Daily Archives

June 11, 2019

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନବୀନ, ବିଧାନ ପରିଷଦ ବିଲ ପାଶ କରିବା ଦିଗରେ ଲୋଡିଲେ ସମର୍ଥନ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ମଙ୍ଗଳବାର ଭେଟ ହୋଇଛି। ସାକ୍ଷାତକାରରେ ରାଜନୈତିକ ଦିଗକୁ ସଂପୂର୍ଣ୍ଣ ଭାବେ ଏଡାଇ ଦିଆଯାଇ ପାରିନାହିଁ। ଯଦିଓ ସରକାରୀ ସ୍ତରରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ନିକଟରେ ‘ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା’ ଦାବି କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ‘ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା’ ଦାବି କରିଛନ୍ତି। ପୁରୁଣା ଦାବିକୁ ନୂଆ ନାଁ ଦେଇ କେନ୍ଦ୍ର ଆଗରେ ଦୋହରାଇଲେ ନବୀନ। ତେବେ ନବୀନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପରିବର୍ତ୍ତେ ସ୍ୱତନ୍ତ୍ର ଫୋକସ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ପରଷା ଗଲା ପଚା ଓ ଶଢ଼ି ଯାଇଥିବା ଖାଦ୍ୟ

କାନପୁର: ଦେଶର ପ୍ରଥମ ସେମି ହାଇ-ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳା ଯାଉଛି। ରବିବାର ବାରାଣାସୀରୁ ଦିଲ୍ଲୀ ଯାଉଥିବା ସମୟରେ ଯାତ୍ରୀକୁ କାନପୁରରେ ପଚା ଓ ଶଢ଼ି ଯାଇଥିବା ଖାଦ୍ୟ ପରଷା ଯାଇଥିଲା। କେନ୍ଦ୍ରୀୟ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ମହାକାଶରେ ଯୁଦ୍ଧ ଲଢ଼ିବାକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗଠନ କଲେ ‘ଡିଫେନ୍ସ…

ନୂଆଦିଲ୍ଲୀ: ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ ଏଜେନ୍ସି ବା ପ୍ରତିଷ୍ଠାନର ଗଠନ କରିଛନ୍ତି। ଇତିମଧ୍ୟରେ ମୋଦିଙ୍କ ୨.୦ କ୍ୟାବିନେଟର ପ୍ରତିରକ୍ଷା ସୁରକ୍ଷା କମିଟି ଏହି ପ୍ରତିଷ୍ଠାନକୁ ମଞ୍ଜୁରୀ…
ଅଧିକ ଖବର ଦେଖନ୍ତୁ...

୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି ଯୋଗାଇବେ ମୋଦୀ ସରକାର

ନୂଆଦିଲ୍ଲୀ : ବିପୁଳ ବିଜୟ ସହ କ୍ଷମତାକୁ ଫେରିବା ପରେ ମୋଦୀ ସରକାର ଏକ ନୂଆ ଯୋଜନାର ପରିକଳ୍ପନା କରୁଛନ୍ତି । ତାହା ହେଉଛି “୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି” । ଏହି ଯୋଜନା ମାଧ୍ୟମରେ ଜଳକଷ୍ଟ ଭୋଗ କରୁଥିବା ଦେଶର ପ୍ରାୟ ୧୪ କୋଟି ପରିବାର ନିକଟକୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୧୩ ସହରର ପାରା ୪୦ ଉପରେ, ୪୫ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିଲେ ମଧ୍ୟ ସୂର୍ଯ୍ୟର ପ୍ରକୋପ କମି ନାହିଁ। ରାଜ୍ୟର ୧୩ଟି ସହରର ତାପମାତ୍ରା ମଙ୍ଗଳବାର ୪୦ ଡିଗ୍ରି ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ ଆପ୍‌ରେ ତ୍ରୁଟି ଖୋଜି ଭାରତୀୟ ଯୁବକ ପାଇଲେ ୩.୫ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ରେ ବଗ ଖୋଜି ବାହାର କରିବା ନେଇ ଜଣେ ଭାରତୀୟ ଯୁବକଙ୍କୁ ପୁରସ୍କୃତ କରାଯାଇଛି। ମଣିପୁରରେ ରହୁଥିବା ଜାନେଲ ସାଙ୍ଗେଜମ୍‌ଙ୍କୁ ଏହି ବଗ୍‌କୁ ଖୋଜି ବାହାର କରିବା ପାଇଁ ଫେସବୁକ୍‌ ୫,୦୦୦ ଡଲାର (ପାଖାପାଖା ୩.୫ ଲକ୍ଷ) ଟଙ୍କାର ପୁରସ୍କାର ଦେଇଛି।…
ଅଧିକ ଖବର ଦେଖନ୍ତୁ...

ସିନେମା ମାୟାରେ ବାୟା ହେଲା ଦ୍ୱିତୀୟ ଶ୍ରେଣୀ ଛାତ୍ର; ପାଟନା ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଗିରଫ

ପାଟନା / ନୂଆଦିଲ୍ଲୀ: ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୮ ବର୍ଷ ବୟସ୍କ ଜନୈକ ନାବାଳକ ପାଟନା ବିମାନ ବନ୍ଦରକୁ ବୋମା ଦ୍ୱାରା ଉଡ଼ାଇ ଦେବାର ମିଥ୍ୟା ଧମକ ଦେଇ ପୁଲିସ୍‌ ହାତରେ ଗିରଫ ହେବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷରେ ପୁଲିସ ହାତରେ ଗିରଫ ହେବାପରେ ଅବୋଧ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟରତ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ଚାପୁଡ଼ା ମାରି ଫସିଗଲେ ବିଜେପି ସାଂସଦ, ମାମଲା ରୁଜ୍ଜୁ

ଲକ୍ଷ୍ନୌ: ଜଣେ କାର୍ଯ୍ୟରତ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ମାରିବା ସହ ହତ୍ୟା ଧମକ ଦେଇଥିବା କାରଣରୁ ବିଜେପି ସାଂସଦ ରେଖା ବର୍ମାଙ୍କ ବିରୋଧରେ ମାମାଲା ରୁଜ୍ଜୁ ହୋଇଛି। କନ୍‌ଷ୍ଟେବଲ୍‌ ଶ୍ୟାମ ସିଂହ ରେଖାଙ୍କ ବିରୋଧରେ ମହମ୍ମଦି ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି…
ଅଧିକ ଖବର ଦେଖନ୍ତୁ...

ଦର ବୃଦ୍ଧି ଚିନ୍ତା ! ପିଆଜ ଉପରେ ଦିଆଯାଉଥିବା ରପ୍ତାନି ପ୍ରୋତ୍ସାହନକୁ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେଲା ଦେଶରେ ପିଆଜର ଦରବୃଦ୍ଧି ଅବ୍ୟାହତ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପିଆଜ ରପ୍ତାନି ଉପରେ ଦିଆଯାଉଥିବା ପ୍ରୋତ୍ସାହନକୁ ପ୍ରତ୍ୟାହାର କରିନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଫଳରେ ପିଆଜ ରପ୍ତାନିକାରୀମାନେ ରପ୍ତାନି ଲାଗି ନିରୁତ୍ସାହିତ…
ଅଧିକ ଖବର ଦେଖନ୍ତୁ...