Daily Archives

June 1, 2019

ପ୍ରଭୁ ରାମଙ୍କ ମୂର୍ତ୍ତି ଚୋରାଇ ନେଇଥିବା ଚୋର ଫେରାଇବା ପାଇଁ ନିଜେ ଆସିଲା, କହିଲା-ଚୋରି କରିବା ପରେ ଏଭଳି ଭୟଙ୍କର…

ଅଯୋଧ୍ୟା: ଅଯୋଧ୍ୟାରେ ଚୋରି ହୋଇଥିବା ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ପ୍ରଭୂ ରାମଙ୍କ ମୂର୍ତ୍ତି ମିଳି ଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଭୂ ରାମଙ୍କ ମୂର୍ତ୍ତିକୁ ଚୋରି କରିଥିବା ଚୋର ନିଜେ ମୂର୍ତ୍ତିକୁ ଫେରାଇବା ପାଇଁ ମନ୍ଦିରରେ ଆସି ପହଞ୍ଚିଥିଲା। ଚୋର ଅଜୟଙ୍କ କହିବାନୁସାରେ,…
ଅଧିକ ଖବର ଦେଖନ୍ତୁ...

କଟକ: ଘର ଆଗରୁ ଠିକାଦାରଙ୍କ ଠାରୁ ଦୁର୍ବୃତ୍ତ ଝାମ୍ପିନେଲେ ୫ ଲକ୍ଷ ଟଙ୍କା, ଥାନାରେ ଅଭିଯୋଗ ପରେ ପୁଲିସ୍‌ର ଛାନଭିନ୍‌

ଆଠଗଡ଼: ଘର ସମ୍ମୁଖରୁ ଦୁର୍ବୃତ୍ତମାନେ ଶନିବାର ଦିବାଲୋକରେ ୫ ଲକ୍ଷ ଟଙ୍କା ଝାମ୍ପିନେଇଥିବା କଟକ ଜିଲ୍ଲାର ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଠଗଡ଼ ସହରର ଝରଣା ଛକ ନିବାସୀ ଯୁବ ଠିକାଦାର ବିଭୂ ଶ୍ରୀପଦ ଦାଶ ଆଜି ଅପରାହ୍ଣ ୧ଟା ୩୦ରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଟଏଲେଟ୍‌ରୁ ପାଣି ନେଇ ଇଡ୍‌ଲି-ଚଟଣି ପ୍ରସ୍ତୁତ କରୁଥିବା ବିକାଳିର ଭିଡ଼ିଓ ଭାଇରାଲ୍‌ 

ମୁମ୍ବାଇ: ଆମ ଭିତରୁ ଅଧିକାଂଶ ଟ୍ରେନ୍‌ରେ ଗଲାବେଳେ ଷ୍ଟେସନ୍‌ରେ ବିକ୍ରି ହେଉଥିବା ଇଡ୍‌ଲି-ଚଟଣୀ ଖାଇବାକୁ ପସନ୍ଦ କରୁ। ଆଉ ତାହା ବି ଖୁବ୍‌ ସ୍ୱାଦିଷ୍ଟ ହୋଇଥାଏ। ନିକଟରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡ଼ିଓ ଦେଖିଲେ  ଆପଣ ହୁଏତ ରେଳ ଷ୍ଟେସନରୁ ଇଡ୍‍ଲି ଖାଇବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଟିମ୍ ଇଣ୍ଡିଆ ଆରମ୍ଭ କରିବ ବିଶ୍ୱକପ ଅଭିଯାନ; ବିଜୟ ପାଇଁ ପୂଜାର୍ଚ୍ଚନା କଲେ ଧୋନିଙ୍କ ମା’ ଦେବକୀ

ରାଞ୍ଚି: ଆସନ୍ତା ୫ ତାରିଖରେ ଭାରତ ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଦକ୍ଷିଣ-ଆଫ୍ରିିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ରହିଛି । ଏପରିକି ଭାରତ ବେଶ ସହଜରେ ସେମିଫାଇନାଲରେ ପହଞ୍ଚି ପାରିବ ବୋଲି କ୍ରିକେଟ ବିଶାରଦମାନେ ଭବିଷ୍ୟବାଣୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଗୁପଟିଲ୍‌-ମୁନରୋଙ୍କ ଅର୍ଦ୍ଧଶତକ, କୌଣସି ଓ୍ଵିକେଟ୍‌ ନହରାଇ ଶ୍ରୀଲଙ୍କା ବିପକ୍ଷରେ ସହଜରେ ଜିତିଲା…

