Daily Archives

October 17, 2019

ବାଂଲାଦେଶୀ ଯବାନଙ୍କ ଗୁଳିରେ ବିଏସଏଫ ଯବାନ ସହିଦ

ନୂଆଦିଲ୍ଲୀ : ଭାରତର ପଶ୍ଚିମ ସୀମାରେ ଥିବା ଭାରତ ପାକିସ୍ତାନ ସୀମାରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିବିନିୟମ ହେବା ଏକ ସାଧାରଣ କଥା । କିନ୍ତୁ ପୂର୍ବରେ ଥିବା ବାଂଲା ସୀମାରେ ଗୁଳିବିନିମୟ ହେବା ବିରଳ । କିନ୍ତୁ ଆଜି ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ବାଂଲାଦେଶର ସୀମା ସୁରକ୍ଷା ବାହିନୀ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର ସମୟରେ ବଢିଛି ଗାଈଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ଗାଈଙ୍କ ସଂଖ୍ୟା ବଢ଼ିଥିବାର ରିପୋର୍ଟ ପ୍ରକାଶ ପାଇଛି | ଦେଶର ସମୁଦାୟ ୬.୬ ଲକ୍ଷ ଗାଁ ଓ ୮୯ ହଜାର ସହରାଂଚଳରେ ହୋଇଥିବା ପଶୁଧନ ଗଣନା ରିପୋର୍ଟରୁ ଏ ନେଇ ସୂଚନା ମିଳିଛି | ମିଳିଥିବା ରିପୋର୍ଟରେ ମୁତାବକ ବର୍ତ୍ତମାନ ୧୪.୫…
ଅଧିକ ଖବର ଦେଖନ୍ତୁ...

ଆସାମ ନଦୀରେ ବୁଡ଼ିଲା ୮୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା; ବହୁ ଯାତ୍ରୀ ନିଖୋଜ!

ଗୌହାଟି: ଆଜି ଅପରାହ୍ଣରେ ଆସାମରେ ୮୦ ଜଣ ଯାତ୍ରୀଙ୍କୁ ଧରି ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ିଯିବା ଫଳରେ ବହୁ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଛି ଆସାମର ସୋନିତ୍‌ପୁର ଜିଲ୍ଲାରେ। ୮୦ ଜଣ ଯାତ୍ରୀଙ୍କୁ ଧରି ଜିଆ ଭରାଳୀ…
ଅଧିକ ଖବର ଦେଖନ୍ତୁ...

ଫାର୍ମସିଷ୍ଟଙ୍କ ଭୁଲ ହେତୁ ୨ ମାସ ହେବ ଶିଶୁ ଶରୀରରେ ରହିଥିବା ଭଙ୍ଗା ଛୁଞ୍ଚି ଅସ୍ତ୍ରୋପଚାର ପରେ ବି ବାହାରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକ୍‌ ଅନ୍ତର୍ଗତ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଶିଶୁର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ଭଙ୍ଗା ଇଂଜେକ୍ସନ୍‌ ଛୁଞ୍ଚି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକମାସ ପୂର୍ବେ ଜଣେ ନର୍ସ ଉକ୍ତ ଶିଶୁକୁ ଇନେ୍‌ଜକ୍ସନ୍‌ ଦେଉଥିବା…
ଅଧିକ ଖବର ଦେଖନ୍ତୁ...

‘ଯଦି ‘ଓମ୍‌’ ନୁହେଁ, ତେବେ ରାଫେଲ ଉପରେ କ’ଣ ଲେଖିଥାନ୍ତି’? ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କଲେ ପ୍ରତିରକ୍ଷା ମନ୍ତ୍ରୀ…

