Daily Archives

May 10, 2019

ବାତ୍ୟାରେ ମରିଗଲେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀ: ରିପୋର୍ଟ

ଭୁବନେଶ୍ୱର: ବାତ୍ୟା ‘ଫନି’ ଯୋଗୁଁ ଯଦିଓ ମନୁଷ୍ୟ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି ତଥାପି ପଶୁପକ୍ଷୀମାନେ ଏଥିରୁ ନିସ୍ତାର ପାଇପାରି ନାହାନ୍ତି। ପ୍ରାକୃତିକ ସୁନ୍ଦରତା ବୃଦ୍ଧି କରୁଥିବା ଲକ୍ଷ ଲକ୍ଷ ପଶୁପକ୍ଷୀ ବାତ୍ୟାରେ ବଳି ପଡ଼ିଛନ୍ତି। ରିପୋର୍ଟ ଅନୁସାରେ ‘ଫନି’ ଯୋଗୁଁ ମୋଟ ୮୭ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

୧୯୮୪ ମସିହା ଦଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ଶ୍ୟାମ ପିଟ୍ରୋଡା

ନୂଆଦିଲ୍ଲୀ: ବିରୋଧୀ  ବିଜେପି ପକ୍ଷରୁ ବାରମ୍ବାର ଚାପ ପଡ଼ିବା ପରେ କଂଗ୍ରେସ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଶ୍ୟାମ ପିଟ୍ରୋଡା ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ଉପରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ତାଙ୍କୁ ନିଜ…
ଅଧିକ ଖବର ଦେଖନ୍ତୁ...

ଗୌତମ ଗମ୍ଭୀରଙ୍କ ସପକ୍ଷରେ ବାହାରିଲେ ଏହି ଦୁଇ ଲୋକପ୍ରିୟ କ୍ରିକେଟିୟର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟିୟର ତଥା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଆମ ଆଦମୀ ପାର୍ଟ (ଆପ) ନେତ୍ରୀ ଅତିସି ମାର୍ଲେନାଙ୍କ ବିରୋଧରେ ଆପତ୍ତିଜନକ ଲିଫଲେଟ୍‌ (ପ୍ରଚାରପତ୍ର) ବାଣ୍ଟିବା ଅଭିଯୋଗ ଆସିବା ପରେ ଗୌତମ ଆପ ବିରୋଧରେ ମାନହାନୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲାରେ ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ବିଶାଖାପାଟଣା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର କ୍ୱାଲିଫାୟର-୨ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ଦିଲ୍ଲୀ କ୍ୟାପିଟାଲସ୍‌ ଭେଟିଛି। ବିଶାଖାପାଟଣାସ୍ଥିତ ଡ. ଓ୍ଵାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

‘ଫନି’ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେଉଥିବା ସବୁ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର: ପୂର୍ବରୁ ବାତ୍ୟା ଫନିକୁ ଆଖି ଆଗରେ ରଖି ୧୨ ତାରିଖକୁ ଘୁଞ୍ଚାଯାଇଥିବା ପରୀକ୍ଷାକୁ ପୁଣି ଥରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକୋତ୍ତର ପରୀକ୍ଷାକୁ ୨୦ ମେ ୨୦୧୯ ଯାଏ ବାତିଲ୍‌…
ଅଧିକ ଖବର ଦେଖନ୍ତୁ...

ବିଜେପି କ୍ଷମତାକୁ ଫେରିଲେ ରାହୁଲ ଗାନ୍ଧି ଦାୟୀ ରହିବେ : କେଜରିଓ୍ଵାଲ

ନୂଆଦିଲ୍ଲୀ : “ନରେନ୍ଦ୍ର ମୋଦି ଯଦି ଚଳିତ ନିର୍ବାଚନରେ ବିଜୟୀ ହୋଇ ପୁଣିଥରେ କ୍ଷମତାକୁ ଫେରନ୍ତି, ତେବେ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାୟୀ ରହିବେ” ଏପରି ଅଜବ ଅଭିଯୋଗ କରିଛନ୍ତି ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ । ସେ କହିଛନ୍ତି ଯେ ଏପରି ଲାଗୁଛି ଯେପରି…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ ହେବ ଶ୍ରୀମନ୍ଦିର ମରାମତି କାର୍ଯ୍ୟ, ୨/୩ ଦିନ ମଧ୍ୟରେ ଖୋଲିବ କୋଣାର୍କ ମନ୍ଦିର

