Daily Archives

November 5, 2019

ନିଜର ୩୧ତମ ଜନ୍ମଦିନରେ ଆବେଗପ୍ରବଣ ହୋଇ ଚିଠି ସେୟାର କଲେ ବିରାଟ କୋହଲି, ୧୬ ବର୍ଷ ପୂର୍ବରୁ ଏହାକୁ ଲେଖିଥିଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଙ୍ଗଳବାର (୨୦୧୯ ନଭେମ୍ବର ୫) ନିଜର ୩୧ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ବନ୍ଧୁ ଓ ପ୍ରଶଂସକମାନେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବିରାଟ କୋହଲି ବନ୍ଧୁମାନଙ୍କୁ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶଶୀକଳାଙ୍କ ୧୬୦୦ କୋଟି ଟଙ୍କାର ବେନାମୀ ସଂପତ୍ତି ଜବତ କଲା ଆୟକର ବିଭାଗ

ଚେନ୍ନାଇ : ପୂର୍ବତନ ଏଆଇଡିଏମକେ ନେତ୍ରୀ ତଥା ଜୟଲଳିତାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କ ବାସଗୃହ, ଅଫିସ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଛି । ଚଢଉ ବେଳେ ପ୍ରାୟ ୧୬ ହଜାର କୋଟି ଟଙ୍କାର ୯ଟି ବେନାମୀ ସଂପତ୍ତିର ସନ୍ଧାନ ମିଳିଥିବା ଜଣାଯାଇଛି । ଏସବୁ ସମ୍ପତ୍ତିକୁ…
ଅଧିକ ଖବର ଦେଖନ୍ତୁ...

୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବନ ନିଗମ ସୁପରଭାଇଜର

ଝାରସୁଗୁଡ଼ା: ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଝାରସୁଗୁଡ଼ା ଶାଖାର ସୁପରଭାଇଜର ସୁମନ୍ତ ପାଇକରାୟ ଭିଜିଲାନ୍‌ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଭିଜିଲାନ୍‌ସ ଡ଼ିଏସ୍‌ପି ଦିଲୀପ କୁମାର କରଙ୍କ ଠାରୁ ପ୍ରକାଶ ଯେ, ରଘୁନାଥପାଲି ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚଦିନ ତଳେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ମହିଳା ହସ୍‌ପିଟାଲ୍‌ର ତୃତୀୟ ମହଲାରୁ ଡେଇଁ କଲେ ଆତ୍ମହତ୍ୟା,…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ତୃତୀୟ ମହଲାରୁ ଡେଇଁ ଜଣେ ପ୍ରସୂତି ମହିଳା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପ୍ରସୂତି ଧରମ ଭତରାଙ୍କ ପତ୍ନୀ ଜେମା ଭତରା ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁର ଡାବୁଗାଁ ବ୍ଲକ୍‌ର…
ଅଧିକ ଖବର ଦେଖନ୍ତୁ...

ଖୁଣ୍ଟର ଷ୍ଟେ ତାରକୁ ଛୁଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋଙ୍କ ରାସ୍ତାରୋକ

ଭଦ୍ରକ: ଭଦ୍ରକ ଧାମନଗର କଲ୍ୟାଣି ବେହେରା ସାହି ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟକୁ ଲାଗିଥିବା ଷ୍ଟେ ତାରରେ ବିଦ୍ୟୁତ ବିଭାଗଙ୍କ ଅବହେଳା ହେତୁ କରେଣ୍ଟ ରହିଥିଲା । ଗତକାଲି ରାତି ୯ ଟା ସମୟରେ ଭାସ୍କର ବେହେରା ଶୌଚ ହେବାପାଇଁ ଆସିଥିବା ବେଳେ ସେଇ ଖୁଣ୍ଟର ଷ୍ଟେ ତାରକୁ ଛୁଇଁ ଦେଇଥିଲେ, ଏବଂ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓକିଲ-ପୁଲିସ ବିବାଦ : ପୁଲିସ ଉପରେ ଆକ୍ରମଣମାମଲାରେ ୨ ଜଣଙ୍କ ବିରୁଦ୍ଧରେ ଏଫଆଇଆର

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ଓକିଲ ପୁଲିସ ବିବାଦ ଦିନକୁ ଦିନ ଅଧିକ ଜଟିଳ ହେଉଛି । ଗତ ଶନିବାର ଦିନ ପୁଲିସ ଉପରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ଆଜି ପୁଲିସ କର୍ମଚାରୀମାନେ ଦିଲ୍ଲୀ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ନିବେଦନ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇ ଚାଲିଛନ୍ତି ବେପାରୀ; ପିଆଜ- ୭୦କୁ ରସୁଣ- ୨୦୦ ଓ ଅଦା- ୧୫୦ଟଙ୍କା

ଭୁବନେଶ୍ୱର: ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ବେପାରୀ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି । ତେବେ ଓଡିଶା ପାଇଁ ବାତ୍ୟାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପ୍ରଦୂଷଣକୁ ନେଇ ମୁହଁ ଖୋଲିଲେ ବଲିଉଡ ସେଲିବ୍ରିଟି

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ବାୟୁ ପ୍ରଦୂଷଣ । ଗତ କିଛି ବର୍ଷର ରେର୍କଡ ଭାଙ୍ଗି ଏବେ ରାଜଧାନୀବାସୀଙ୍କୁ ସମସ୍ୟାରେ ପକାଇଛି ପ୍ରଦୁଷଣ । ଦିଲ୍ଲୀ ସହ ନୋଏଡା, ଗୁରୁଗାଓଁ, ଫରିଦାବାଦ, ଗାଜିଆବାଦରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି । ସାଧରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ଏନସିପି ସହ ଆଲୋଚନା ଜାରି ରହିଛି, ନୂଆ ମୁଖ୍ୟମନ୍ତ୍ରୀ ଶିବସେନାର ହେବେ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ଅନିଶ୍ଚିତତାର ଶେଷ ହେବାର ନାଁ ଧରୁ ନାହିଁ । ବିରୋଧୀ ଦଳରେ ବସିବାକୁ ଏନସିପି ଘୋଷଣା କରିବା ସତ୍ତ୍ୱେ ଆଜି ଶିବସେନା କହିଛି ଯେ ସରକାର ଗଠନ ଲାଗି ଏନସିପି ସହିତ କଥାବାର୍ତ୍ତା ଜାରି ରହିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ, ୩ ଅଟକ

ଆଠଗଡ଼: ସୋମବାର ରାତ୍ରିରେ ଆଠଗଡ଼ ମୁଣ୍ଡଳି ରାସ୍ତାର ଆଠଗଡ଼ ଥାନା ଅନ୍ତର୍ଗତ ଛପନର ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। କଟକରୁ ଆଠଗଡ଼ ଅଭିମୁଖେ କାର (ଓଡ଼ି୦୨ଏଜି୨୭୬୭) ଯୋଗେ ୨ଜଣ ଆସୁଥିବା ବେଳେ ଘଟଣାସ୍ଥଳରେ କାରଟି ଗଛକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତୁରନ୍ତ ଆହତ ଦ୍ୱୟଙ୍କୁ…
ଅଧିକ ଖବର ଦେଖନ୍ତୁ...