ଚଣ୍ଡୀଗଡ଼/ ନୂଆଦିଲ୍ଲୀ: ବିଜୟା ଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରେ କରିଥିବା ଶସ୍ତ୍ର ପୂଜା ଅବସରରେ ରାଫେଲ୍‌ ପୂଜାକୁ ସମାଲୋଚନା କରୁଥିବା କଂଗ୍ରେସ ଓ ଏହାର ନେତାମାନଙ୍କୁ ଆଜି ବେଶ ଶାଣିତ ଜବାବ ଦେଇଛନ୍ତି ରାଜନାଥ ସିଂହ। କଂଗ୍ରେସ ପକ୍ଷରୁ ସର୍ବପ୍ରଥମେ ଶସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ସିନ୍ଧୁ ନଦୀଜଳ ରୋକିଲେ ଭଲ ହେବ ନାହିଁ : ପାକିସ୍ତାନର ଧମକ

ଇସ୍ଲାମାବାଦ : ଭାରତ ଦେଇ ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକର ଗତିପଥ ରୋକିଲେ ତାହାକୁ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନିଆଯିବ ଓ ଏହାର ଜବାବ ଦିଆଯିବ ବୋଲି ପାକିସ୍ତାନ ସରକାର ସ୍ପଷ୍ଟ କରିଦେଇଛନ୍ତି । ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଚୁକ୍ତି…
ଅଧିକ ଖବର ଦେଖନ୍ତୁ...

କ’ଣ ଥିଲା ୭ କୋଟି ଟଙ୍କାର ପ୍ରଶ୍ନ, ଯାହାର ଉତ୍ତର ଦେଇପାରିଲେନି କେବିସିର ତୃତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା 'କୌନ ବନେଗା କରୋଡ଼ପତି'ରେ ୧ କୋଟି ଟଙ୍କା ଜିତିପାରିଛନ୍ତି ଗୌତମ କୁମାର ଝା | ତାଙ୍କୁ ୭ କୋଟି ଟଙ୍କାର ପ୍ରଶ୍ନ କରାଯାଇଥିବା ବେଳେ ସେ କୌଣସି ରିସ୍କ ନେବାକୁ ଚାହିଁନଥିଲେ | ୭ କୋଟି ଟଙ୍କାର ପ୍ରଶ୍ନକୁ ଛାଡି ସେ ୧ କୋଟି ଟଙ୍କା ନେଇ ସୋ’ରୁ ଓହରି…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପରିସରରେ ଗଛ ଡାଳ ପଡ଼ି ଛାତ୍ର ମୃତ

ଖୋର୍ଦ୍ଧା: ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ସ୍କୁଲ ପରିସରରେ ଗୁରୁବାର ଅପରାହ୍ନରେ ଏକ ଗଛଡାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ନାମ ରିତେଶ ପ୍ରଧାନ ଓରଫ ମୁନା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ରିତେଶ ପ୍ରଧାନ ଓରଫ…
ଅଧିକ ଖବର ଦେଖନ୍ତୁ...

ପବଜି ମାୟାରେ ପଡ଼ିଗଲା ମାୟାନଗରୀର ଛାତ୍ର !

ମୁମ୍ବାଇ: ପବଜି ଖେଳ ଛାଡି ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କରିଛି ଜଣେ ଛାତ୍ର | ମିଳିଥିବା ସୂଚନା ମୁତାବକ ମାୟନଗରୀ ମୁମ୍ବାଇ ନିକଟରେ ଥିବା ପାଲଘର ଜିଲ୍ଲାର ଦହନୁ ଗ୍ରାମର ହେମନ୍ତ ଜାତେ ନାମକ ଛାତ୍ର ଜଣକ ପବଜି ପାଇଁ ଆତ୍ମହତ୍ୟା କରିଥିବାର ପରିବାର ଲୋକ କହିଛନ୍ତି | ପବଜି ଖେଳରେ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରରେ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ଘେରିଯାଇଥିଲା ପାକିସ୍ତାନୀ ଲଢୁଆ ବିମାନ

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ସେପ୍ଟେମ୍ବରରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି । ସେପ୍ଟେମ୍ବର ୨୩ରେ ଆଫଗାନିସ୍ତାନ ଯାଉଥିବା ସ୍ପାଇସ ଜେଟ୍‌ର ଏକ ବିମାନ ପାକିସ୍ତାନର ବାୟୁସୀମା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...