Daily Archives

November 5, 2019

ରାସ୍ତାପାର୍ଶ୍ୱରେ ଭିକ ମାଗୁଥିବା ପିଲାଙ୍କୁ ନେଇ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ଖାଇବାକୁ ଦେଲେ ଅନୁପମ

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତା ଅନୁପମ ଖେରଙ୍କ ଏକ କାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଅନୁପମ୍‌ ଖେର ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ନିଜ କାରରେ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ନେଇ ଖାଇବାକୁ ଦେଇଛନ୍ତି। ଏହି ପିଲାମାନେ ଫାଇଭ୍‌ ଷ୍ଟାର୍‌ ହୋଟେଲକୁ ଖାଇବାକୁ…
ଅଧିକ ଖବର ଦେଖନ୍ତୁ...

ତୁଳସୀ କ୍ଷେତ୍ର ପାଇଁ ୮.୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବିକାଶ ପାଇଁ ୮.୫ କୋଟି ଟଙ୍କା ମୁଞ୍ଜୁର କରିଛନ୍ତି। ମଞ୍ଜୁର ହୋଇଥିବା ଟଙ୍କାରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ କାମ କରାଯିବ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ଦିର ଟ୍ରଷ୍ଟ…
ଅଧିକ ଖବର ଦେଖନ୍ତୁ...

କାଲାମଙ୍କ ନାଁରେ ଥିବା ବିଦ୍ୟାର୍ଥୀ ପୁରସ୍କାର ଯୋଜନାକୁ ନିଜ ପିତାଙ୍କ ନାମରେ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ…

ହାଇଦ୍ରାବାଦ : ନିଜ ପିତାଙ୍କ ନାମ ପ୍ରଚାର କରିବା ମୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କାଲାମଙ୍କୁ ମଧ୍ୟ ଭୁଲିଯାଇଥିବା ଅଭିଯୋଗ ହେଉଛି । କାଲାମଙ୍କ ନାଁରେ ଥିବା ଏକ ମେଧାବୀ ଛାତ୍ରଛାତ୍ରୀ ପୁରସ୍କାର ଯୋଜନା ଡଃ ଏପିଜେ ଅବ୍ଦୁଲ…
ଅଧିକ ଖବର ଦେଖନ୍ତୁ...

ହସ୍‌ଖୁସିରେ ଭାବି ସ୍ୱାମୀଙ୍କ ସହ ସେଲଫି ନେଉଥିବା ବେଳେ କୂଅକୁ ଖସି ପଡ଼ିଲେ ଯୁବତୀ, ଘଟଣାସ୍ଥଳରେ ହେଲା ମୃତ୍ୟୁ

ଚେନ୍ନାଇ: ଗତ ସୋମବାର ଜଣେ ୨୩ବର୍ଷୀୟ ଯୁବତୀ କୂଅରେ ପଡ଼ିଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀ ଜଣକ କୂଅ ପାଖରେ ଥିବା ଶିଢ଼ିରେ ନିଜ ଭାବି ସ୍ୱାମୀଙ୍କ ସହିତ ସେଲଫି ନେଉଥିଲା ବେଳେ ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି। ୨୩ବର୍ଷର ଟି ମର୍ସିି ଷ୍ଟେଫି ପତ୍ତାବିରମ ଗାନ୍ଧିନଗରରେ ବସବାସ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଛାଡ଼ି ପଳାଉଥିଲେ, ୨ ଜଣକୁ କାବୁ କରି ପୁଲିସକୁ ଜିମା ଦେଲେ ଲୋକେ

ଭଦ୍ରକ: ଧାନମନଗର ଥାନା ଅନ୍ତର୍ଗତ ଚୂଡ଼ାକୁଟି ଦହିପୁର ମଳିକସାହି ଗ୍ରାମର ଜଣେ ଛାତ୍ରୀ ଭଦ୍ରକର ଏକ ଘରେଇ ମହାବିଦ୍ୟାଳୟରେ ପାଠ ପଢୁଥିଲା। ସେ ଧାମନଗର ସ୍ଥିତ ଏକ କମ୍ୟୁଟର କେନ୍ଦ୍ରରେ ଚାକିରି କରିବାକୁ ଆସିଥିଲା। ଆଜି ତାକୁ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ କଟିକଟା ନିକଟରୁ…
ଅଧିକ ଖବର ଦେଖନ୍ତୁ...

