Daily Archives

May 10, 2019

ସଂଜୟ ମଂଜରେକର ଏହି ଖେଳାଳିଙ୍କୁ କହିଲେ ଆଜିକାଲିର ବୀରେନ୍ଦ୍ର ସେହେଓ୍ଵାଗ୍‌

ନୂଆଦିଲ୍ଲୀ: ଖେଳ ଜଗତରେ ଏହା ହେଉଛି ଏକ ସାଧାରଣ କଥା ଯେ, ଯେତେବେଳେ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି, ତାଙ୍କୁ ପୂର୍ବତନ ଖେଳାଳିଙ୍କ ସହିତ ତୁଳନା କରାଯାଇଥାଏ। ଯୁବ ଖେଳାଳିଙ୍କ ଶୈଳୀ ଓ ଲୁକ୍‌କୁ ନେଇ ଏହି ତୁଳନା କରାଯାଇଥାଏ। ଭାରତୀୟ କ୍ରିକେଟ୍‌ରେ ମଧ୍ୟ ଆଜିକାଲି ୨ ଜଣ ଯୁବ…
ଅଧିକ ଖବର ଦେଖନ୍ତୁ...

ନେଟ୍‌ଫ୍ଲିକ୍ସ ଓ ଆମାଜୋନ୍‌ ପ୍ରାଇମ୍‌ ପରି ଚ୍ୟାନେଲ୍‌ଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ରକୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ: ଆମାଜୋନ୍‌ ପ୍ରାଇମ୍‌, ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର୍‌ ପରି ଓଟିଟି ପ୍ଲାଟ୍‌ଫର୍ମ(େଓ୍ଵବ୍‌ ଚ୍ୟାନେଲ୍‌)ଗୁଡ଼ିକର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ଏକ ନୋଟିସ୍‌ ଜାରି କରିଛନ୍ତି। ୨୦୧୯ ମସିହା ଫେବ୍ରୁଆରି ୨୮ ତାରିଖରେ ଏହି ସମାନ…
ଅଧିକ ଖବର ଦେଖନ୍ତୁ...

ରାଫେଲ ପୁନର୍ବିଚାର ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଫେଲ ରାୟର ପୁନର୍ବିଚାର ସଂପର୍କିତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ ଏହା ସହିତ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ମାନହାନୀ ମକଦ୍ଦମା ସଂପର୍କିତ ରାୟକୁ ମଧ୍ୟ ସଂରକ୍ଷିତ ରଖିଛନ୍ତି । ଏହାପୂର୍ବରୁ ଆବେଦନକାରୀ ଯଶବନ୍ତ ସିଂ, ଅରୁନ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର ଏହି ୧୧ଟି ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ଦିନର ତାପମାତ୍ରାରେ ୧ରୁ ୩…

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫନି’ ସମଗ୍ର ଉପକୂଳ ଓଡ଼ିଶାକୁ ଧ୍ୱସ୍ତ ବିଧ୍ୱସ୍ତ କରିଯିବା ପରେ ରାଜ୍ୟରେ ଆରମ୍ଭ ହୋଇଥିବା ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉତ୍ତର ଓଡ଼ିଶା, କେନ୍ଦ୍ରୀୟ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଆଭ୍ୟନ୍ତର ଓଡ଼ିଶା ଏପରିକି ଉପକୂଳ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଂଜ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଙ୍ଗଲ ନିକଟରେ ହାତୀର ଗଳିତ ମୃତଦେହ ପଡ଼ିଥିବା ବନ ବିଭାଗର ଜଗୁଆଳି ମାନେ ଦେଖିଥିଲେ। ଏହା ପରେ ସେମାନେ…
ଅଧିକ ଖବର ଦେଖନ୍ତୁ...

ସମାନ କାମ ପାଇଁ ସମାନ ବେତନ ଦାବି କରୁଥିବା ବିହାରର ୩ ଲକ୍ଷ ୫୬ ହଜାର ଶିକ୍ଷକଙ୍କ ଦାବିକୁ ଅଗ୍ରାହ୍ୟ କରିଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିହାରରେ ସମାନ କାମ ପାଇଁ ସମାନ ବେତନ ଦାବି କରୁଥିବା ୩ ଲକ୍ଷ ୫୬ ହଜାର ଶିକ୍ଷକଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି। ଆଜି ବିହାର ସରକାରଙ୍କ ଆବେଦନକୁ ମଞ୍ଜୁର କରି ପାଟନା ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଖାରଜ କରିଛନ୍ତି। ଏହା ପୂର୍ବରୁ ପାଟନା ଉଚ୍ଚ ନ୍ୟାୟାଳୟ…
ଅଧିକ ଖବର ଦେଖନ୍ତୁ...

ଜଣେ ମେଧାବୀ ଛାତ୍ରୀର ସ୍ବପ୍ନଭଙ୍ଗର କାହାଣୀ ! ସହଯୋଗର ଦ୍ବାହି ଦେଇ କାମବାସନାର ଶିକାର କଲେ ତଥାକଥିତ ଶୁଭେଚ୍ଛୁ;…

ଭୁବନେଶ୍ବର/ମାଲକାନଗିରି : ଦୀର୍ଘ ୨୪ ଦିନ ଧରି ଆଇସିୟୁ ଭିତରେ କଷ୍ଟ ପାଇବା ପରେ ଶେଷରେ ଆଖି ବୁଜିଛନ୍ତି ଆଉ ଜଣେ ବେବିନା। ଗଣଦୁଷ୍କର୍ମର ଶିକାର ହେବା ପରେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମାଲ୍‌କାନାଗିରି ଗୋବିନ୍ଦପାଲିର ପୀଡ଼ିତାଙ୍କର ଆଜି ଏମ୍‌ସ…
ଅଧିକ ଖବର ଦେଖନ୍ତୁ...

୮୪ ଶିଖ ଦଙ୍ଗା ସଂପର୍କରେ ପିତ୍ରୋଡାଙ୍କ ବୟାନକୁ ନେଇ ସୋନିଆ,ରାହୁଲ କ୍ଷମାମାଗନ୍ତୁ : ବିଜେପି

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବୟାନକୁ ନେଇ କଂଗ୍ରେସର ସମସ୍ୟା ବଢିଚାଲିଛି ଓ କଂଗ୍ରେସର ଏହି ସମସ୍ୟା ବିଜେପିକୁ ବେଶ ସୁହାଉଛି । ଆଜି ବିଜେପି କହିଛି ଯେ ସାମଙ୍କ ବୟାନକୁ ନେଇ ସୋନିଆ ଓ ରାହୁଲ ଗାନ୍ଧି ଶିଖ ସଂପ୍ରଦାୟ ଆଗରେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପରେ ପୁରୀରୁ ଅନୁଗୁଳ-ତାଳଚେରକୁ ଚାଲିଲା ମେମୁ ଟ୍ରେନ୍‌

ଭୁବନେଶ୍ୱର: ବାତ୍ୟା ଯୋଗୁଁ ବାତିଲ ଥିବା ପୁରୀ-ଅନୁଗୁଳ ଏବଂ ପୁରୀ-ତାଳଚେର ମେମୁ ଟ୍ରେନ୍‌ ଶୁକ୍ରବାର ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍‌ ଚାଲିବା ଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସାଧାରଣ ଯାତ୍ରୀଙ୍କୁ ଯିବା ଆସିବାରେ ସୁବିଧା ହୋଇପାରିଛି।…
ଅଧିକ ଖବର ଦେଖନ୍ତୁ...