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ। ଏଏସ୍‌ଆଇ ଡିଜି ଉଷା ଶର୍ମା ଶ୍ରୀମନ୍ଦିର ପରିଦର୍ଶନ ପରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବାତ୍ୟା ପରେ ଏସ୍‌ଆଇ ଡିଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର କେତେ ପରିମାଣରେ କ୍ଷୟକ୍ଷତି ଘଟିଛି,…
ଅଧିକ ଖବର ଦେଖନ୍ତୁ...

ପାମ୍ପଲେଟ୍‌ ପ୍ରସଂଗରେ ମୁଁ ଦୋଷୀ ସାବ୍ୟସ୍ତ ହେଲେ ସର୍ବସମ୍ମୁଖରେ ଫାଶୀ ଲଗାଇବି, ନଚେତ କେଜ୍ରିଓ୍ଵାଲ୍‌ ରାଜନୀତି…

ମୁମ୍ବାଇ: ପୂର୍ବ ଦିଲ୍ଳୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆପ୍‌ ପ୍ରାର୍ଥୀ ଅତିଶୀଙ୍କ ନାମରେ ଅଶାଳୀନ ପାମ୍ଫଲେଟ୍‌ ଛପାଇ ବାଣ୍ଟିଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟି ଅଭିଯୋଗ ଆଣିବା ପରେ ଏ ପ୍ରସଂଗରେ ମୁହଁ ଖୋଲିଛନ୍ତି ଗମ୍ଭୀର। ସେ କହିଛନ୍ତି କି ମୁଁ ଏପରି ପାମ୍ପଲେଟ୍‌ ବନାଇ ବାଣ୍ଟିଛି…
ଅଧିକ ଖବର ଦେଖନ୍ତୁ...

ବିସ୍ମୟ ବାଳକ ବିକ୍ରମ: ଜନ୍ମରୁ ନାହିଁ ହାତ, ହେଲେ ପାଦରେ ଲେଖି ସିବିଏସ୍‌ଇ ଦଶମ ପରୀକ୍ଷାରେ ରଖିଲେ ୭୨% ନମ୍ବର

ଗାଙ୍ଗଟକ୍‌ (ସିକିମ୍‌): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ଏହାକୁ ଏବେ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ସିକିମ୍‌ର ୧୬ ବର୍ଷ ବୟସ୍କ ବିକ୍ରମ ଭଟ୍ଟରାୟ। ପୂର୍ବ ସିକିମ ସାମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଇରାନରୁ ତେଲ ଆମଦାନୀ ଉପରେ କଟକଣା, କୋହଳତା ସମୟସୀମା ଆଉ ୬ ମାସ ବଢାଇବାକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ : ଇରାନରୁ ତେଲ ଆମଦାନୀ ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତରେ ତେଲଦର ବଢିବାର ଆଶଙ୍କା ରହିଛି । ଗତ ୨ ତାରିଖରୁ ଭାରତର ଉପରେ ଆମେରିକା ଦେଇଥିବା କୋହଳତା ସମୟ ଶେଷ ହୋଇଯିବା ପରେ ଏିହ ସମୟକୁ ଆଉ ୬ ମାସ ବଢାଇବାକୁ ଭାରତ ଆମେରିକାକୁ ଅନୁରୋଧ କରିଛି । କିନ୍ତୁ ଏ ନେଇ ଆମେରିକା…
ଅଧିକ ଖବର ଦେଖନ୍ତୁ...