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବଶ୍ୱକପ୍‌ର ଶନିବାର ମ୍ୟାଚରେ ଓପନର ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ସହଜରେ ପରାସ୍ତ କରିଛି। କାର୍ଡିଫର ସୋଫିଆ ଗାର୍ଡେନସ୍‌ରେ ୧୩୭ ରନ୍‌ ବିଜୟ ଲକ୍ଷ୍ୟକୁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ମାସରେ ରେକର୍ଡ ପରେ ମେ ମାସରେ କମିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ଗତ ଏପ୍ରିଲ ମାସରେ ରେକର୍ଡ ଜିଏସଟି ସଂଗ୍ରହ ପରେ ମେ ମାସରେ ଜିଏସଟି ସଂଗ୍ରହ ପରିମାଣ ୧ ଲକ୍ଷ କୋଟିକୁ ହ୍ରାସ ପାଇଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୧୭,୮୧୧କୋଟି, ରାଜ୍ୟ ଜିଏସଟି ଟ.୨୪,୪୬୨ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୯,୮୫୧ କୋଟି ଟଙ୍କା ଓ ସେସ ୮୧୪୫ କୋଟି…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ ବୈଠକକୁ ଏଣିକି ଫୋନ୍‌ ନେଇ ଯାଇ ପାରିବେ ନାହିଁ ମନ୍ତ୍ରୀ, ଲାଗିଲା ପ୍ରତିବନ୍ଧକ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଏବେ କ୍ୟାବିନେଟ ବୈଠକ ସମୟରେ ମନ୍ତ୍ରୀଙ୍କୁ ମୋବାଇଲ ଫୋନ୍‌ ନେବା ଉପରେ ପ୍ରତିବନ୍ଧକ ଲଗା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର (ଜୁନ୍‌ ୧) ଏହି ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି କି, ଏହି ପଦକ୍ଷେପ ହେତୁ ତଥ୍ୟ ଚୋରି ହେବା ହ୍ରାସ ପାଇବ।…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ କଲେ ନିର୍ବାଚନ କମିସନ: ୨୦୧୯ ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟର୍‌ ଦେଇଛନ୍ତି ଭୋଟ୍‌

ନୂଆଦିଲ୍ଳୀ: ଭାରତୀୟ ନିର୍ବାଚନ କମିସନ ଶନିବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟରମାନେ ମତଦାନ କରିଛନ୍ତି। ଇଭିଏମ୍‌ ଭୋଟ୍‌ ଓ ସମୁଦାୟ ଭୋଟ୍‌ ଠିକ୍‌ ଭାବେ ମେଳ ଖାଉନଥିବା ଅଭିଯୋଗ ଆସିବା ପରେ ଏହାର ଉତ୍ତରରେ ନିର୍ବାଚନ କମିସନ ଏପରି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ନଦୀବନ୍ଧ କଡ଼ରେ ଦିବ୍ୟାଙ୍ଗଙ୍କୁ ହତ୍ୟା, ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା: ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ଗାଁ ନିକଟରେ ପାଇକା ନଦୀବନ୍ଧ କଡ଼ରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶୁକ୍ରବାର ରାତି ହତ୍ୟା କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଶନିବାର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରୁ ପୁଲିସ ଏକ ଆଶାବାଡ଼ି ମଧ୍ୟ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଯୁବକଙ୍କୁ ନିଜର କିଡନି ଦାନ କରି ଚର୍ଚ୍ଚାରେ ବିଶପ

ତିରୁବନନ୍ତପୁରମ: କେରଳର ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣେ ହିନ୍ଦୁ ଲୋକକୁ ନିଜର କିଡ୍‌ନି ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ୩୦ ବର୍ଷିଅ ହିନ୍ଦୁ ଯୁବକ ଦୀର୍ଘ ଦେଢ଼ ବର୍ଷ ହେବ ନିଜର କିଡ୍‌ନି ହରାଇ ବସିଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜଣେ ବିଶପ ଏପରି କିଡ୍‌ନି ଦେବା ଘଟଣା ଚାରିଆଡ଼େ…
ଅଧିକ ଖବର ଦେଖନ୍ତୁ...