Daily Archives

July 10, 2019

ଉତ୍ତରପ୍ରଦେଶ ସ୍କୁଲରେ ଲାଗୁ ହେଲା ନୂଆ ନିୟମ : ଉପସ୍ଥିତି ଜାହିର କରିବା ପାଇଁ ସକାଳ ୮ଟା ପୂର୍ବରୁ ସେଲ୍‌ଫି ନେଇ…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ସ୍କୁଲରେ ଏବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସେଲ୍‌ଫିର ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି । ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକାଳ ୮ଟା ପୂର୍ବରୁ ସ୍କୁଲରେ ପହଞ୍ଚି ଶ୍ରେଣୀଗୃହ ଆଗରେ ସେଲ୍‌ଫି ନେବା ସହ ତାହାକୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ବ୍ୟାଙ୍କନୋଟ୍‌ ପେପର ମିଲ୍‌ ପକ୍ଷରୁ ୭୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବୁଧବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ମହୀଶୂରର ବ୍ୟାଙ୍କନୋଟ୍‌ ପେପର ମିଲ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କଂପାନି…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ଅସମ୍ମାନିତ କରିଥିଲେ କଙ୍ଗନା, କ୍ଷମା ମାଗିଲା ଏକତାଙ୍କ ପ୍ରଯୋଜନା ସଂସ୍ଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଗୀତ ଲଞ୍ଚ ଇଭେଣ୍ଟରେ ବଡ଼ ଅଘଟଣା ଘଟିଥିଲା । ପ୍ରଶ୍ନ କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କ ଉପରେ ପୁରୁଣା କଥାକୁ ନେଇ ବଚସା କରିବା ଏବଂ ତାଙ୍କୁ ଅସମ୍ମାନ କରିବା…
ଅଧିକ ଖବର ଦେଖନ୍ତୁ...

ପିଲାମାନଙ୍କୁ ଇଂରାଜୀ ପଢ଼ାଇବାକୁ ଯାଇଥିଲେ, ‘Country’କୁ ‘Contry’ ଲେଖି ଟ୍ରୋଲ ହେଲେ ଜୟା ପ୍ରଦା

ଲକ୍ଷ୍ନୌ : ଜୁଲାଇ ୧ରେ ଉତ୍ତରପ୍ରଦେଶ ରାମପୁରର ପୂର୍ବ ସାଂସଦ ଜୟା ପ୍ରଦାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ରାମପୁରର ସ୍କୁଲରେ ପିଲାମାନଙ୍କୁ ପଢ଼ାଉଥିବାର ନଜର ଆସୁଥିଲେ । ପ୍ରଥମେ ତାଙ୍କର ଏଭଳି ଭିଡିଓକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ଏବେ ତାଙ୍କୁ ସମାଲୋଚନାର ଶିକାର…
ଅଧିକ ଖବର ଦେଖନ୍ତୁ...

ପୁରୀ ଦୁଷ୍କର୍ମ ମାମଲା: ବସ୍‌ ପରମିଟ୍‌ ବାତିଲ, ଡ୍ରାଇଭର-କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ

ପୁରୀ: ପୁରୀର ଶରଧାବାଲିରେ ଆଦିବାସୀ ନାବାଳିକା(୧୬ ବର୍ଷ)ଙ୍କୁ ଦୁଷ୍କର୍ମ ଘଟଣାରେ ପୁରୀ ପୁଲିସ ଅଧିକ ତତ୍ପର ଦେଖାଯାଇଛି। ବସ୍‌ ମାଲିକକୁ ପୁରୀ ପୁଲିସ ନୋଟିସ ଜାରି କରିଛି। ଏଥି ସହିତ ବସ୍‌ର ପରମିଟ୍‌ ବାତିଲ କରିଛି। ସେହିଭଳି ସଂପୃକ୍ତ ବସ୍‌ର ଡ୍ରାଇଭର ଓ ଚାଳକଙ୍କର ଲାଇସେନ୍ସ ମଧ୍ୟ ବାତିଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଖୁସିର ସହିତ ଦିନଟି ଆରମ୍ଭ ହେବ।…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ପରେ ଗୋଆରେ ରାଜନୈତିକ ନାଟକ, ୧୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା, ବିଜେପିରେ ମିଶିବା ସମ୍ଭାବନା

ପାନାଜୀ : କର୍ଣ୍ଣାଟକରେ ରାଜନୈତିକ ନାଟକର ଅବସାନ ନ ହେଉଣୁ ଗୋଆରେ ଏକ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ଆଜି ଗୋଆର କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସରୁ ଇସ୍ତଫା ଦେଇ ଶାସକ ବିଜେପିରେ ମିଶିବାକୁ ଘୋଷଣା କରିଛନ୍ତି । ସେମାନେ ବାଚସ୍ପତି…
ଅଧିକ ଖବର ଦେଖନ୍ତୁ...

ଖଲିସ୍ତାନୀ ସମର୍ଥକ ସଂଗଠନ ଏସଏଫଜେକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖଲିସ୍ଥାନୀ ସମର୍ଥକ ସଂଗଠନ ଏସଏଫଜେ ବା ସିଖସ ଫର ଜଷ୍ଟିସକୁ ବେଆଇନ ଘୋଷଣା କରିଛନ୍ତି । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଏହି ସଂଗଠନକୁ ନିଷିଦ୍ଧ ଘୋଷଣା କରାଯାଇଛି । ଆମେରିକା ଭିତ୍ତିକ ଏହି ସଂସ୍ଥା ୨୦୨୦ରେ ସ୍ୱାଧୀନ ଖଲିସ୍ଥାନ ରାଷ୍ଟ୍ର ଗଠନ ପାଇଁ ଜନମତ…
ଅଧିକ ଖବର ଦେଖନ୍ତୁ...