ପେଟ ପୋଷିବାକୁ ସାଧାରଣ ସରକାରୀ ଚାକିରି ଖଣ୍ଡେ ପାଇନଥିବା ଯୁବକ ୧୯ ବର୍ଷ ପରେ ହେଲେ ଆଇଏଏସ୍ ଅଫିସର୍
ନୂଆଦିଲ୍ଲୀ: କଥାରେ ଅଛି ‘ବିଫଳତା ହିଁ ସଫଳତାର ଚାବି କାଠି’। ତାହା ଏକଦମ ଠିକ୍ କଥା ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ସରକାରୀ ଚାକିରି ଖଣ୍ଡେ ପାଇବାକୁ ଆମେ ଭାରତୀୟମାନେ ଏକ ବଡ଼ ସଫଳତା ବୋଲି ଭାବିଥାଉ। ୧୯୯୭ ମସିହାରେ ଏହି ସଫଳତାରୁ ବଞ୍ଚିତ ହୋଇଥିଲେ ତାମିଲନାଡୁର କେ ଏଲାମ୍ବହାବଥ୍।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...