Daily Archives

May 16, 2018

ସାଥୀ ହୋଇ ମରିବା ପାଇଁ ୧୪ ବର୍ଷ ସାନ ପ୍ରେମିକ ସହ ମିଶି ଆତ୍ମହତ୍ୟା ଉଦ୍ୟମ କଲା ୬ଟି ପିଲାର ମା’: ପ୍ରେମିକାକୁ ଛାଡ଼ି…

ରାୟପୁର : ଛତିଶଗଡ଼ରେ ପ୍ରେମର ଏକ ଅଜବ ର୍‌ଙ୍ଗ ଦେଖିବାକୁ ମିଳିଛି । ଦୁଇ ପ୍ରେମୀଯୁଗଳ ଦୁଇ ଜଣଙ୍କଠାରୁ ଅଲଗା ହୋଇଯିବା ଡ଼ରରେ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତିି । ସାଥିରେ ମରିବା ପାଇଁ ଦୁଇ ଜଣ ଏକା ସାଙ୍ଗରେ ବିଷ ଖାଇଥିଲେ । କିନ୍ତୁ ବିଷ ପିଇ ପ୍ରେମିକ ମୃତ୍ୟୁବରଣ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଫ୍ଲାଏଓଭର କାମ ବେଳେ ଭଙ୍ଗା ହୋଇଥିଲା ୩ଟି ଗଣେଶ ମନ୍ଦିର, ଗଣେଶଙ୍କ କୋପରୁ ଭୁଷୁଡ଼ିଲା ପୋଲ : ରାଜ ବବ୍ଦର

ଲକ୍ଷ୍ନୌ: ମଙ୍ଗଳବାର ରାତି ଥିଲା ବାରଣାସୀ ବାସୀଙ୍କ ପାଇଁ ଥିଲା ଏକ କାଳରାତି । ନିର୍ମାଣାଧୀନ ଫ୍ଲାଏଓଭର ଭୁଷୁଡ଼ି ପଡ଼ିବାରୁ ୧୯ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଲୋକମାନଙ୍କୁ ବୁଧବାର ଦେଖିବା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ ପ୍ରଦେଶ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ ନିଜ କବ୍‌ଜାକୁ ଆଣିବାକୁ ଯାଇ ଉତ୍ତ୍ୟକ୍ତ ଜନତା ଥାନାରେ କଲେ ଲଙ୍କାକାଣ୍ଡ; ୪…

ଗୁଣ୍ଟୁର (ଆନ୍ଧ୍ରପ୍ରଦେଶ): ଜଣେ ନାବାଳିକା ଦୁଷ୍କର୍ମ ଉଦ୍ଦ୍ୟମକାରୀ ଅଭିଯୁକ୍ତକୁ ନିଜ କବ୍‌ଜାକୁ ଆଣିବାକୁ ଯାଇ ଉତ୍ୟକ୍ତ ଜନତା ଗତ ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଥାନାରେ ଲଙ୍କାକାଣ୍ଡ ଘଟାଇଛନ୍ତି। ଉତ୍ୟକ୍ତ ଜନତାଙ୍କ ପ୍ରବଳ ଟେକା ପଥରମାଡ଼ରେ ଚାରି ଜଣ ପୁଲିସ୍‌ କର୍ମଚାରୀ ଆହତ ହେବା ସହ…
ଅଧିକ ଖବର ଦେଖନ୍ତୁ...

ମଦର୍ସ ଡେରେ ମା’କୁ ରାସ୍ତାରେ ଘୋଷାଡି ଘୋଷାଡି ପିଟିଲା ପୁଅ ! ଦୃଶ୍ୟ ଥିଲା ହୃଦୟ ବିଦାରକ

ଯେଉଁଦିନ ମା’କୁ ଲୋକେ ଶ୍ରଦ୍ଧା ଦେଖାନ୍ତି, ସେହି ଦିନ ଜଣେ ପୁଅ ତା’ ମା’ଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ମାଡ ମାରୁଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରରେ। ଘଟଣାଟି ଘଟିଛି ମଦର୍ସ ଡେରେ। ମାଆ କେତେ ଯେ ଦୁଃଖ ଓ ଯନ୍ତ୍ରଣା ସହି ନିଜ ପିଲାକୁ ବଡ କରିଥାଏ । ହେଲେ ମୁଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ଆରାଧ୍ୟାଙ୍କ ଓଠରେ ଓଠ ମିଶାଇ ଚୁମ୍ବନ ଦେଉଥିବାର ଫଟୋ ସେୟାର କଲେ ଐଶ୍ୱର୍ଯ୍ୟା, ସୋସିଆଲ ମଡିଆରେ ଲୋକେ କହିଲେ ଲଜ୍ଜାଜନକ…

