Daily Archives

July 18, 2019

କର୍ଣ୍ଣାଟକ ରାଜନୀତି : ବାଚସ୍ପତିଙ୍କ ନିଷ୍ପତ୍ତି ପ୍ରତିବାଦରେ ବିଧାନସଭାରେ ରାତି ବିତାଇବେ ବିଜେପି ବିଧାୟକ

ବେଙ୍ଗାଲୁରୁ: ଦୀର୍ଘ ଏକ ମାସ ଧରି କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ହଟଚମଟ  ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଗୁରୁବାର  ଆସ୍ଥା ଭୋଟ ଗ୍ରହଣ ଲାଗି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ  ହେଁ ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ…
ଅଧିକ ଖବର ଦେଖନ୍ତୁ...

ଇଂଲଣ୍ଡକୁ ବିଶ୍ୱକପ ଦେଇଥିବା କୋଚ୍‌ଙ୍କ ବଢ଼ିଲା ଚାହିଦା, ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଟିମ୍‌କୁ ଚମ୍ପିଅନ୍‌ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା କୋଚ୍‌ ଟ୍ରେଭର ବେଲିସଙ୍କୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଫ୍ରାଞ୍ଚାଇଜ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ବେଲିସଙ୍କୁ ଟମ୍‌ ମୁଡିଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ଏଟିଏମ୍‌ରୁ ବାହାରିବ ଟିବି, ସୁଗାର ଓ ଉକ୍ତ ରକ୍ତଚାପର ଔଷଧ

ଚେନ୍ନାଇ: ଏଯାବତ ଆପଣ ଅଟୋମେଟେଡ ଟେଲର ମେସିନ୍‌ (ଏଟିଏମ୍‌)ରୁ ଟଙ୍କା, କ୍ଷୀର, ଖାଦ୍ୟ-ପାନୀୟ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଲୋକମାନେ କିପରି ସୁବିଧାରେ ଏଟିଏମ୍‌ରୁ ଔଷଧ ପାଇ ପାରିବେ ସେନେଇ ତାମିଲନାଡୁ ସରକାର ଏବେ ଯୋଜନା କରୁଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଇ କେ ପଲନିସାନୀ…
ଅଧିକ ଖବର ଦେଖନ୍ତୁ...

ନିଜ ଲୋକଙ୍କୁ ମିଛ କହିବା ପାକିସ୍ତାନ ପାଇଁ ବାଧ୍ୟବାଧକତା ପାଲଟିଛି : ଭାରତ

ନୂଆଦିଲ୍ଲୀ : ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଥିଲା । କାରଣ ପାକିସ୍ତାନ ଭିଏନା କନଭେନସନର ଉଲ୍ଲଙ୍ଘନ କରିଥିବା କୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ସହ କୂଳଭୁଷଣଙ୍କୁ ପାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ଭାଣିଜୀ ସହ ଦୁଷ୍କର୍ମ କରି ସାଉଦୀ ପଳାଇଥିବା ଅଭିଯୁକ୍ତକୁ ଇଣ୍ଟରପୋଲ୍ ସହାୟତାରେ ଧରିଲେ ଏହି ମହିଳା ଆଇପିଏସ୍

ତିରୁବନନ୍ତପୁରମ୍: ସାଧାରଣରେ ପୁଲିସର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ରହିଛି । ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ପୁଲିସ ବିଫଳ ହେଉଥିବା ବେଳେ ପୁଲିସ ଉପରେ ଲୋକଙ୍କ ଭରସା ରହୁନାହିଁ । ଏଭଳି କ୍ଷେତ୍ରରେ ପୁଲିସ ବିଭାଗକୁ ଗର୍ବିତ କରିଛନ୍ତି ମହିଳା  ଅଫିସର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଯୁବକଙ୍କୁ ହାଣି ୩ ଦୁର୍ବୃତ୍ତ ଫେରାର

ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଗୁରୁବାର ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି। ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅଂଚଳରେ ଆଜି ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଶୋଭାରାମପୁର ରେଲେଓ୍ଵ ଗେଟ୍‌ ନିକଟରେ ଯୁବକ ଜଣକ ଏକାକୀ ଥିବା ବେଳେ ପୂର୍ବରୁ ଯୋଜନା କରିଥିବା ୩ ଜଣ ଯୁବକ ଅଚାନକ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ମାଓବାଦୀ ମୃତ

ରାଞ୍ଚି: ଝାଡଖଣ୍ଡର ଲୋହରଡଗା  ଜିଲ୍ଲାରେ ଗୁରୁବାର ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସୁରକ୍ଷାବଳ ଗୁଳିର ସାମ୍ନା ନ କରି ଫେରି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମାରଣାସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଦହି ଉପରେ ୨ଟଙ୍କା ଜିଏସ୍‌ଟି ଲଗାଇ ଲୋକଙ୍କୁ ଠକୁ ଥିବାରୁ ୧୫,୦୦୦ଟଙ୍କାର ଜରିମାନା ଗଣିଲା ତାମିଲନାଡୁର ଏକ ରେସ୍ତୋରାଁ

ଚେନ୍ନାଇ : ମୋଦୀ ସରକାର ବିଭିନ୍ନ ପ୍ରକାରର ଜିନିଷ  ଉପରେ ଜିଏସ୍‌ଟି ଲାଗୁ କରିବା ପରେ ହୋଟେଲ ଏବଂ ରେସ୍ତୋରାଁରେ ଏହାର ଦୂରୁପଯୋଗ କରାଯାଉଥିବା ଦେଖାଯାଇଛି । ସେଭଳି ଏକ ଘଟଣା ତାମିଲନାଡୁର ତିରୁନେଲଭେଲିରେ ଘଟିଥିବା ଦେଖିବାକୁ ମିଳିଛି । ଦହିରେ ୨ଟଙ୍କା ଜିଏସ୍‌ଟି ଲଗାଇ ବିକୁଥିବାରୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ବିଧାନସଭାରେ ଅଚଳାବସ୍ଥା ଜାରି; ଶୁକ୍ରବାରକୁ ଘୁଞ୍ଚିଲା ଆସ୍ଥା ଭୋଟ

ବେଙ୍ଗଲୁରୁ: ପ୍ରବଳ ହଟ୍ଟଗୋଳ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ହେବାକୁ ଥିବା ଆସ୍ଥା ଭୋଟକୁ ବିଧାନସଭାର ଉପ ବାଚସ୍ପତି ଆସନ୍ତାକାଲି (ଜୁଲାଇ ୧୯ ତାରିଖ)…
ଅଧିକ ଖବର ଦେଖନ୍ତୁ...

ସୁନାଦର ବଢିଲା, ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି  

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତୀୟ ବଜାରରେ ଚାହିଦା ବୃଦ୍ଧି ଫଳରେ ସୁନା ଦର ବୃଦ୍ଧି ପାଇଛି ।   ଦିଲ୍ଲୀରେ ଆଜି  ସୁନା ଦର   ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି  ଓ  ରୁପା ମଧ୍ୟ କିଲୋଗ୍ରାମ ପିଛା ୯୧୦ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...