Daily Archives

December 12, 2018

୩୦୦ ଟି ବ୍ୟାଗ ନେଇ ଜଣେ କଣ ବିଦେଶକୁ ମିଟିଂ କରିବାକୁ ଯାଏ ? ମାଲ୍ୟାଙ୍କ ଓକିଲଙ୍କୁ ସରକାରୀ ଓକିଲଙ୍କ ଜବାବ

ମୁମ୍ବାଇ : ଏକ ମିଟିଂରେ ଯୋଗ ଦେବାକୁ କିଏ ୩୦୦ଟି ବ୍ୟାଗ୍‌ ନେଇ ବିଦେଶକୁ ଯାଏ ? ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି)ର ଓକିଲ ଏହି ଜବାବ ଦେଇଛନ୍ତି ବିଜୟ ମାଲ୍ୟାଙ୍କ ଓକିଲଙ୍କୁ । ଆଜି ଏକ ସ୍ୱତନ୍ତ୍ର କୋର୍ଟରେ ବିଜୟମାଲ୍ୟାଙ୍କୁ ପଳାତକ ଇପରାଧୀ ଘୋଷିତ କରିବା ମାମଲାର ଶୁଣାଣି ଚାଲିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ପରିତ୍ୟାଗ କରିଥିବା ୩୩ ପ୍ରବାସୀ ଭାରତୀୟଙ୍କ ପାସ୍‌ପୋର୍ଟ ରଦ୍ଦ କଲେ ସରକାର, ୮ ଜଣଙ୍କୁ ଖୋଜିବାକୁ…

ନୂଆଦିଲ୍ଳୀ: ନିଜ ପତ୍ନୀଙ୍କୁ ପରିତ୍ୟାଗ କରିବା କାରଣରୁ କେନ୍ଦ୍ର ସରକାର ୩୩ ଜଣ ପ୍ର୍ରବାସୀ ଭାରତୀୟଙ୍କ ପାସ୍‌ପୋର୍ଟକୁ ରଦ୍ଦ କରି ଦେଇଛନ୍ତି। ପ୍ରବାସୀ ଭାରତୀୟଙ୍କ ପତ୍ନୀମାନଙ୍କ ପକ୍ଷରୁ ଅଭିଯୋଗ ଆସିବା ପରେ ଏହି ମାମଲାର ତଦନ୍ତ କରିବା ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକାନ୍ତ ଜେନାଙ୍କ ସଂପର୍କରେ ଏଆଇସିସି ନିଷ୍ପତ୍ତି ନେବ: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ ନେଇ ବୁଧବାର ରାଜ୍ୟ କଂଗ୍ରେସ ଭବନରେ  ଶୃଙ୍ଖଳା କମିଟି ବୈଠକ  ଅନୁଷ୍ଠିତ ହୋଇଛି । ବୈଠକ ପରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି, ଦଳୀୟ ନେତାଙ୍କ ମଧ୍ୟରେ ମତାନ୍ତର ନେଇ ବୈଠକରେ  ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ କମଲନାଥ, ରାଜସ୍ଥାନରେ ଅଶୋକ ଗେହଲଟ୍‌ ଓ ଛତିଶଗଡ଼ରେ ଭୂପେଶ ବାଘେଲ ହୋଇପାରନ୍ତି ପରବର୍ତ୍ତୀ…

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନାଦେଶ ମିଳିବା ପରେ ଏବେ ଏହି ତିନି ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତେବେ, ଏହି ତିନି ରାଜ୍ୟରେ କଂଗ୍ରେସ କାହାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ…
ଅଧିକ ଖବର ଦେଖନ୍ତୁ...

ଚିଲିକା ଉପରେ ବେଆଇନ୍‌ ଉଡାଣ ଅଭିଯୋଗ: ବୈଜୟନ୍ତଙ୍କ ହେଲିକପ୍ଟର ସିଲ୍‌ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର/ପୁରୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ବେଆଇନ୍‌ ଉଡାଣ କରିଥିବା ଅଭିଯୋଗରେ ପୁରୀ ପୁଲିସ୍‌ ତାଙ୍କର ଦୁଇଟି ହେଲିକପ୍ଟରକୁ ଜବତ କରି ସିଲ୍‌ କରିଥିଲା । ତେବେ ଡିଜିସିଏ ଏହି ଉଡାଣ ବେଆଇନ ନଥିଲା ବୋଲି ରିପୋର୍ଟ ଦେବା ପରେ ସେଥି ମଧ୍ୟରୁ ଗୋଟିଏକୁ ପୁଲିସ ସିଲମୁକ୍ତ…
ଅଧିକ ଖବର ଦେଖନ୍ତୁ...

