Daily Archives

September 9, 2018

ବିରାଟ କୋହଲିଙ୍କ ଆଉଟ ଦାବି ନେଇ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରି ୧୫% ମ୍ୟାଚ ଫି ହରାଇଲେ ଜେମସ୍‌ ଆଣ୍ଡରସନ୍‌

ଲଣ୍ଡନ: ଭାରତ ବିରୋଧରେ ଇଂଲଣ୍ଡର ଅନ୍ତିମ ମ୍ୟାଚର ଦ୍ୱିତୀୟ ଦିନରେ ଶନିବାର ଦ୍ରୁତ ବୋଲର ଜେମସ୍‌ ଆଣ୍ଡରସନ୍‌ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିଥିବା ଅଭିଯୋଗରେ ୧୫ ପ୍ରତିଶତ ମ୍ୟାଚ୍‌ ଫି ହରାଇଛନ୍ତି। ନିୟମ ଉଲଂଘନ କରିଥିବାରୁ ଆଇସିସି ୧୫ ପ୍ରତିଶତ ମ୍ୟାଚ୍‌ ଫି ଜରିମାନା ଆକାରରେ…
ଅଧିକ ଖବର ଦେଖନ୍ତୁ...

ବ୍ରିଟିଶ୍‌ ଏୟାରୱେଜ୍‌ର ୱେବ୍‌ସାଇଟ୍‌ ଓ ଆପ୍‌ ହ୍ୟାକ୍‌: ୩,୮୦,୦୦୦ ଗ୍ରାହାକଙ୍କ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ: ଅତ୍ୟାଧୁନିକ କୌଶଳର ବିକାଶ ହେବା ସହ ସହ ଏହା ଆମ ଦୈନନ୍ଦିନ ଜୀବନକୁ ବିଭିନ୍ନ ଆଡୁ ପ୍ରଭାବିତ କରିବାରେ ଲାଗିଛି। ତଥ୍ୟା ପ୍ରଘଟ ହେବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ବ୍ରିଟିଶ୍‌ ଏୟାରୱେଜ୍‌ ଏପରି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ବ୍ରିଟିଶ୍‌ ଏୟାରୱେଜ୍‌ର…
ଅଧିକ ଖବର ଦେଖନ୍ତୁ...

ଓଭାଲ ଟେଷ୍ଟ: ଶତକରୁ ବଞ୍ଚିତ ହେଲେ ରବୀନ୍ଦ୍ର ଜାଦେଜା, ଭାରତ ୨୯୨ ରନ୍‌ରେ ଅଲଆଉଟ

ଇଂଲଣ୍ଡ: ଟିମ୍‌ ଇଣ୍ଡିଆର ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଦେଜା ଶତକରୁ ବଞ୍ଚିତ ହୋଇଛନ୍ତି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ସେ ଚଳିତ ଟେଷ୍ଟ ଶୃଙ୍ଖଳାର ୫ମ ତଥା ଶେଷ ମୁକାବିଲାର ୩ୟ ଦିନରେ ଅପରାଜିତ ୮୬ ରନ୍‌ ସଂଗ୍ରହ କରିଛନ୍ତି। ସାଥୀ ଖେଳାଳି ଜସପ୍ରିତ ବୁମରା(୦) ରନ୍‌ ଆଉଟ ହେବା ଫଳରେ ଜାଦେଜା ଏକ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ମିଳିବ ୨୦ଜିବି ଅତିରିକ୍ତ ଡାଟା ସହିତ ୩୦୦ଟଙ୍କାର ରିହାତି !

ନୂଆଦିଲ୍ଲୀ: ଏୟାରଟେଲ କିଛିଦିନ ହେବ ନିଜର ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଅଧିକ ଧ୍ୟାନ ଦେଉଛି। ଏବେ କମ୍ପାନି ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କୁ ଏକ ଉପହାର ଦେଇଛି। କମ୍ପାନି ବ୍ୟବହାରଙ୍କୁ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ୩୦୦ ଟଙ୍କାର (୫୦ଟଙ୍କା/ପ୍ରତିମାସ)ର…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଭାଲୁ ଆକ୍ରମଣରେ ୮ ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆପଡା: ବୋର୍ଡେନ ଅଞ୍ଚଳରେ ରବିବାର ଭାଲୁ ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲକୁ ଯାଇଥିବା କମଳ ଲୋଚନ ମାଝୀ(୩୦), ମଙ୍ଗଲ ମାଝୀ (୫୫), ପଦ୍ମନ ମାଝୀ (୪୫), ପବିତ୍ର ମାଝୀ (୭୦), ହେରମ୍ବ ମାଝୀ (୩୫), ନିଳାମ୍ବର ହଂସ (୩୦), ରାଧାକାନ୍ତ ବାଗ(୫୦) ଓ ଅକାଳୁ ମାଝୀ (୭୦)…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ: ସଡ଼କ ଦୁର୍ଘଟଣାରେ ୮ ଯବାନ ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

କଙ୍ଗରା: ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ବାରେ ଲାଗିଛି। ରବିବାର ଅପରାହ୍ନରେ ହିମାଚଳ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହେବା ସମେତ ସମୁଦାୟ ୮ ଜଣ ଯବାନ ଆହତ ହୋଇଛନ୍ତି। ଏଏନ୍‌ଆଇ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା କଙ୍ଗରାର ଶାହପୁରଠାରେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି: ମୁକ୍ତି ପାଇବେ ରାଜୀବ ଗାନ୍ଧିଙ୍କ ୭ ହତ୍ୟାକାରୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତି ଦେବା ପାଇଁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ରାଜ୍ୟ କ୍ୟାବିନେଟରେ ରବିବାର ନିଷ୍ପତ୍ତି ହେବା ପରେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀ ଜୀବନ…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନିୟରଙ୍କ ଝିଅକୁ ପତ୍ନୀ କହି ଘରକୁ ଜୋରଜବରଦସ୍ତ ପଶି ଆସିଥିଲେ ଏହି ଶିକ୍ଷୟିତ୍ରୀ, ଶୁଣାଇଲେ ପୂର୍ବଜନ୍ମର କାହଣୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ସହରର ତିଲକ ନଗର ପୁଲିସ ଶନିବାର ମୁମ୍ବାଇରୁ ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ସହିତ ଥିବା ଜଣେ ପୁରୁଷ ବନ୍ଧୁକୁ ଗିରଫ କରି ପଚରାଉଚରା ଜାରି ରଖିଛି। ଶିକ୍ଷୟିତ୍ରୀ ଇନ୍ଦୋରରେ ବସବାସ କରନ୍ତି, ଗତ କିଛିଦିନ ହେବ ସେ ଜଣେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ତଳକୁ ଖସିଲା ୩ଟି ବଗି

ଜୟପୁର: କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଷ୍ଟେସନ ନିକଟରେ ରବିବାର ଏକ ମାଲବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ ଟ୍ରେନ୍‌ର ୩ଟି ବଗି ତଳକୁ ଖସିପଡ଼ିଛି। ମାଲବାହୀ ଟ୍ରେନ୍‌ ଦାମନଯୋଡ଼ି ଠାରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ…
ଅଧିକ ଖବର ଦେଖନ୍ତୁ...

ଆଇଆର୍‌ସିଟିସିର ବିକଳ୍ପ ନାମ ବଛା ପ୍ରତିଯୋଗିତାରେ ଭାଗ ନେଇ ସରକାରଙ୍କଠାରୁ ପାଇପାରନ୍ତି ୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ। କେବଳ ଜଣେ ବ୍ୟକ୍ତି ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ। ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...