Daily Archives

July 10, 2018

ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାଙ୍କ ମଧ୍ୟରେ ପ୍ରଚଳିତ ‘ଖାତ୍‌ନା ପ୍ରଥା’ ଗ୍ରହଣୀୟ ନୁହେଁ- ସୁପ୍ରିମ କୋର୍ଟ

ନୂଆଦିଲ୍ଳୀ: କାହିଁକି ଜଣେ ମହିଳାଙ୍କ ଶାରୀରିକ ଅଖଣ୍ଡତାର ଉଲ୍ଲଂଘନକୁ  ଧର୍ମିକ ଆଚରଣର ପରିସରଭୁକ୍ତ କରାଯିବ? ଏହି  ପ୍ରଶ୍ନ କରିବା ସହିତ ଧର୍ମ ନାମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୧୮ ବର୍ଷରୁ କମ୍‌ ବୟସର ନାବାଳିକାମାନଙ୍କ ଜନନେନ୍ଦ୍ରୀୟରେ କରାଯାଉଥିବା ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର ବା…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇ ଘରକୁ ଫେରିଲେ ପପୁ ପମପମ୍‌; ‘ଟୋକାଟା ଫସିଗଲା’ରେ ପପୁଙ୍କୁ ପୁଣି ଦେଖିବେ ଦର୍ଶକ

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ଦୀର୍ଘଦିନ ଧରି ସେ ପାନ୍‌କ୍ରିୟାସ ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ…
ଅଧିକ ଖବର ଦେଖନ୍ତୁ...

ସବୁଠାରୁ ଅଧିକ ଚର୍ଚ୍ଚାରେ ଓଲିଉଡର ଏହି ନୂଆ ଯୋଡ଼ି

ଭୁବନେଶ୍ୱର: ୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡରେ କେତେଜଣ ନୂଆ ଯୋଡ଼ି ନଜର ଆସିଛନ୍ତି। ଏହି ନୂଆ ଯୋଡ଼ିଙ୍କଭିତରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଏକ ଯୋଡି। ସେମାନେ ହେଲେ ଆର୍ଯ୍ୟନ୍‌-ନିକିତା । ହଁ ଓଲିଉଡରେ ଏ ବର୍ଷ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ନୂଆ ଯୋଡ଼ି ଆର୍ଯ୍ୟନ ଦାଶ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବସ ଚୋରି କରି ପଳାଉଥିଲେ, ଟୋଲ୍ ପ୍ଲାଜାରେ ଧରାପଡ଼ିଲେ ଯୁବକ

ବାଲେଶ୍ୱର: ବାଲେଶ୍ୱର ବସଷ୍ଟାଣ୍ଡରେ ରଖାଯାଇଥିବା ଏକ ଯାତ୍ରୀବାହୀ ବସକୁ ଚୋରି କରି ନେଇ ପଳାଉଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପୁଲିସ ଅଟକ ରଖିବା ସହିତ ତାଙ୍କ ଠାରୁ ଚୋରି ବସ୍‌ଟିକୁ ଜବତ କରିଛନ୍ତି। ତେବେ ଅଟକ ଥିବା ଯୁବକ ଜଣକ କୌଣସି କଥା କହୁ ନ ଥିବାରୁ ସେ…
ଅଧିକ ଖବର ଦେଖନ୍ତୁ...

ସବୁ ଔଷଧ ବିକ୍ରେତା ବିକ୍ରି କରିବେ ଶସ୍ତା ମେଡ଼ିସିନ୍‌!

ଯେଉଁମାନେ ନିୟମିତ ଭାବେ ନିଜ ପରିବାର ପାଇଁ ଔଷଧ କିଣୁଛନ୍ତି,ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ସାମାନ୍ୟ ସତର୍କ ରହିବେ,ତେବେ ଆପଣ ଚାହୁଁଥିବା ମେଡିସିନ୍‌ ଶସ୍ତାରେ ଉପଲବ୍ଧ ହୋଇପାରିବ। ଖୁବ୍‌ ଶୀଘ୍ର ଔଷଧ ବିକ୍ରେତାମାନେ ନିଜର ଦୋକାନରେ ଜେନେରିକ୍‌ ଔଷଧ ପାଇଁ ଏକ କାଉଣ୍ଟର ଖୋଲିବେ। ତା…
ଅଧିକ ଖବର ଦେଖନ୍ତୁ...