ପରଦାରେ ପ୍ରଥମେ କ୍ୟାଟ୍‌ଙ୍କ ଓଠରେ ଚୁମ୍ବନ ଦେଇଥିଲେ କିଙ୍ଗ୍‌ଖାନ, ଏହାକୁ ନେଇ କ୍ୟାଟ୍‌ ଏମିତି ଭାବନ୍ତି

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ରୋମାନ୍ସର କିଙ୍ଗ୍‌ ବୋଲାଉଥିବା ଶାହାରୁଖ୍‌ ଖାନ ୨୦୧୨ ମସିହା ପୂର୍ବରୁ କେବେ କେଉଁ ଅଭିନେତ୍ରୀଙ୍କ ଓଠରେ ଚୁମ୍ବନ ଦେଇ ନଥିଲେ। ପ୍ରଥମେ ସେ ‘ଜବ୍‌ ତକ୍‌ ହୈ ଜାନ୍‌’ ଚଳଚ୍ଚିତ୍ରରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଚୁମ୍ବନ ଦେବା ଖବର ଚାରିଆଡ଼େ ବେଶ୍‌…
ଅଧିକ ଖବର ଦେଖନ୍ତୁ...

ପରାଜୟକୁ ନେଇ ମୋଦିଙ୍କ ସମୀକ୍ଷା, ଦଳର ସାଂସଦମାନଙ୍କ ଜରୁରୀ ବୈଠକ ଡାକିଲେ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଦଳରେ ଏବେ ଆତ୍ମସମୀକ୍ଷା କରିବା ଆରମ୍ଭ କରିଛି । ଆଗକୁ ୨୦୧୯ ସାଧାରଣ ନିର୍ବାଚନ ଥିବାରୁ ଦଳ ନିଜର ରଣନୀତିରେ ପରିବର୍ତ୍ତନ କରିବାକୁ ସଂକେତ ଦେଇଛି । କେଉଁଠି ଭୁଲ ରହିଲା ତାହାର ସମୀକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆର୍ଜେଣ୍ଟିନାକୁ ୩-୨ରେ ହରାଇ ସେମିଫାଇନାଲରେ ଇଂଲଣ୍ଡ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୨୯ତମ ମୁକାବିଲାରେ ବୁଧବାର ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଜୟୀ ହେବା ପରେ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍‌ ମଧ୍ୟରେ ହେବାକୁ…
ଅଧିକ ଖବର ଦେଖନ୍ତୁ...

ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ରକ୍ଷା କରିବି : ଦାୟିତ୍ୱ ଗ୍ରହଣ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ମନ୍ତବ୍ୟ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସେ ଏହି କେନ୍ଦ୍ରୀୟ ବ୍ୟାଙ୍କର ସ୍ୱତନ୍ତ୍ରତା, ମୂଲ୍ୟବୋଧ ଓ ପେସାଦାର ପରିବେଶ ବଜାୟ ରଖିବାକୁ ଉଦ୍ୟମ କରିବେ । ଭାରତୀୟ ଅର୍ଥନୀତିର ସ୍ୱାର୍ଥରକ୍ଷା ପାଇଁ ଉଦ୍ୟମ କରିବେ ବୋଲି ସେ ଏକ…
ଅଧିକ ଖବର ଦେଖନ୍ତୁ...

ଶକ୍ତିକାନ୍ତଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ୍…

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଆଶଙ୍କା ପ୍ରକଟ କରିଛନ୍ତି କି ଗଭର୍ଣ୍ଣର ଶକ୍ତିକାନ୍ତ ନିଜ ପଦବୀର ଭୁଲ୍‌ ଫାଇଦା ଉଠାଇ ପାରନ୍ତି।  ସେ ଏ ନେଇ…
ଅଧିକ ଖବର ଦେଖନ୍ତୁ...