Daily Archives

October 5, 2019

ଫାଇନାନ୍‌ସ କମ୍ପାନିର ଏଜେଣ୍ଟଙ୍କୁ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗରେ ଦୁବୃର୍ତ୍ତମାନେ ଗୁଣ୍ଡାରାଜ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶନିବାର ଜଣାପଡ଼ିଛି। ଜଣେ ଫାଇନାନ୍‌ସ କମ୍ପାନିର ରିକଭରି ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ ମାରିଛନ୍ତି । ଏହି ଏଜେଣ୍ଟ ଜଣଙ୍କ ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ…
ଅଧିକ ଖବର ଦେଖନ୍ତୁ...

ରାୟ ଶୁଣାଇବା ପରେ ଅଦାଲତରେ ସମସ୍ତଙ୍କ ସମ୍ମୁଖରେ ଏହି କାରଣରୁ ନିଜ ଉପରେ ଗୁଳି ଚଳାଇଥିଲେ ଜଜ୍

ବ୍ୟାଙ୍କକ : ଥାଇଲ୍ୟାଣ୍ଡରେ ଜଣେ ବିଚାରପତି  ଏକ ମାମଲାକୁ ନେଇ ରାୟ ଶୁଣାଇ ଥିଲେ। ଏହି ରାୟ ଶୁଣାଇବା ପରେ ସେ ଏତେ ଭାଙ୍ଗି ପଡ଼ିଥିଲେ କି ବନ୍ଧୁକରୁ ନିଜ ଉପରେ ଗୁଳି ଚଳାଇ ଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦକ୍ଷିଣ ଥାଇଲ୍ୟାଣ୍ଡରେ ୟାଲା ସହରରେ ଥିବା ଏକ ଅଦାଲତରେ ଜଜ ଖାନାକୋର୍ନ…
ଅଧିକ ଖବର ଦେଖନ୍ତୁ...

ଓ୍ଵିଗ୍‌ ତଳେ ୧ କିଲୋ ସୁନା ରଖି ଚୋରା ଚାଲାଣ କରୁଥିବା ବେଳେ କୋଚି ବିମାନବନ୍ଦରରୁ ଧରାପଡ଼ିଲେ ଚାଲାଣକାରୀ

କୋଚି: ଚଳିତବର୍ଷ ଜୁଲାଇରେ ବାର୍ସେଲୋନା ବିମାନବନ୍ଦରରେ ଜଣେ ବ୍ୟକ୍ତି ୨୪ ଲକ୍ଷ ଟଙ୍କାର କୋଚିନ୍‌ ତାଙ୍କ ଓ୍ଵିଗ୍‌ ତଳେ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ନିକଟରେ ପୁଣି ଏକ ସମାନ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ଓ୍ଵିଗ୍‌ ତଳେ ୧ କିଲୋ ସୁନା ଚୋରା…
ଅଧିକ ଖବର ଦେଖନ୍ତୁ...

ସତ୍ୟବ୍ରତଙ୍କ ହାତର ସ୍ପର୍ଶରେ ଜୀବନ୍ୟାସ ପାଉଛି ସାବୁନ ଖଣ୍ଡ ! ଗଢ଼ୁଛନ୍ତି ସୁନ୍ଦର କଳାକୃତି

ଖୋର୍ଦ୍ଧା:  ମାଟି, ପଥର କି କାଠ ନୁହେଁ, ସାବୁନରେ ସୁନ୍ଦର କଳାକୃତି ସୃଷ୍ଟି କରୁଛନ୍ତି ସତ୍ୟବ୍ରତ । ତାଙ୍କ ହାତରେ ଅଛି କିମିଆ କଲା ଭଳି ପାରଦର୍ଶିତା।  ଖୋର୍ଦ୍ଧା ଜିଲ୍ଲା଼ ବାଘମାରୀ ଗାଁର ସତ୍ୟବ୍ରତ ଗଢ଼ୁଛନ୍ତି ମନଲୋଭା ମୂର୍ତ୍ତି  । ସାବୁନ ଖଣ୍ଡେ ପାଇଲେ ସେ ବସିଯାଆନ୍ତି ଚାଳ ଛପର ଘରର…
ଅଧିକ ଖବର ଦେଖନ୍ତୁ...

ଟଙ୍କା ମାଗିବାରୁ ଦାଦନ ଶ୍ରମିକର ୮ ଆଙ୍ଗୁଳି କାଟିଦେଲା ଦଲାଲ!