ପୁରୀ: ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍‌

ଭୁବନେଶ୍ୱର: ଆଜି ସକାଳେ ପୁଣି ଏକ ଇଞ୍ଜିନ୍‌ବଗିକୁ ଛାଡ଼ି ପଳାଇ ଯାଇଥିଲା। ପୁରୀ ଷ୍ଟେସନରେ ପୁରୀ- କଟକ ପାସେଞ୍ଜର ଟ୍ରେନ୍‌ଟି ୩ଟି ବଗିକୁ ଛାଡ଼ି ୫ କିଲୋମିଟର ପଳାଇ ଯାଇଥିଲା। ତେବେ ୫ କିଲୋମିଟର ଯିବା ପରେ ଏ ନେଇ ରେଳବାଇ କର୍ତ୍ତୃପକ୍ଷ ସତର୍କ ହୋଇ ଉଠିବା ପରେ ପୁଣି ଷ୍ଟେସନକୁ ଫେରିଥିଲା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଓଲଟିଲା ପିକ୍‌ ଅପ୍‌ ଭ୍ୟାନ: ୧ ମୃତ, ୨୫ ଆହତ

କେନ୍ଦ୍ରାପଡ଼ା: ଆଜି ସକାଳେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ପିକ୍‌ ଅପ୍‌ ଭ୍ୟାନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଭାରସାମ୍ୟ ହରାଇ ନାଳବନ୍ଧରୁ ୨୦ ଫୁଟ  ତଳକୁ ଖସି ଯାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଧ୍ୱ…
ଅଧିକ ଖବର ଦେଖନ୍ତୁ...

ଘଟଗାଁ ଟ୍ରକ୍‌କୁ ପଛରୁ ପିଟିଲା ବସ, ୧ ମୃତ, ୨୫ ଆହତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଟହରିଚନ୍ଦନପୁର ନିକଟରେ ଗତକାଲି ରାତିରେ ଏକ ନାଇଟ୍‌ କୋଚ୍‌ ବସ ଦୃତଗତିରେ ଯାଇ ଏକ ୧୦ ଚକିଆ ଟକ୍‌କୁ ପଛପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

ରାତିକ ଭିତରେ ଆପଣଙ୍କ ମୁହଁରୁ ଉଭେଇଯିବ ଭାତୁଡ଼ି , ବାସ୍‌ ଆପଣାନ୍ତୁ ଏହି ସହଜ ଉପାୟ

ସାଧାରଣତଃ ମୁହଁରେ ରହିଥିବା ଭାତୁଡ଼ି ସମସ୍ୟା ଲାଗି ଅନେକ ଲୋକ ଚିନ୍ତିତ ରହିଥାନ୍ତି। କାରଣ ଏହା ତାହାର ସଂପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଉ ଯଦି ଆପଣ ବି ଏହି ସମସ୍ୟାରେ ପଡ଼ିଛନ୍ତି ତ, ତେବେ ଚିନ୍ତା କରିବାର କୌଣସି ବି କାରଣ ନାହିଁ। କାରଣ ବିନା ନିମନ୍ତ୍ରଣରେ ଆସିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମହିଳା ଟି-୨୦ ଅଧିନାୟିକାଙ୍କ ଠାରୁ ଡିଏସପି ପଦବି କାଢ଼ିନେଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ଭାରତୀୟ ମହିଳା ଟି -୨୦ ଦଳର ଅଧିନାୟିକା  ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ  ହରମନପ୍ରିତ କୌରଙ୍କ ଠାରୁ ପଞ୍ଜାବ ସରକାର  ଡିଏସପି ପଦବି ଫେରାଇ ନେଇଛନ୍ତି। ପୁଲିସ ଯାଞ୍ଚ ବେଳେ  ହରମନପ୍ରିତ କୌରଙ୍କ ସ୍ନାତକ ପ୍ରମାଣପତ୍ର ଜାଲ ହୋଇଥିିବାରୁ ପଞ୍ଜାବ ସରକାର ଏହି ପଦକ୍ଷେପ ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...