Daily Archives

November 22, 2019

ଉଦ୍ଧବ ଠାକ୍‌ରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ

ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି । କିଛି ସମୟ ପୂର୍ବେ ଶେଷ ହୋଇଥିବା ଶିବସେନା, ଏନସିପି ଓ କଂଗ୍ରେସର ବୈଠକରେ ଆପାତତଃ ଏହି ନିଷ୍ପତ୍ତି ନିଆଯାଇଛି । ଉଦ୍ଧବଙ୍କ ନାଁକୁ ଶିବସେନା ପ୍ରସ୍ତାବ ଦେଇଥିବାବେଳେ ତାହାକୁ…
ଅଧିକ ଖବର ଦେଖନ୍ତୁ...

ଡିଭାଇଡରେ ପିଟିଲେ ବାଇକ୍‌, ଜଣେ ଛାତ୍ର ମୃତ, ୩ ଆହତ

ରାଉରକେଲା: ଡିଭାଇଡରକୁ ଶକ୍ତ ଧକ୍କା ଦେବାରୁ ଶୁକ୍ରବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଛାତ୍ରଙ୍କୁ ଆହତ ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ନୀଳଶୈଳ କଲେଜର ଯୁକ୍ତ ୨ର ୪ ଜଣ ଛାତ୍ର ଏକ…
ଅଧିକ ଖବର ଦେଖନ୍ତୁ...

ସଂସ୍କାରୀ ଚୋର! ମାଆଙ୍କ ମଥାରୁ ସୁନା ମୁକୁଟ ଚୋରାଇବା ପୂର୍ବରୁ ପ୍ରଥମେ କ୍ଷମା ମାଗୁଥିବା ବେଳର ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଏକ ମନ୍ଦିରରୁ ମାଆ ଦୁର୍ଗାଙ୍କୁ ମୂର୍ତ୍ତିରୁ ମୁକୁଟ ଚୋରି କରିବା ପୂର୍ବରୁ ଚୋର ଜଣକ ପ୍ରଥମେ ମାଆ ଦୁର୍ଗାଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଚୋରଟିର ସଂପୂର୍ଣ୍ଣ କାର୍ଯ୍ୟକଳାପ ଏକ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଏହି ଘଟଣାଟି ବୁଧବାର…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା, ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ

ଭଦ୍ରକ: ଅଗ୍ନିକାଣ୍ଡ ଯୋଗୁଁ ୬ ବଖରା ଘର ଶୁକ୍ରବାର ଅପରାହ୍‌ଣରେ ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁସାରେ ଭଦ୍ରକ ପୌରପାଳିକାର ବରାଳପୋଖରୀରେ ଆଜି ଅପରାହ୍‌ଣ ୨ଟାରେ ବିଜୟ ପ୍ରଧାନଙ୍କ ଘlର ଅଚାନକ ନିଆଁ ଲାଗିଯାଇଥିଲା। ସାହିବାସୀ ନିଆଁ ଲିଭାଇବାକୁ ଉଦ୍ୟମ ହୋଇଥିଲେ। ଏହା ପରେ ସେମାନେ ଦମକଳ…
ଅଧିକ ଖବର ଦେଖନ୍ତୁ...

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିବାଦ : ଧର୍ମଘଟ ସ୍ଥଗିତ ରଖିଲା ଛାତ୍ର ସଂଗଠନ

ବାରାଣାସୀ : ମୁସଲିମ ସଂସ୍କୃତ ପ୍ରଫେସରଙ୍କ ନିଯୁକ୍ତି ପ୍ରତିବାଦରେ ବିଗତ ୧୫ ଦିନ ଧରି ଧର୍ମଘଟ କରୁଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୁକ୍ରବାରଦିନ ନିଜର ଧର୍ମଘଟକୁ ସାମୟିକ ଭାବେ ସ୍ଥଗିତ ରହିଛନ୍ତି । ସେମାନଙ୍କ ଦାବି ମାନିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ…
ଅଧିକ ଖବର ଦେଖନ୍ତୁ...

ବସ୍‌ ଭିତରେ ଶିଶୁଟି କାନ୍ଦୁଥିବା କାରଣରୁ ସନ୍ଦେହ କରି ଅପହରଣକାରୀକୁ ପୁଲିସ୍‌ ହାତରେ ଧରେଇ ଦେଲେ ବସ୍‌ ମାର୍ସାଲ୍‌

ନୂଆଦିଲ୍ଲୀ: ଦିଲ୍ଳୀର ଜଣେ ବସ୍‌ ମାର୍ସାଲ୍‌ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଅପହରଣକାରୀଙ୍କଠାରୁ ବଞ୍ଚାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଳୀର ପରିବହନ ମନ୍ତ୍ରୀ କୈଳାସ ଗେହଲୋତ ଟ୍ବିଟ୍‌ କରି ୪ ବର୍ଷର ଶିଶୁ କନ୍ୟାକୁ ଅପହରଣକାରୀଙ୍କଠାରୁ ବଞ୍ଚାଇଥିବା ବସ୍‌ ମାର୍ସାଲ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଇଡେନ ଗାଡେନ ପହଂଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଦେଖିଲେ ପିଙ୍କ ବଲ୍‌…

କୋଲକାତା: ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ ଦେଖିବା ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା କୋଲକାତାର ଐତିହାସିକ ଇଡେନ ଗାଡେନ ଷ୍ଟାଡିୟମରେ ପହଂଚିଛନ୍ତି। ଶେଖ ହାସିନା ତାଙ୍କର ଭାରତ ସମକକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମାମଲା, ଏହା ଜନାଦେଶର ବିରୋଧୀ

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସହାୟତାରେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାବେଳେ ଏହି ମେଣ୍ଟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର ହୋଇଛି । ଏହି ମେଣ୍ଟ ଲୋକଙ୍କ ଇଚ୍ଛାର ବିରୁଦ୍ଧାଚରଣ କରୁଛି ବୋଲି ଅବିଯୋଗ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ…
ଅଧିକ ଖବର ଦେଖନ୍ତୁ...

ସୋନାଙ୍କ ଅଭିଯୋଗ ଭିତ୍ତିରେ ‘ଇଣ୍ଡିଆନ୍‌ ଆଇଡଲ୍’ରୁ ବାଦ୍‌ ପଡ଼ିବା ପରେ ନିଜର ପ୍ରତିକ୍ରିୟା ରଖିଲେ ଅନୁ ମଲିକ

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କ ଅଭିଯୋଗ ଭିତ୍ତିରେ ସୋନି ଟିଭି ଦ୍ବାରା ପ୍ରଯୋଜିତ ସଂଗୀତ ରିୟଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ-୧୧ରୁ ବିଦା ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଗୀତ ନିଦ୍ଦେର୍ଶକ ଅନୁ ମଲିକ। ସେ କହିଛନ୍ତି କି ଏହି ମିଉଜିକ୍‌ ରିୟଲିଟି ସୋ’ରୁ…
ଅଧିକ ଖବର ଦେଖନ୍ତୁ...

ପିଙ୍କ ବଲ୍‌ ଟେଷ୍ଟ: ବାଂଲାଦେଶକୁ ୧୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍କୋରରେ ଅଲଆଉଟ୍‌ କଲା ଭାରତ

କୋଲକାତା: ଆୟୋଜକ ଭାରତ ନିଜର ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍କୋର। ଭାରତ ଓ ବାଂଲାଦେଶ ମଧ୍ୟରେ ପିଙ୍କ ଟେଷ୍ଟ…
ଅଧିକ ଖବର ଦେଖନ୍ତୁ...