ନୂଆପଡ଼ା: ଜଣେ ଓଡ଼ିଆ ଦାଦନ ଶ୍ରମିକ ମହାରାଷ୍ଟ୍ରରେ ନିର୍ଯାତନାର ଶିିକାର ହୋଇଛନ୍ତି। ଶ୍ରମିକଙ୍କୁ ଦଲାଲ ନୃଶଂସ ଭାବେ ଆଙ୍ଗୁଳି କାଟିଥିବା ଅଭିଯୋଗ ହୋଇଛି। କାମ କରିଥବା ବାକି ଟଙ୍କା ମାଗିବାରୁ ନୂଆପଡ଼ା ଜିଲ୍ଲାର ଜଣେ ଦାଦନ ଶ୍ରମିକର ୮ଟି ଆଙ୍ଗୁଳି କାଟି ଦେଇଛି ଦଲାଲ। ଦଲାଲ ଅତି ନୃଶଂସତାର ସହ…
ଅଧିକ ଖବର ଦେଖନ୍ତୁ...

କେହି ପଚାରିଲେନି, ନିଜେ ସ୍ୱାମୀଙ୍କ ଜୁଇରେ ନିଆଁ ଦେଲେ ପତ୍ନୀ

ବିନିକା: ମଥାରୁ ସିନ୍ଦୂର ଲିଭିଯାଇଛି, ହାତରୁ ଶଙ୍ଖା ଭାଙ୍ଗିଯାଇଛି କିନ୍ତୁ ନିଜ ସ୍ୱାମୀଙ୍କ ପ୍ରତି ଥିବା ଭଲପାଇବା ଓ ଦାୟିତ୍ୱବୋଧ କମିନଥିଲା, ଠିକ ସେଥିପାଇଁ ତ ତମାମ ବାସନ୍ଦକୁ ବି ଖାତିର ନ କରି ନିଜ ସ୍ୱାମୀଙ୍କ ଚିତାରେ ନିଆଁ ଦେଇଛନ୍ତି | ସାତ ଜନ୍ମର ସାଥି ହେବାକୁ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଦାସଙ୍କ ୧୦୦ ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ଭୋଗରାଇ: ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା ତଥା ଭୋଗରାଇର ପୂର୍ବତନ ବିଧାୟକ ଦୁର୍ଗା ଦାସଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଭୋଗରାଇ ବ୍ଲକ ସରସ୍ୱତୀପୁର ହାଇସ୍କୁଲରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁର୍ଗା ଦାସ ଫାଉଣ୍ଡେସନ ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ତିନିଦିନ ବଜ୍ରପାତ ଆଶଙ୍କା, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡା, ଖୋର୍ଦ୍ଧା, କଟକ,ବାଲେଶ୍ୱର, ଭଦ୍ରକ ଓ ନୟାଗଡ଼ ଆଦି ଜିଲ୍ଲାକୁ ବଜ୍ରପାତ ଆଶଙ୍କା ରହିଛି। ତେଣୁ ପାଣିପାଗ ବିଭାଗ ଏସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।…
ଅଧିକ ଖବର ଦେଖନ୍ତୁ...

କାହିଁକି ଗଛକୁ କୁଣ୍ଢାଇ ଧରିଛନ୍ତି ଏହି ମହିଳା, କାରଣ ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଆରେ କଲୋନୀରେ ଥିବା ୨୫୦୦ ଗଛ କଟାଯିବାକୁ ନେଇ ପୁଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି | ବିଶେଷ କରି ସ୍ଥାନୀୟ ବାସିନ୍ଦାଙ୍କୁ ପରିବେଶ କର୍ମୀ ମାନେ ସମର୍ଥନ କରୁଥିବାରୁ ଏହି ବିବାଦ ଏବେ ତୀବ୍ର ରୂପ ଧାରଣା କରିଛି | ପୁଲିସ ଗଛ…
ଅଧିକ ଖବର ଦେଖନ୍ତୁ...

୩ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୨୫ ଗିରଫ, ୬୮ ହଜାର ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଶୁକ୍ରବାର ବିଳମ୍ବିତ ରାତି ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୨୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ୬୮ ହଜାର ୭୭୦ ଟଙ୍କା ଜବତ କରିଛି। ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ଓ ରାଣୀପଡ଼ା ଗାଁରେ ଜୁଆ ଖେଳ ଚାଲିଥବା ନେଇ…
ଅଧିକ ଖବର ଦେଖନ୍ତୁ...