Daily Archives

June 9, 2019

ଦନ୍ତା ଓ ମାଈ ହାତୀ ଲଢେଇ: ଆଖି ବୁଜିଲା ଦେଢ ବର୍ଷର ହାତୀ ଛୁଆ

ଫୁଲବାଣୀ/ଭୁବନେଶ୍ୱର: କନ୍ଧମାଳ-ଗଂଜାମ ସୀମାବର୍ତ୍ତୀ ନୀଳମାଧମ ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ହୋଇଛି। ଦନ୍ତା ଓ ମାଈ ହାତୀ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଛୁଆ ହାତୀଟି ଭିତରେ ପଶି ଯାଇଥିଲା। ଯାହା ଫଳରେ ଦନ୍ତା ଛୁଆ ହାତୀକୁ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ମୃତ ଛୁଆ ହାତୀର…
ଅଧିକ ଖବର ଦେଖନ୍ତୁ...

ସରିଲା ଶୀତଳଷଷ୍ଠୀ, ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

ସମ୍ବଲପୁର: ନଗର ପରିକ୍ରମା କରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପରେ ଦେବଦେବ ମହାଦେବ ଜଗତଜନନୀ ମାତା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି। ଏଥି ସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧରେ ସମ୍ବଲପୁରର ସୁପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ରବିବାର ସନ୍ଧ୍ୟାରେ ବିଶ୍ୱନିୟନ୍ତା…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ ତାପ୍‌ସୀ ପନ୍ନୁ, ଫଟୋ ସେୟାର କରି ଜଣାଇଲେ ଦୁଃଖ

ମୁମ୍ବାଇ : ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଆଗାମୀ ଫିଲ୍ମ ଗେମ୍‌ ଓଭରକୁ ନେଇ ବ୍ୟସ୍ତ ରହିଛନ୍ତି । ତେବେ ଏହି ଫିଲ୍ମ ପାଇଁ ସେ କେତେ କଷ୍ଟ କରୁଛନ୍ତି, ତାହାର ଏକ ଝଲକ ଏବେ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ସେଟ୍‌ରୁ ଏକ ଫଟୋ ସେୟାର କରିଛନ୍ତି ତାପ୍‌ସୀ । ଯେଉଁଥିରେ ତାଙ୍କ ଦୁଇ ଗୋଡ଼…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ କର୍କଟ ପୀଡ଼ିତଙ୍କ ପାଇଁ ସାହାଯ୍ୟ ମାଗୁଥିଲେ ଯୁବକ, ସଙ୍ଗେ ସଙ୍ଗେ ୨୦ଲକ୍ଷ ଟଙ୍କାର ସହାୟତା ରାଶି ଦେଲେ…

ବିଶାଖାପଟନମ୍‌ : ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ ପୁଣି ଥରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିମାନବନ୍ଦରରେ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଜଣେ କର୍କଟ ପୀଡ଼ିତଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ଦେଇ ସେ ଲୋକମାନଙ୍କ ପାଇଁ କାମ କରୁଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବେପାରିଙ୍କୁ ବଡ଼ ଲାଭ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭୈରବୀ। ବୃଷ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ।…
ଅଧିକ ଖବର ଦେଖନ୍ତୁ...

‘ଆତଙ୍କବାଦୀମାନଙ୍କର ଭୀରୁତାପୂର୍ଣ୍ଣ ଆକ୍ରମଣ ଶ୍ରୀଲଙ୍କାର ଆତ୍ମାକୁ ପରାଜିତ କରିପାରିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦୀ

କଲମ୍ବୋ: ରବିବାର ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଜିତିବା ପରେ ପ୍ରଥମ କରି ବିଦେଶ ଗସ୍ତ କରିଥିବା ମୋଦୀ ନିକଟ ଅତୀତରେ ଆତଙ୍କବାଦୀ ଆକ୍ରମଣରେ ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଚର୍ଚ୍ଚରେ ପହଞ୍ଚି ପ୍ରବାସୀ ଭାରତୀୟଙ୍କ ସମ୍ବୋଧନ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଯାଉ ଯାଉ ଅଧା ବାଟରେ ଅଟକି ତିରୁପତି ମନ୍ଦିରରେ ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ହାଇଦ୍ରାବାଦ୍‌: ବିଦେଶ ଗସ୍ତ କରିବା ସମୟରେ ଅଧା ବାଟରେ ଅଟକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ତିରୁପତିଠାରେ ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ଦର୍ଶନ କରିଛନ୍ତି। ମୋଦୀ ଭେଙ୍କଟେଶ୍ୱରଙ୍କୁ ପ୍ରାର୍ଥନା କରିବା ପୂର୍ବରୁ ଏକ ସର୍ବସାଧାରଣ ବୈଠକକୁ ସମ୍ବୋଧନ କରି ନିଜର ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...

ଛତିଶା ନିଯୋଗ ବୈଠକ: ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ଯାଏଁ ନୀତି ନିର୍ଘଣ୍ଟ ନେଇ ଆଲୋଚନା

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ ଓ ଏସ୍‌ପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ। ବୈଠକରେ ସ୍ନାନ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ ଉପରେ ଲାଗିପାରେ କଟକଣା!

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାସଳଖ ଟିଭି ପ୍ରସାରଣ ଉପରେ ଏକ ବଡ଼ ଧରଣର କଟକଣା ଲଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଚଳିତବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ହେଲେ ଟେଲିଭିଜନ ଚ୍ୟାନେଲ ଗୁଡିକୁ ମନ୍ଦିର ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୫ ଦିନ ମଧ୍ୟରେ ଦ୍ଵିତୀୟ ଘଟଣା: ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଉ ଜଣେ ଯବାନ୍‌

ସମ୍ବଲପୁର: ଯୁଯୁମୁରାରେ ଜଣେ ସିଆରପିଏଫ୍‌ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା ଘଟଣାକୁ ୫ ଦିନ ନହେଉଣୁ ରବିବାର ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଛାତ ଉପରେ ପୁଣି ଜଣେ କାର୍ଯ୍ୟରତ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍‌ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା…
ଅଧିକ ଖବର ଦେଖନ୍ତୁ...