Daily Archives

November 22, 2017

ଆଗ୍ରା ବିଶ୍ୱବିଦ୍ୟାଳୟରୁ ସଲମାନ ଖାନ୍‌ଙ୍କୁ ମିଳିଲା ବିଏ ସାର୍ଟିଫିକେଟ! ରଖିଛନ୍ତି ୩୫% ମାର୍କ !

ଆଗ୍ରା: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହୋଇ ଯିବେଣି ନିଶ୍ଚୟ। ଦବଙ୍ଗ ଷ୍ଟାର ପୁଣି ବିଏ ପରୀକ୍ଷାରେ ୩୫% ମାର୍କ ରଖିଛନ୍ତି। ଘଟଣାଟି ହେଉଛି ଏପରି, ଆଗ୍ରା ବିଶ୍ୱବିଦ୍ୟାଳୟ ଦ୍ୱାରା ବିଏ ପ୍ରଥମ ବର୍ଷର ଛାତ୍ରକୁ ଦିଆଯାଇଥିବା ମାର୍କସିଟରେ ବଲିଉଡର ସୁପରଷ୍ଟାର ସଲମାନ ଖାନ୍‌ଙ୍କର ଫଟୋ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ୟୁପିଏ ସରକାରଙ୍କ ତୁଳନାରେ୧୬ ପ୍ରତିଶତ ଶସ୍ତାରେ ରାଫେଲ୍‌ ଯୁଦ୍ଧ ବିମାନ କିଣିବେ ଏନ୍‌ଡିଏ ସରକାର

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାକୁ ଆହୁରି ସଶକ୍ତ କରାଇବା ପାଇଁ କେନ୍ଦ୍ର ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି କରିଛନ୍ତି। ଏହି ୩୬ଟି ରାଫେଲ୍‌ ଯୁନ୍ଧ ବିମାନ କିଣିବା ପାଇଁ ସରକାର ଫ୍ରାନ୍ସକୁ ୬୦,୦୦୦କୋଟି ଟଙ୍କା ଦେବେ। ତେବେ, ଜାଣିବାକୁ ମିଳିଛି ଯେ…
ଅଧିକ ଖବର ଦେଖନ୍ତୁ...

ସୁଶୀଲ ମୋଦିଙ୍କୁ ଆକ୍ରମଣ କରିବାକୁ ତେଜ ପ୍ରତାପଙ୍କ ଚେତାବନୀ

ଔରଙ୍ଗାବାଦ: ବିହାରରେ କ୍ଷମତାରୁ ଓହରିବା ପରେ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ୨ ପୁଅ କ୍ଷମତାଶାଳୀ ଜନତା ଦଳ ୟୁନାଇଟେଡ ଓ ଭାରତୀୟ ଜନତା ଦଳକୁ ବାରମ୍ବାର ଆକ୍ରମଣାତ୍ମକ ବିବୃତ୍ତି ଦେଉଛନ୍ତି। ଲାଲୁ ଯାଦବ, ତାଙ୍କର ପୁଅ ତେଜ ପ୍ରତାପ ଓ ତେଜସ୍ୱୀ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ମୁକ୍ତକଲା ପାକିସ୍ତାନ

ଇସ୍‌ଲାମାବାଦ୍‌: ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଏକ ଶାଖା ସଂଗଠନ ଜମାତ୍‌-ଉଦ୍‌-ଦାଓ୍ଵାରର ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ମୁକ୍ତ କରିବା ପାଇଁ ପାକିସ୍ତାନର ଏକ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୮…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ‘ପଦ୍ମାବତୀ’ ରିଲିଜ୍‌ ହେବ ନାହିଁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ରୁପାନି

ଗାନ୍ଧିନଗର: ଗୁଜୁରାଟ ସରକାର ବୁଧବାର ରାଜ୍ୟରେ ‘ପଦ୍ମାବତୀ’ ଚଳଚ୍ଚିତ୍ର ରିଲିଜ୍‌ କରାଇ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହା ଇତିହାସ ଓ ଐତିହ୍ୟ କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ମଧ୍ୟପ୍ରଦେଶ ପରେ ଗୁଜୁରାଟ ହେଉଛି ଦ୍ୱିତୀୟ  ରାଜ୍ୟ, ଯେଉଁଠାରେ ‘ପଦ୍ମାବତୀ’ ଚଳଚ୍ଚିତ୍ରର…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ଆଠଖଣ୍ଡ କରି ଘରର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲା ପତ୍ନୀ, ହେଲା ୩୦ବର୍ଷ ଜେଲ

ଚଣ୍ଡୀଗଡ଼: ଦିଲ୍ଲୀରୁ ପାଖାପାଖି ୫୫କିମି ଦୂର ତଥା ଚଣ୍ଡୀଗଡ଼ରୁ ୨୮୫କିମି ଦୂରରେ ଅବସ୍ଥିତ ଝାଜ୍ଜାର ସହରରେ ଘଟିଛି  ଅମାନବୀୟ କାଣ୍ଡ । ଝାଜ୍ଜାର କୋର୍ଟର ଅତିରିକ୍ତ ଦୌରା ଜଜ୍‌ ଏଚ.ଏସ୍‌.ଦାହିଆ ସ୍ୱାମୀକୁ ଆଠଖଣ୍ଡ କରି କାଟିଥିବା ଜଣେ ମହିଳାଙ୍କୁ ଦୋଷୀସାବ୍ୟସ୍ତ କରିବା ସହିତ ୩୦ବର୍ଷର…
ଅଧିକ ଖବର ଦେଖନ୍ତୁ...

ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଦୁଇ ସଂପାଦକଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରିକଲେ କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ପ୍ରକାଶିତ ହେଉଥିବା ଦୁଇଟି ପୃଥକ ପୃଥକ ସମ୍ବାଦପତ୍ରର ଦୁଇଜଣ ସଂପାଦକଙ୍କୁ ସ୍ୱାଧିକାରଭଙ୍ଗ ଅପରାଧରେ ଗିରଫ କରିବା ପାଇଁ ଆଜି କର୍ଣ୍ଣାଟକ ବିଧାନସଭା ପକ୍ଷରୁ ନାର୍ଦ୍ଦେଶନାମା ଜାରି କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...