Daily Archives

September 12, 2019

କଶ୍ମୀର ଘାଟୀରେ ପ୍ରବାହିତ ପାହାଡ଼ି ନଦୀକୁ ପାର କରାଇ ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛି ପାକ୍‌; ରବର ବୋଟ…

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସିି) ଓ ଅନ୍ତର୍ଜାତୀୟ ସୀମାରେଖା ନିକଟରୁ ସେନା ଗୁଇନ୍ଦା କର୍ତ୍ତୃପକ୍ଷ ବିପୁଳ ସଂଖ୍ୟାରେ ରବର ବୋଟ୍‌ ଜବତ କରିବା ପରେ ସମଗ୍ର ଜମ୍ମୁ- କଶ୍ମୀର ସମେତ ସୀମାନ୍ତରେ ସେନା ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିପାରନ୍ତି ବବିତା ଫୋଗଟ

ନୂଆଦିଲ୍ଲୀ: ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ଲଢ଼ିପାରନ୍ତି ଅନ୍ତରାଷ୍ଟ୍ରୀୟ କୁସ୍ତି ଯୋଦ୍ଧା ବବିତା ଫୋଗଟ | ସେଥିପାଇଁ ସେ ନିଜ ଚାକିରିରୁ ଇସ୍ତଫା ଦେଇଥିବାର ଚର୍ଚ୍ଚା ଜୋର ଧରିଛି | ତେବେ ବବିତା ହରିୟାଣା ରାଜ୍ୟ ସରକାରଙ୍କ ଅଧୀନରେ ସବ ଇନ୍ସପେକ୍ଟର ଚାକିରି କରୁଥିବାବେଳେ ଇସ୍ତଫା…
ଅଧିକ ଖବର ଦେଖନ୍ତୁ...

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫…
ଅଧିକ ଖବର ଦେଖନ୍ତୁ...

ମହାତ୍ମା ଗାନ୍ଧୀଙ୍କୁ ଛେଳି କ୍ଷୀର ଦେଇଥିବା ମନ୍ଦୋଦରୀ ନାୟକଙ୍କର ପରଲୋକ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମୟରେ ଦିଲ୍ଲୀର ବିରଲା ହାଉସରେ ମାଳି ଭାବେ କାମ କରୁଥିବା ରଘୁ ନାୟକଙ୍କ ପତ୍ନୀଙ୍କର ପରଲୋକ ହୋଇଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଜାତିର ଜନକ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ପୀତି ୩.୨୧%କୁ ବୃଦ୍ଧି, ଶିଳ୍ପ ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ବିଗତ ୧୦ ମାସରେ ସର୍ବାଧିକ ସ୍ତର ୩.୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁଲାଇ ମାସରେ ଏହା ୩.୧୫ ପ୍ରତିଶତ ଥିଲା । ଖାଦ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବଢିଥିବା ଜଣାପଡିଛି । ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ପୀତି ହାର ୨.୯୯…
ଅଧିକ ଖବର ଦେଖନ୍ତୁ...

ସିଟ୍‌ ବେଲ୍ଟ ଲଗାଇ ବିସର୍ଜନ ପାଇଁ ପହଞ୍ଚିଲେ ବାବା ଗଣେଶ, ଫଟୋ ହେଲା ଭାଇରାଲ୍

ନୂଆଦିଲ୍ଲୀ: ଗଣେଶ ପୂଜା ଭଳି ବିସର୍ଜନକୁ ବି ଭକ୍ତମାନେ ଧୁମ୍‌ଧାମ୍‌ରେ ପାଳନ କରିଥାଆନ୍ତି। ତେବେ ଗଣେଶ ମୂର୍ତ୍ତୀ ବିସର୍ଜନ ସମୟରେ ମଧ୍ୟପ୍ରଦେଶର ମନ୍ଦସୋରରୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଫଟୋରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର: ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ଶୁକ୍ରବାର ଜଣେ ପ୍ରଧାନଶିକ୍ଷୟତ୍ରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର…
ଅଧିକ ଖବର ଦେଖନ୍ତୁ...

ଆପଣାନ୍ତୁ ଏହି ଶସ୍ତା ଉପାୟ, ୧୦୦ ଟଙ୍କାରେ ପାଆନ୍ତୁ ୯୯.୯ ପ୍ରତିଶତ ବିଶୁଦ୍ଧ ପିଇବା ପାଣି

ବାଙ୍ଗାଲୋର: ଦୂର ଯାତ୍ରାରେ ଆପଣ ଯାଉଛନ୍ତି ଏବଂ ଏହି ସମୟରେ ସରିଯାଉଛି ଆପଣଙ୍କ ପାଖରେ ଥିବା ପାନୀୟ ଜଳ | ବିଶୁଦ୍ଧ ପାନୀୟ ଜଳ ପାଇବାକୁ ହେଲେ ଆପଣଙ୍କୁ ବହୁ ଖୋଜାଖୋଜି କରିବାକୁ ପଡୁଥିବାବେଳେ ଉଚ୍ଚ ମୂଲ୍ୟରେ ପାଣି ବୋତଲ କିଣିବାକୁ ପଡୁଛି | ଏବେ କର୍ଣ୍ଣାଟକ ବେଲଗାମର ଜଣେ ଇଂଜିନିୟରିଂ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ମନମୋହନ, ପ୍ରଥମେ ମାନ୍ଦା ଅର୍ଥନୀତିକୁ ସୁଧାର

ନୂଆଦିଲ୍ଲୀ : ଆଜି ପୁଣି କେନ୍ଦ୍ରରେ ଶାସନାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ ଗୁରୁତର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛି । ସରକାର ହେଡଲାଇନ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୃଷ୍ଠରେ ଥିବା ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ଇସ୍ରୋ ସହ ହାତ ମିଶାଇଲା ନାସା; ସଫଳତା ହାସଲ ପାଇଁ ରାତି ଦିନ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସୂଷ୍ମ ଅବତରଣ କରିବାରେ ବିଫଳ ହେବାପରେ ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିଜର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏବେ ଏହି ମାମଲାରେ…
ଅଧିକ ଖବର ଦେଖନ୍ତୁ...