ପିଆଜ ଦର ଆହୁରି ବଢିବା ଆଶଙ୍କା, ନାସିକରେ ରେକର୍ଡ ଉଚ୍ଚତାରେ ପହଞ୍ଚିଲା ହୋଲସେଲ୍‌ ଦର

ଭୁବନେଶ୍ୱର : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ…
ଅଧିକ ଖବର ଦେଖନ୍ତୁ...

ସୁଷମାଙ୍କ କିଡନି ପ୍ରତ୍ୟାରୋପଣ ସର୍ଜରି ପାଇଁ ପ୍ରସ୍ତୁତ ନଥିଲେ ଏମ୍ସ ଡାକ୍ତର; ତଥାପି ସେ ଗଲେ ନାହିଁ ବିଦେଶ; ଜାଣନ୍ତୁ…

ନୂଆଦିଲ୍ଲୀ: ଭାଜପାର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି। ସୁଷମାଙ୍କ ପ୍ରଶଂସକ ତାଙ୍କ ସ୍ୱାମୀ ସ୍ୱରାଜ କୌଶଳଙ୍କ ସହିତ ଟୁଇଟରରେ କଥା ହୋଇଥାଆନ୍ତି। ଲୋକମାନଙ୍କୁ ସୁଷମାଙ୍କ ରାଜନୈତିକ ଜୀବନ, ବିବାହ, ଅଧ୍ୟାତ୍ମିକ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା-ବନ୍ୟା ନେଇ ଚାଷୀଙ୍କୁ ପରାମର୍ଶ: ସୁରକ୍ଷିତ ଭାବେ ଅମଳ କରନ୍ତୁ ଫସଲ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ପରାମର୍ଶ ଦିଆଯାଇଛି। ବର୍ଷା ଆସିବା ପୂର୍ବରୁ ପାଚିଲା ଧାନକୁ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ସେହିପରି ବର୍ଷା ଦିନରେ କରାଯାଇଥିବା ମକାକୁ ଅମଳ କରିବା, ମୁଗ-ବିରି…
ଅଧିକ ଖବର ଦେଖନ୍ତୁ...

ନରମିଲା ଶିବସେନା, ଆଲୋଚନା ଲାଗି ଗଡକରୀଙ୍କୁ ପଠାଇବାକୁ ଆରଏସଏସକୁ ପ୍ରସ୍ତାବ ଦେଲା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ହୋଇଯାଇଥିଲେ ମଧ୍ୟ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଜିଦ ଧରିଥିବାବେଳେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ସାଲିସ କରୁନାହିଁ । ତେବେ ସ୍ଥିତିର…
ଅଧିକ ଖବର ଦେଖନ୍ତୁ...

ସାକ୍ଷୀଗୋପାଳରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ସାକ୍ଷୀଗୋପାଳରେ ଚାଲିଛି ଶ୍ରୀରାଧାଙ୍କ ପାଦ ଦର୍ଶନ। ତେବେ ଅଅଁଳା ନବମୀ ଦିନ ଏହି ଗୋଟିଏ ଦିନରେ ଭକ୍ତମାନେ ଶ୍ରୀରାଧାଙ୍କ ଓଡିଆଣୀ ବେଶ ଓ ପାଦ ଦର୍ଶନ କରିବାର ସୌଭଗ୍ୟ ପାଇଥାଆନ୍ତି। ଆଜିର ଦିନରେ ରାଧା ମା’ଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜା ଯାଇଥାଏ। ଅର୍ଥାତ ଓଡ଼ିଆ ଘରେ ଯେମିତି ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...