Daily Archives

August 13, 2019

କିଲୋପ୍ରତି ୭୫ ହଜାରରେ ନିଲାମ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କଲା ‘ଗୋଲଡେନ୍‌ ବଟରଫ୍ଲାଇ’ ଚା’ପତି

ଦିବ୍ରୁଗଡ଼ (ଆସାମ): ଆସାମର ଦିବ୍ରୁଗଡ଼ସ୍ଥିତ ଡିକମ୍‌ ଚା’ ବାଗାନ୍‌ରୁ ଉତ୍ପାଦିତ ହୋଇଥିବା ‘ଗୋଲଡେନ୍‌ ବଟରଫ୍ଲାଇ’ ନାମକ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ଚା’ପତି କିଲୋପ୍ରତି ୭୫ ହଜାର ଟଙ୍କାରେ ନିଲାମ ହୋଇ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ଚା’ପତିକୁ ନିଲାମ କରିଛି ଗୌହାଟି ଟି…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଅକ୍ଟୋବରରେ ହେବ ବିଶ୍ୱ ନିବେଶକ ସମ୍ମିଳନୀ, ଆସିବେ ଦେଶ ବିଦେଶର ନିବେଶକ,ଶିଳ୍ପପତି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ବିକାଶ ପାଇଁ ସରକାର ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ଆସନ୍ତା ଅକ୍ଟୋବର ୧୨ରୁ ୧୪ ପର୍ଯ୍ୟନ୍ତ ଶ୍ରୀନଗରରେ ଏକ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହେବ । ଏ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟର ପ୍ରମୁଖ ଶାସନ…
ଅଧିକ ଖବର ଦେଖନ୍ତୁ...

ବନ୍ୟାସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମୀକ୍ଷା: ନଦୀକୂଳିଆ ୬ ଜିଲ୍ଲାପାଳଙ୍କୁ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଜାରି ରହିଥିବା ବର୍ଷା ଓ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଆଜି ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଦେଖାଯାଇଥିବା ବର୍ଷା ଓ ବନ୍ୟାର ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ରେଡ୍‌ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍‌ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ବିବାହ ପାଇଁ ପ୍ରଥମ ପତ୍ନୀଙ୍କୁ ତିନି ତଲାକ୍‌ ଦେଲା ସ୍ୱାମୀ, ଥାନାରେ ଅଭିଯୋଗ

ସୋର: ବାଲେଶ୍ୱର ଜିଲ୍ଲାର ସୋରରେ ବେଆଇନ ତିନି ତଲାକ ମାମଲା ଆସିଛି। ପଠାଣମହଲାର ରେସୋ ଖାତୁନ ନିଜ ସ୍ୱାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ବାଲେଶ୍ୱର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କୋଲକତା : କୌଣସି ଦୂର୍ଗାପୂଜା କମିଟିକୁ ଆୟକର ନୋଟିସ ଦିଆଯାଇ ନାହିଁ, ସ୍ପଷ୍ଟ କଲା ଆୟକର ବିଭାଗ

ନୂଆଦିଲ୍ଲୀ : କୋଲକତାରେ ଦୂର୍ଗାପୂଜା ପେଣ୍ଡାଲଗୁଡ଼ିକୁ ଆୟକର ନୋଟିସ ପଠାଯିବାକୁ ନେଇ ପଶ୍ଚିମବଙ୍ଗରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଆୟକର ବିଭାଗ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ

ଜୟପୁର: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ରାଜସ୍ଥାନରୁ ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ମନମୋହନ ସିଂହଙ୍କ ସହ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ରାଜ୍ୟ ବିଜେପି…
ଅଧିକ ଖବର ଦେଖନ୍ତୁ...

ସଫଳତାର ଶୀର୍ଷ ଛୁଇଁଥିବା ‘ଆପେଲ୍‌’ କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ମୃତ୍ୟୁଶଯ୍ୟାରେ ଛାଡ଼ିଗଲେ ଏହି ଉପଦେଶ

ନୂଆଦିଲ୍ଲୀ: ଷ୍ଟିଭ୍‌ ଜବ୍‌ସଙ୍କୁ କିଏ ବା ଜାଣେନା! ଦୁନିଆର ସବୁଠାରୁ ବଡ଼ ମୋବାଇଲ୍‌ କମ୍ପାନି ‘ଆପେଲ୍‌’ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ବ୍ୟବସାୟ ଜଗତର ସବୁଠାରୁ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି। ଆପେଲ୍‌ କମ୍ପାନି କରି ସେ ସଫଳତାର ଶୀର୍ଷରେ ପହଞ୍ଚି ସାରିଥିଲେ। ଆଜି ବି ଯଦିଓ ସେ…
ଅଧିକ ଖବର ଦେଖନ୍ତୁ...

ସ୍କୁଟିରୁ ୪.୭ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଭଦ୍ରକ: ୟୁକୋ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ଫେରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କ ସ୍କୁଟିରୁ ଦୁର୍ବୃତ୍ତମାନେ ୪.୭ ଲକ୍ଷ ଟଙ୍କା ଲୁଟି ନେଇଥିବା ତହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏତଲା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ସୟା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ସେନାମୁଖ୍ୟ ବିପିନ ରାଓ୍ୱତଙ୍କ ଚେତାବନୀ : ସୀମା ଉଲ୍ଲଙ୍ଘନ କଲେ ପରିଣାମ ସାଂଘାତିକ ହେବ

ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ୱତ । ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ଚେତାଇ ଦେଇଛନ୍ତି ସେନାମୁଖ୍ୟ ରାୱତ । ସେ କହିଛନ୍ତି, ଯଦି ପାକିସ୍ତାନ ଏଲଓସିରେ ଉପଦ୍ରବ କରିବାକୁ ଚାହୁଁଛି ତା’ହେଲେ ଆସୁ, ତାର ଉଚିତ ଜବାବ…
ଅଧିକ ଖବର ଦେଖନ୍ତୁ...