍‌!

ଏହି ଆପ୍‌ରୁ ନିଜ ସ୍ମାଟ୍‌ର୍ଫୋନ୍‌କୁ ବନାନ୍ତୁ ଓ୍ଵାକି-ଟକି ଓ ଲାଇଫ୍‌ଟାଇମ୍‌ ପାଇଁ ସମସ୍ତଙ୍କୁ କରନ୍ତୁ ଫ୍ରି କଲ୍‌

କୌଣସି ଟାରିଫ୍‌ ପ୍ଲାନ୍‌ ବିନା ବା କୌଣସି ସିମ୍‌ ବିନା ନିଜ ସ୍ମାଟ୍‌ର୍ଫୋନ୍‌ରୁ ଲାଇଫ୍‌ ଟାଇମ୍‌ ପାଇଁ କରିପାରିବେ ଫ୍ରିରେ କଲ୍‌। ଏକ ଫ୍ରି ଆପ୍‌ ଦ୍ୱାରା ୟୁଜର ଦୁଇଟି ସ୍ମାର୍ଟ୍‌ଫୋନ୍‌କୁ ଓ୍ଵାକି-ଟକିରେ ବଦଳାଇ ବ୍ଲୁଟୁଥ୍‌ ମାଧ୍ୟମରୁ କଲ୍‌ କରି ପାରିବ। ବ୍ଲୁଟୁଥ୍‌ ରେଞ୍ଜ୍‌ ୧୦୦ ମିଟର୍‌ ଥାଏ, ସେତିକି ଭିତରେ ହିଁ ଆପଣ ଏହାକୁ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର