Daily Archives

October 5, 2019

ଚୀନକୁ ଚିନ୍ତାରେ ପକାଇଲା ଭାରତର ବିଶାଳ ସମରାଭ୍ୟାସ, ୧୪ ହଜାର ଫୁଟ୍‌ ଉଚ୍ଚରେ ଠୁଳ ହୋଇଛନ୍ତି ୧୨ ହଜାର ସୈନ୍ୟ

ବେଜିଂ: ଚୀନ୍‌ ପାଇଁ ଭାରତର ନୂଆ ରଣନୀତି। ୧୪ ହଜାର ଫୁଟ୍‌ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ସମରାଭ୍ୟାସ ଦେଖି ଚୀନ ଛାତିରେ ଛନକା ପଶିଛି। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସବୁଠୁ ବଡ଼ ପାହାଡି ଯୁଦ୍ଧ ଅଭ୍ୟାସ କରୁଛି। ଯାହାର ନାମ ରହିଛି ହିମ ବିଜୟ। ଆଉ ଭାରତୀୟ ସେନାର ଏଭଳି…
ଅଧିକ ଖବର ଦେଖନ୍ତୁ...

ପରିବହନ କ୍ଷେତ୍ରରେ ଆସିବ ପରିବର୍ତ୍ତନ: ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍‌ ପ୍ଲାଜାରେ ଲାଗୁ ହେବ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ପରିବହନ କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆସିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏନେଇ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ସବୁ ଟୋଲ୍‌ ପ୍ଲାଜାରେ ସ୍ୱଚ୍ଛତା ଓ ଭିଡ କମାଇବାକୁ ନୂଆ ବ୍ୟବସ୍ଥା ଲାଗୁ କରାଯିବ। ଆଗାମୀ ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍‌ ପ୍ଲାଜାରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଗଛକଟା ବିବାଦ: ରହିତାଦେଶ ଆବେଦନ ବମ୍ବେ ହାଇକୋର୍ଟର ଖାରଜ, ଜେଲ୍ ଗଲେ ୨୯ ଆବେଦନକାରୀ

ମୁମ୍ବାଇ: ମହାନଗରର ଆରେ କଲୋନିରେ ଗଛକଟାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଏବେ ସମଗ୍ର ଦେଶରେ ଚର୍ଚ୍ଚା ସାଉଁଟିଛି । ଏହି ଅଞ୍ଚଳରେ ମେଟ୍ରୋ ଟ୍ରେନ୍ ଲାଗି ଏକ କାର ସେଡ୍ ନିର୍ମାଣ ଲାଗି ଶହ ଶହ ପୁରୁଣା ଗଛ କଟାଯାଇଛି । ଏହାକୁ ପ୍ରଥମେ କିଛି ପରିବେଶବିତ୍ ଓ ପରିବେଶ ସୁରକ୍ଷା କର୍ମୀ…
ଅଧିକ ଖବର ଦେଖନ୍ତୁ...

ବୋଡ଼ାନଦୀର ଅସ୍ଥାୟୀ ପୋଲରେ ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ନିକଟ ଚିଆପଲ୍ଲୀ ବୋଡ଼ାନଦୀ ଡାଇଭର୍ସନରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଡାଇଭର୍ସନ ପାର ହେଉଥିବା ସମୟରେ ଆଗକୁ ଉଠି ନପାରି ଭାରସାମ୍ୟ ହରାଇ ପଛକୁ ଖସି ପଡ଼ିଥିଲା। ବସକୁ ପଛରୁ ଠେଲିବାକୁ କିଛି ଯାତ୍ରୀ ଓହ୍ଲାଇଥିଲେ। ତଥାପି ସେମାନେ…
ଅଧିକ ଖବର ଦେଖନ୍ତୁ...

ଇଚ୍ଛା ନଥିଲେ ‘ନୋ ପିକ୍‌ଚର ପ୍ଲିଜ କହିବା ବି ଶିଖି ଗଲେଣି ତୈମୁର

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ ଏବଂ କରୀନା କପୁରଙ୍କ ପୁଅ ତୈମୁରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଅନେକ ସମୟରେ ଦେଖିବାକୁ ମିଳିଛି। ଫଟୋଗ୍ରାଫରମାନେ ବି ସ୍କୁଲ ହେଉ କି ଏୟାରପୋର୍ଟ ଯେଉଁଠି ତୈମୁରଙ୍କ ଉପରେ ନଜର ପଡ଼ିଲା ଫଟୋ ଉଠାଇବା ପାଇଁ ଭିଡ଼ ଜମାଇ ଦେଇ ଥାଆନ୍ତି। ତୈମୁର…
ଅଧିକ ଖବର ଦେଖନ୍ତୁ...

ଫାରୁକ୍‌ ଅବ୍‌ଦୁଲା ଓ ଓମାର ଅବ୍‌ଦୁଲାଙ୍କୁ ଭେଟିବାକୁ ନେସ୍‌ନାଲ୍‌ କନ୍‌ଫରେନ୍ସର ୧୫ ଜଣିଆ ପ୍ରତିନିଧି ଦଳକୁ ଅନୁମତି…

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ମାସ ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କ ଅନୁମତି କ୍ରମେ ଶୁକ୍ରବାର ନେସ୍‌ନାଲ୍‌ କନ୍‌ଫରେନ୍ସ(ଏନ୍‌ସି)ର ଏକ ୧୫ ଜଣିଆ ପ୍ରତିନିଧି ଦଳର ଅଧ୍ୟକ୍ଷ ଫାରୁକ୍‌ ଅବ୍ଦୁଲା ଓ ଉପାଧକ୍ଷ ଓମାର ଅବ୍‌ଦୁଲାଙ୍କୁ ଆସନ୍ତାକାଲି ଶ୍ରୀନଗରରେ…
ଅଧିକ ଖବର ଦେଖନ୍ତୁ...