Daily Archives

May 16, 2019

ପଶ୍ଚିମ ବଙ୍ଗ : ଆଉ ଦୁଇ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଲେ ନିର୍ବାଚନ ଆୟୋଗ

କୋଲକତା : ଗତକାଲି ପଶ୍ଚିମବଙ୍ଗର କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ ଆଜି ମଧ୍ୟ ଦୁଇ ପୁଲିସ ଅଧିକାରୀଙ୍କୁ ନିଜ ଦାୟିତ୍ୱରୁ ପ୍ରତ୍ୟାହାର କରାଯାଇଛି । ଏହି ଦୁଇଜଣ ପୁଲିସ ଅଧିକାରୀ ହେଲେ ଡାଇମଣ୍ଡ ହାର୍ବରର ଏସଡିପିଓ ମିଥୁନ କୁମାର ଦେ ଓ କୋଲକତା ଆମହେଷ୍ଟ…
ଅଧିକ ଖବର ଦେଖନ୍ତୁ...

ଲୋକପାଳଙ୍କ ଆଧିକାରିକ ୱେବସାଇଟକୁ ଲୋକାର୍ପିତ କଲେ ଅଧ୍ୟକ୍ଷ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ: ଲୋକପାଳଙ୍କ ଆଧିକାରିକ ୱେବସାଇଟ୍ ଆଜି (ଗୁରୁବାର) ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଏହାର ଲୋକାପର୍ଣ କରିଛନ୍ତି ଏହାର ଅଧ୍ୟକ୍ଷ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକପାଳଙ୍କ ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ୧୪ ସଂସ୍ଥା ପକ୍ଷରୁ ୧ କୋଟି ୬୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଗୁରୁବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମୋନିକା ନାୟର ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତଚର ସାଜି ସେନା ବିଭାଗର ଗୋପନୀୟ ଦଲିଲ୍‌କୁ ପାକିସ୍ତାନର ଆଇଏସ୍‌ଆଇକୁ ବିକ୍ରୟ କରୁଥିବା ସେନା ବିଭାଗର କିରାଣି…

ମାହୋ (ମଧ୍ୟପ୍ରଦେଶ): ପାକିସ୍ତାନୀ ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ କିରାଣିକୁ ଆଜି ପୋଲିସ୍‌ ଗିରଫ କରିଛି।  ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ମଧ୍ୟପ୍ରଦେଶର ମାହୋରେ ଥିବା ଏକ ଇନ୍‌ଡ଼ାଣ୍ଟ୍ରି ବାଟାଲିୟନରେ ଜଣେ କିରାଣି ରୂପେ…
ଅଧିକ ଖବର ଦେଖନ୍ତୁ...

ଆଉ ଦୁଇ ଘଣ୍ଟା ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଶେଷ ହେବ, ଅନ୍ତିମ ସଭାରେ ଭାଷଣ ଦେଲେ ମୋଦି

କୋଲକତା : ଆଉ ପ୍ରାୟ ଦୁଇ ଘଣ୍ଟା ପରେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯିବ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଶେଷ ହେବ । ଏଥିପାଇଁ ଗତକାଲି ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶ ଦେଇଥିଲେ । ପ୍ରଚାର ଶେଷ ହେବା…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୯ ସହରରେ ପାରା ୪୦ ଡିଗ୍ରୀ ଉପରେ, ସୋନପୁର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୯ଟି ସହରର ତାପମାତ୍ରା ଗୁରୁବାର ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସୋନପୁରର ତାପମାତ୍ରା ୪୩.୨ ଡିଗ୍ରି ଥିବାରୁ ମଧ୍ୟାହ୍ଣରେ ରାସ୍ତାଘାଟ ଖାଁ ଖାଁ…
ଅଧିକ ଖବର ଦେଖନ୍ତୁ...

‘ଫନି’ ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଲା ‘ସମ୍ବାଦ’; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲା ୫୦…

ଭୁବନେଶ୍ବର: ବାତ୍ୟା ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ‘ସମ୍ବାଦ ଗ୍ରୁପ’ ପକ୍ଷରୁ ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ସମ୍ବାଦ ଗ୍ରୁପ’ ପକ୍ଷରୁ ଗୁରୁବାର ୫୦ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ‘ସମ୍ବାଦ ଗ୍ରୁପ’ ପକ୍ଷରୁ ପରିଚାଳନା…
ଅଧିକ ଖବର ଦେଖନ୍ତୁ...

କୁମାରୀତ୍ୱ ପରୀକ୍ଷା ଦେବାକୁ ମନା କରିବାରୁ ନବବିବାହିତାଙ୍କ ପରିବାରକୁ ବାସନ୍ଦ ଘୋଷଣା କରିଥିବା ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ବିବାହ ପରେ କୁମାରୀତ୍ୱ ପରୀକ୍ଷା ପାଇଁ ମନା କରି ଦେଇଥିବା ଜନୈକା ଯୁବତୀଙ୍କ ପରିବାରକୁ ଦୀର୍ଘ ଏକ ବର୍ଷ ଧରି ବାସନ୍ଦ କରି ରଖିବା ଅଭିଯୋଗରେ ମହାରାଷ୍ଟ୍ର ପୋଲିସ୍‌ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣା ସଂପର୍କରେ ଯୁବତୀଙ୍କ ଭାଇ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ବଜ୍ରପାତରେ ୨ ମହିଳା ମୃତ

ଧର୍ମଗଡ଼: ଗାଁ ପୋଖରୀ ନିକଟରେ ଥିବା ପରିବା ବାଡ଼ିରୁ ଶାଗ ତୋଳିବାକୁ ଯାଇଥିବା ୨ ଜଣ ମହିଳା ଗୁରୁବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକର ବେହେରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ଜୟମନି ଗୋପାଳ (୩୫) ଓ ଭୂମିସୂତା ଗୋପାଳ (୪୦)। ଉଭୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ କହୁଛି ଦେଶଦ୍ରୋହ ଆଇନକୁ ଉଠାଇଦେବ, ଆମେ କିନ୍ତୁ ତାହାକୁ ଆହୁରି କଠୋର କରିବୁ : ରାଜନାଥ ସିଂ

କୁଲୁ (ହିମାଚଳ ପ୍ରଦେଶ) : କ୍ଷମତାକୁ ଆସିଲେ ଦେଶଦ୍ରୋହ ଆଇନକୁ ଉଠାଇଦେବାକୁ କଂଗ୍ରେସ କହୁଥିବାବେଳେ ବିଜେପି ତାହାର ଓଲଟା କଥା କହୁଛି । କ୍ଷମତାକୁ ଫେରିଲେ ଦେଶଦ୍ରୋହ ଆଇନକୁ ଆହୁରି କଠୋର କରିବାକୁ ଘୋଷଣା କରିଛି । ଏଠାରେ ଅନୁଷ୍ଠିତ ଏକ ଜନସଭାରେ ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...