Daily Archives

June 1, 2019

ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଆଘାତ ପାଇଲେ ଗେଲ-ରସେଲ, ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଠିକ ହୋଇଯିବା ଆଶା…

ଇଂଲଣ୍ଡ: କ୍ରିସ୍‌ ଗେଲ୍‌ ଓ ଆନ୍ଦ୍ରେ ରସେଲଙ୍କ ଫିଟନେସ୍‌ ନେଇ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ଜସନ୍‌ ହୋଲଡର କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଟିମ୍‌ର ୨ୟ ମ୍ୟାଚ୍‌ ପୂର୍ବରୁ ଉଭୟ ସୁସ୍ଥ ହୋଇଯାଇଥିବେ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚରେ କ୍ରିସ୍‌ ଗେଲ ୩୩ଟି ବଲ୍‌ ଖେଳି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପୋଖରୀ ନିକଟରୁ ୧୨୦୦ ଡିଟୋନେଟର ଜବତ କଲା ବିଏସ୍‌ଏଫ୍‌, ମାଓବାଦୀଙ୍କ ଉପରେ ସନ୍ଦେହ

ମାଲକାନଗିରି: କାଲିମେଳାର ଏକ ପୋଖରୀ ନିକଟରୁ ଶନିବାର ୧୨୦୦ଟି ଡିଟୋନେଟର ଜବତ ହୋଇଛି। ବିଏସ୍‌ଏଫ୍‌ ଯବାନମାନେ ଆଜି ସକାଳୁ ସର୍ଚ୍ଚ ଅପରେସନ କରୁଥିବା ବେଳେ ସହର ଠାରୁ ଅଳ୍ପ ଦୂରରେ ଅର୍ଥାତ ପଡ଼ିଆ ରୋଡରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଖରୀ ହୁଡ଼ାରୁ ଡିଟୋନେଟର ଗୁଡ଼ିକ ଜବତ ହୋଇଛି। ଡିଟୋନେଟର…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବିମାନ ପାଇଁ ନିଜର ବାୟୁସୀମାକୁ ଖୋଲିବ ପାକିସ୍ତାନ !

ନୂଆଦିଲ୍ଲୀ : ବାଲାକୋଟ ଆକ୍ରମଣ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ଗତ ଫେବ୍ରୁଆରୀ ୨୭ରେ ନିଜର ବାୟୁସୀମାକୁ ବନ୍ଦ କରିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ପାକିସ୍ତାନ ବିମାନ ପାଇଁ ଆକାଶସୀମା ବନ୍ଦ କରିଦେଇଥିଲା । ଏହା ଦ୍ୱାରା ଉଭୟ ଦେଶ ପ୍ରତିଦିନ କୋଟି କୋଟି ଟଙ୍କାର କ୍ଷତି…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣରେ ନଜର ଆସିଲେ ନାହିଁ ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ମଇ ୩୦ (ଗୁରୁବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ସମ୍ପନ୍ନ ହୋଇଥିଲା। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଶପଥ ସମାରୋହରେ ଦେଶ-ବିଦେଶରୁ ପାଖାପାଖି ୬ହଜାର ଅତିଥି ସାମିଲ ହୋଇଥିଲେ। ଏହି ସମୟରେ ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନା ହଟାଇଲା ଆକାଶମାର୍ଗରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତ ଆକାଶ ମାର୍ଗରେ ଅସ୍ଥାୟୀ ଭାବରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ ଫେବୃୟାରୀ ୨୭ ତାରିଖରେ ଭାରତ ଅଧୀନରେ ଆସୁଥିବା ସବୁ…
ଅଧିକ ଖବର ଦେଖନ୍ତୁ...

