Daily Archives

March 20, 2019

ଦାମୋଦର ରାଉତ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଡ. ଦାମୋଦର ରାଉତଙ୍କୁ ବୁଧବାର ବଡ଼ ଦାୟିତ୍ୱ ମିଳିଛି। ଦାମ ରାଉତଙ୍କୁ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ରୂପରେ ନିଯୁକ୍ତି ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ ପରେ ଦାମଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି।
ଅଧିକ ଖବର ଦେଖନ୍ତୁ...

ନିରବ ମୋଦିର ଜାମିନ ଆବେଦନ ଖାରଜ, ୨୯ ପର୍ଯ୍ୟନ୍ତ ହାଜତରେ ରହିବ

ଲଣ୍ଡନ : ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ଖାରଜ କରିଦେଇ ତାକୁ ୨୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି । ଏହା ପୂର୍ବରୁ ନିରବକୁ ଲଣ୍ଡନ ପୁଲିସ ଗିରଫ କରି କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ଋଣ ନେଇଛନ୍ତି ୧୫ ଲକ୍ଷ ଟଙ୍କା !

ଭୁବନେଶ୍ୱର: ଦୀର୍ଘ ୧୮ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ନବୀନ ପଟ୍ଟନାୟକଙ୍କୁ ଅର୍ଥର ଅଭାବ ରହିଛି। ଏଥିରୁ ସେ ନିସ୍ତାର ପାଇବା ପାଇଁ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ : ମାସୁଦ ଆଝାରକୁ ୟୁରୋପୀୟ ସଂଘ ଦ୍ୱାରା ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା…

ନୂଆଦିଲ୍ଲୀ: ମାସୁଦ ଆଝାର ଉପରେ ଫ୍ରାନ୍ସ ପରେ ଜର୍ମାନୀ କଡା ଆଭିମୁଖ୍ୟ ଗ୍ରହଣ କରିଛି । ୟୁରୋପୀୟ ସଂଘ ଦ୍ୱାରା ମାସୁଦକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି ଜର୍ମାନୀ । ତେବେ ୟୁରୋପୀୟ ସଂଘର ୨୮ଟି ରାଷ୍ଟ୍ର ରାଜି ହେଲେ ମାସୁଦ ଆଝାରକୁ ଅର୍ନ୍ତଜାତୀୟ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା : ନିର୍ଦୋଷରେ ଖଲାସ ହେଲେ ଅସୀମାନନ୍ଦ

ପଞ୍ଚକୁଲା : ପଞ୍ଚକୁଲାର ସ୍ବତନ୍ତ୍ର ଏନଆଇଏ କୋର୍ଟ ଆଜି ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦ ଓ ଅନ୍ୟ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଅନ୍ୟ ୩ ଜଣ ହେଲେ ଲୋକେଶ ଶର୍ମା, କମଲ ଚୌହାନ ଓ ରାଜେନ୍ଦ୍ର ଚୌଧୁରୀ । ଏନଆଇଏ କୋର୍ଟ ମଧ୍ୟରେ ପାକିସ୍ତାନୀ ନାଗରିକ ରାଖିଲା…
ଅଧିକ ଖବର ଦେଖନ୍ତୁ...

ଶ୍ରେଣୀରେ ଛାତ୍ରୀମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ ଗଣିତ ଅଧ୍ୟାପକ; ଭିଡିଓ ହେଲା ଭାଇରାଲ, ଅଧ୍ୟାପକ ନିଲମ୍ବିତ

ଚଣ୍ଡୀଗଡ଼ (ହରିୟାଣା): ପୁଣି ଜଣେ ‘ପ୍ରେମ ଗୁରୁ’ଙ୍କ ନିଆରା କାରନାମାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଏଇ ‘ପ୍ରେମ ଗୁରୁ’ ଜଣକ ହେଉଛନ୍ତି ହରିୟାଣାର ଏକ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଚରଣ ସିଂହ। ଗଣିତ ଅଧ୍ୟାପକ ଚରଣ ସିଂହ ତାଙ୍କ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡିଆଇଜି ଆଶିଷ ସିଂଙ୍କ ନାଁରେ ଫେରାଦ ଦେଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଡିଆଇଜି ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି। ଆଶିଷ ସିଂ ଦଳୀୟ ବ୍ୟାପରରେ ମୁଣ୍ଡ ପୁରାଉଛନ୍ତି ବୋଲି ବିଜେପି ଅମିଯୋଗ କରିଛି। ବିଜେଡିରୁ ଟିକେଟ ପାଇନଥିବା ନେତାଙ୍କୁ ଡରାଉଛନ୍ତି। ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଅବହେଳା: ପ୍ରସବ ବେଳେ ଶିଶୁର ମୁଣ୍ଡରୁ ଅଲଗା ହୋଇଗଲା ଗଣ୍ଡି

ଚେନ୍ନାଇ: ଚେନ୍ନାଇସ୍ଥିତ କୁଭଥୁରଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରସବ ସମୟରେ ଜଣେ ଶିଶୁର ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବା ପରି ଦୁଃଖଦ ଘଟଣା ଘଟିଯାଇଛି। ଶିଶୁଟିର ଶରୀରରୁ ମୁଣ୍ଡ ଅଲଗା ହୋଇ ବାହାରକୁ ଆସିଯିବା ବେଳେ ଶରୀର ରହି ଯାଇଥିଲା…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍‌ ପୁଲିସର ପରାମର୍ଶ ଜାରି, ହୋଲି ପାଇଁ ଭୁବନେଶ୍ୱର-କଟକରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ

ଭୁବନେଶ୍ୱର: ଦିନକ ପରେ ରଂଗର ପର୍ବ ହୋଲି। ସମଗ୍ର ଦେଶ ସହିତ ଓଡ଼ିଶାର ଗାଁ ଗହଳିରେ ମଧ୍ୟ ଏହି ପର୍ବ ହର୍ଷୋଲ୍ଲାସରେ ପାଳିତ ହେବ। ସହରାଂଚଳରେ ହୋଲିର ଉତ୍ସାହ ଅଧିକ ଥିବାରୁ ଶାନ୍ତିଶୃଙ୍ଖଳା ପାଇଁ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ବୁଧବାର ପରାମର୍ଶ ଜାରି କରାଯାଇଛି। କମିସନରେଟ୍‌…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ବ ଗ୍ରହଣ କଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂହ

ଭୁବନେଶ୍ବର :  ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଅଜିତ ସିଂହ । ଏହାପରେ ଜଷ୍ଟିସ୍‌  ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଆଜି ଭେଟିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହେବା ପରେ ଲୋକାୟୁକ୍ତ ଚୟନ କମିଟିର…
ଅଧିକ ଖବର ଦେଖନ୍ତୁ...