ନୂଆଦିଲ୍ଲୀ: ନିକଟରେ ‘ମଦର୍ସ ଡେ’ ଅବସରରେ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଝିଅ ଆରଧ୍ୟା ସହିତ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଆରଧ୍ୟାଙ୍କୁ ଲିପ୍‌-ଟୁ-ଲିପ୍‌ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ସହିତ ଐଶ୍ୱର୍ଯ୍ୟା ଖୁବ୍‌ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଥିଲେ କି ‘‘ଲଭ୍‌…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ କବଜା ପାଇଁ ଲଢେଇ : କଂଗ୍ରେସର ୩ ବିଧାୟକ ଗଲେ କୁଆଡ ?

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାପରେ ସରକାର ଗଠନ ପାଇଁ ବିଜେପି ଓ ଜେଡିଏସ-କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି । ଆଜି ପୂର୍ବାହ୍ନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରାପ୍ପା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାପରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ କାହିଁକି ବାରମ୍ବାର ନାମ ବଦଳାଉଛନ୍ତି ସୋନମ୍‌ କପୁର !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ବାରମ୍ବାର ନିଜର ନାମ ବଦଳାଉଛନ୍ତି । ପ୍ରଥମତଃ ତାଙ୍କର ମୂଳ ନାମ ସୋନମ କପୁର। ବିବାହ ପରେ ସେ ନିଜ ନାମ ସୋନମ୍‌ କପୁର ଆହୁଜା ରଖିବେ ବୋଲି ସୂଚନା ମିଳିଲା। ଏବେ ତାଙ୍କ ନାମ ସୋନମ୍‌ କେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବଜାରରେ ହୋଣ୍ଡା  ଡିଓର ୨୦୧୮ ଏଡିସନ 

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ନୂଆ ସ୍କୁଟର ଡିଓର ୨୦୧୮ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ଡିଓ ନୂଆ ଡିଲକ୍ସ ଭାରିଆଣ୍ଟରେ ଉପଲବ୍ଧ ହେବ। ହୋଣ୍ଡାର ନୂଆ ଡିଓରେ ସମ୍ପୂର୍ଣ୍ଣ ନୂଆ ଏଲଇଡି ହେଡଲ୍ୟାମ୍ପ୍‌ ଓ ପୋଜିସନ୍‌ ଲ୍ୟାମ୍ପ୍‌ ଏହାକୁ…
ଅଧିକ ଖବର ଦେଖନ୍ତୁ...

ସଫ୍ଟଓ୍ଵୟାର ଇଞ୍ଜିନିୟରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମହିଳା ସହକର୍ମୀ

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁର ଇଲେକ୍ଟଟ୍ରୋନିକ୍ସ ସିଟିରେ ଥିବା ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ କାର୍ଯ୍ୟରତା ଜନୈକା ୨୭ ବର୍ଷ ବୟସ୍କା ଯୁବତୀଙ୍କୁ ସେହି କମ୍ପାନିର ଜନୈକ ସଫ୍ଟଓ୍ଵୟାର ଇଞ୍ଜିନିୟର ଗତ ଡିସେମ୍ବର ୨୦୧୬ରୁ ଯୌନ ଉତ୍ପୀଡ଼ନ କରି ଆସୁଥିଲେ। ଶେଷରେ ଏହି ଯୌନ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଏକତରଫା ପ୍ରେମ ମହଙ୍ଗା ପଡ଼ିଲା, ଝିଅର ପ୍ରେମିକକୁ ଗଛରେ ବାନ୍ଧି ଚପଲରେ ପିଟିଲେ ମାଆ

ସୋର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଏକ ତରଫା ପ୍ରେମ କରିବା ମହଙ୍ଗା ପଡ଼ିଛି। ଗତକାଲି ଅର୍ଥାତ ମଙ୍ଗଳବାର ଥିଲା ସାବିତ୍ରୀ। ଏହି ଦିନ ପ୍ରେମିକ ପ୍ରେମ ନିବଦେନ କରି ବିବାହ ପ୍ରସ୍ତାବ ଦେବା ପାଇଁ ଯୁବତୀଙ୍କ ପାଖକୁ ଯାଇଥିଲା। ଏହି ସମୟରେ ଯୁବତୀଙ୍କ ମାଆ ପ୍ରେମିକ…
ଅଧିକ ଖବର ଦେଖନ୍ତୁ...