୫୦ରୁ ଊର୍ଧ୍ୱ ମହିଳାଙ୍କ ସହ ଅସଦାଚରଣ କରିଥିବା ଯୁବକ ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଲା

ତିରୁବନନ୍ତପୁରମ୍‌: କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୫୦ ଜଣରୁ ଊର୍ଧ୍ୱ ମହିଳାଙ୍କ ସହ ଯୌନ ଅସଦାଚରଣ କରିଥିବା ଅଭିଯୋଗରେ କେରଳର ଜଣେ ୨୫ ବର୍ଷିଅ ଯୁବକକୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ ସୋସିଆଲ୍‌ ମିଡିଆ ଜରିଆରେ ଉକ୍ତ ମହିଳାମାନଙ୍କ ସହ ସଂଯୋଗରେ ଆସିଥିଲା। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ୧୩୬ ରନ୍‌ରେ ଶ୍ରୀଲଙ୍କାକୁ ଅଟକାଇଲା ନ୍ୟୁଜିଲାଣ୍ଡ, ହେନରୀ-ଫରଗୁସନଙ୍କୁ ୩-୩ ଓ୍ଵିକେଟ୍‌

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବଶ୍ୱକପ୍‌ର ଶନିବାର ମ୍ୟାଚରେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ୧୩୬ ରନ୍‌ରେ ଅଟକାଇ ଦେଇଛି। କାର୍ଡିଫର ସୋଫିଆ ଗାର୍ଡେନସ୍‌ରେ ଜାରି ଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୬ ରନ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ଭାରତଠାରୁ ଆମେରିକାର ଜିଏସପି ପ୍ରତ୍ୟାହାର ପ୍ରସଙ୍ଗ: ଜବାବ ଦେଲା ଭାରତ, ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସବୁପ୍ରକାରର…

ନୂଆଦିଲ୍ଲୀ : ମୋଦି ସରକାର ନିଜର ୨ୟ ଇନିଂସ ଆରମ୍ଭ କରୁ କରୁ ଅର୍ଥନୈତିକ ଦିଗରୁ ଦୁଃସମ୍ବାଦମାନ ପହଞ୍ଚିବାରେ ଲାଗିଛି । ଗତକାଲି ସରକାରୀ ରିପୋର୍ଟ ଆସିଥିଲା ଯେ ଜାନୁୟାରୀ-ମାର୍ଚ୍ଚ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି ୫.୮ପ୍ରତିଶତକୁ ହ୍ରାସ ପାଇଛି । ଆହୁରି ମଧ୍ୟ ଦେଶର ବେକାରୀ ହାର ୪୫…
ଅଧିକ ଖବର ଦେଖନ୍ତୁ...

ଏହି କେନ୍ଦ୍ର ମନ୍ତ୍ରୀ ଓଡ଼ିଆ ପ୍ରେମିକ ପ୍ରେମିକାଙ୍କ ମନ କିଣିଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପ୍ରଭାବଶାଳୀ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ। କେନ୍ଦ୍ର କ୍ୟାବିନେଟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବେ। ପଶ୍ଚିମବଙ୍ଗର ଆସନସୋଲରୁ ବିଜେପି ଟିକଟରେ ଛିଡା ହୋଇ ନିର୍ବାଚନ ଲଢ଼ିଥିଲେ। ସେଠାରେ ମମତାଙ୍କ ତୃଣମୂଳ…
ଅଧିକ ଖବର ଦେଖନ୍ତୁ...

ମାଲଗାଡ଼ି ସହିତ ଲାଗି ନେଉଥିଲେ ସେଲଫି, ଯୁବକ ହରାଇଲେ ଗୋଡ

ସୁଲତାନପୁର: ମୋବାଇଲରୁ ସେଲଫି ନେବାର କ୍ରେଜ ଯୁବପିଢ଼ିଙ୍କ ମଧ୍ୟରେ ଏମିତି ବଢ଼ିଗଲାଣି ଯେ ସମୟସମୟରେ ଏହା ତାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି। ଏମିତି ଏକ ଘଟଣା ନିକଟରେ ଜଣେ ଯୁବକଙ୍କ ସହିତ ଘଟିଛି। ଏହି ଯୁବକଙ୍କ ନାମ ପ୍ରମୋଦ କୁମାର ମୌର୍ଯ୍ୟ (୩୫) ବୋଲି ଜଣାପଡ଼ିଛି। ସ୍ଥାନୀୟ ରେଳ…
ଅଧିକ ଖବର ଦେଖନ୍ତୁ...