Daily Archives

September 9, 2018

ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ପରେ ଓଡ଼ିଶାର ଏହି ପ୍ରଥମ କିନ୍ନର ଅଫିସର ବିବାହ ବନ୍ଧନରେ…

ଭୁବନେଶ୍ୱର: ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇ କହିଥିଲେ ଭାରତରେ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ। ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ଅପରାଧ ହେବନି ବୋଲି ସୁପ୍ରିମକୋର୍ଟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି ରବିବାର ରେଶମ ସହର ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଟାଉନ୍‌ ଥାନା ଅନ୍ତର୍ଗତ ନିଉ ମିଲିଟାରୀ ଲାଇନ୍‌ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରବି ବେହେରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପପିନା ବେହେରାଙ୍କୁ ତଣ୍ଟି କାଟି…
ଅଧିକ ଖବର ଦେଖନ୍ତୁ...

ଆଇଆରସିଟିସିର ସ୍ୱତନ୍ତ୍ର ଖାଦ୍ୟ ତାଲିକା: ଏଣିକି ଅକ୍ଟୋବର ୨ରେ ରେଳ ଯାତ୍ରୀଙ୍କୁ କେବଳ ମିଳିବ ନିରାମିଷ ଖାଦ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନ୍‌ରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଳ ପ୍ରକାଶ କଲା ଶ୍ରେଷ୍ଠ ସୁରକ୍ଷା ରିପୋର୍ଟ; କମିଲା ମୃତ୍ୟୁ ସଂଖ୍ୟା, ୭୫ ଦୁର୍ଘଟଣାରେ ୪୦ ମୃତ

ନୂଆଦିଲ୍ଲୀ: ଗତ ୫ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ନିଜର ଶ୍ରେଷ୍ଠ ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି। ୨୦୧୭ ମସିହା ସେପ୍ଟେମ୍ବରରୁ ୨୦୧୮ ମସିହା ଅଗଷ୍ଟ ମଧ୍ୟରେ ସମୁଦାୟ ୭୫ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ମାତ୍ର ୪୦। ଯଦିଓ ୨୦୧୬ ସେପ୍ଟେମ୍ବରରୁ ୨୦୧୭ ଅଗଷ୍ଟ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ମମର୍ନ୍ତୁଦ ସଡ଼କ ଦୁର୍ଘଣା; ୬ ମୃତ, ୧ ଆହତ

ରେଓ୍ଵାରି (ହରିୟାଣା): ହରିୟାଣାର ରେଓ୍ଵାରି ଜିଲ୍ଲାରେ ଆଜି (ରବିବାର) ଅପରାହ୍ଣରେ ଘଟିଥିବା ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ହରିୟାଣାର ରେଓ୍ଵାରି…
ଅଧିକ ଖବର ଦେଖନ୍ତୁ...

ଜାପାନ ଭୂକମ୍ପରେ ୩୭ ଜୀବନ ଯିବା ପରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ଠାରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଳୀର ଅନେକ ସ୍ଥାନରେ ଭୂକମ୍ପ ହୋଇଛି ବୋଲି ରାଜଧାନୀ ବାସିନ୍ଦା ଟୁଇଟର୍‌ରେ ଟୁଇଟ୍‌ କରିଛନ୍ତି। ଭାଗ୍ୟକୁ ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷତି ଘଟିନାହିଁ। ଏ ସଂପର୍କରେ ଅଧିକ କିଛି…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଲା ଲଘୁଚାପ, ତଥାପି ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ତିନିଚାରି ଦିନ ହେବ ଲଗାଣ ବର୍ଷା ଜାରି ରହିଥିଲା। ଫଳରେ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଏପରି କି ସ୍କୁଲ ମଧ୍ୟ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରି ଦିଆଯାଇଥିଲା। ବର୍ଷା ହେତୁ ଅନେକ ଘର,…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦକୁ ୨୧ ରାଜନୈତିକ ଦଳର ସମର୍ଥନ: କଂଗ୍ରେସ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ସେପ୍ଟେମ୍ବର ୧୦ରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ‘ବନ୍ଦ ଡାକରା’କୁ ୨୧ଟି ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। କଂଗ୍ରେସ କହିଛି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢୁଥିବା ବେଳେ ଟଙ୍କା ମଧ୍ୟ ଡଲାର ମୁକାବିଲାରେ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଆଇପିଏସ୍‌ ଅଧିକାରୀ ମୃତ

ଲକ୍ଷ୍ନୌ: ବିଷ ପିଇ କାନପୁରର ଏକ ବେସରକାରୀ ହସ୍ପିଟାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଉତ୍ତରପ୍ରଦେଶର ୩୦ ବର୍ଷିଅ ଆଇପିଏଏସ୍‌ ଅଧିକାରୀଙ୍କର ରବିବାର ମୃତ୍ୟୁ ଘଟିଛି। ଏହି ଆଇପିଏସ୍‌ ଅଧିକାରୀ ଜଣକ ହେଉଛନ୍ତି ୨୦୧୪ ମସିହା ବ୍ୟାଚ୍‌ର ସୁରେନ୍ଦ୍ର କୁମାର ଦାସ। ସେ କାନପୁରରେ…
ଅଧିକ ଖବର ଦେଖନ୍ତୁ...

ଓଭାଲ ଟେଷ୍ଟ: ଭାରତର ବ୍ୟାଟିଂ ଜାରି, ସ୍କୋର ୨୦୫/୬

ଲଣ୍ଡନ: ଓଭାଲ କ୍ରିକେଟ ଷ୍ଟାଡିୟମ୍‌ରେ ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତ ୬ଟି ଓ୍ଵିକେଟ୍‌ ହରାଇ ବ୍ୟାଟିଂ ଜାରି ରଖିଛି। ୫ ମ୍ୟାଚ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ରବିବାର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ହନୁମା ବିହାରୀ ଓ ରବୀନ୍ଦ୍ର ଜାଦେଜା କ୍ରିଜରେ…
ଅଧିକ ଖବର ଦେଖନ୍ତୁ...