Yearly Archives

2019

ପ୍ଲାଷ୍ଟିକ ବୋତଲରେ ଫସିଗଲା ମଣିଷ !

କୋଚି: କେରଳର କୋଚି ସହରରେ ଏବେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଜୋରଦାର କରାଯାଇଛି | ସହରର ଅନେକ ସ୍ଥାନରେ ପ୍ଲାଷ୍ଟିକ ବୋତଲକୁ ନେଇ କଳାକୃତି ନିର୍ମାଣ ମଧ୍ୟ କରାଯାଇଛି | କଳାକୃତିର ଆଖପାଖରେ ଯାଉଥିବା ଲୋକଙ୍କୁ ଏହା ଆକର୍ଷିତ କରିବାରେ ସଫଳ ହୋଇଛି | ତେବେ କୋଚି ସହରରେ ଏବେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଆଜି ରାତି ୧ଟା ପର୍ଯ୍ୟନ୍ତ ବାର୍ ଓ ଠିପି ଖୋଲା ମଦ ଦୋକାନ ଖୋଲା ରହିବା ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର: ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ରାତି ୧ଟା ପର୍ଯ୍ୟନ୍ତ ବାର୍ ଓ ଠିପି ଖୋଲା ମଦ ଦୋକାନ ଖୋଲା ରହିବା ନିର୍ଦ୍ଦେଶନାମା ଜାରି ପରେ ଏହାକୁ ବିରୋଧ ଆରମ୍ଭ ହୋଇଛି। ଛାତ୍ର କଂଗ୍ରେସ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ କରାଯାଇଛି । କଂଗ୍ରେସ ବିଧାୟକ ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଏହି ତିନିଟି କ୍ୟାଚ୍‌ ପାଇଁ ମନେ ରହିବ ୨୦୧୯

ନୂଆଦିଲ୍ଲୀ: କ୍ରିକେଟ୍‌ରେ ବ୍ୟାଟିଂ ଓ ବୋଲିଂ ଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଫିଲ୍ଡିଂ । ବିଶେଷଜ୍ଞମାନେ ମତ ଦେଇଥାନ୍ତି ଯେ ବ୍ୟାଟିଂ ଓ ବୋଲିଂ ଭଳି ଫିଲ୍ଡିଂକୁ ମଧ୍ୟ ଅବହେଳା କରାଯାଇ ପାରିବ ନାହିଁ। କ୍ରିକେଟ୍‌ ଖେଳରେ ଆଜିର ଦିନରେ ଯେହେତୁ ଫିଟ୍‌ନେସ୍‌କୁ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ଶୋଭାଯାତ୍ରାରେ ହେଲମେଟ ପିନ୍ଧି ନ ଥିବାରୁ ବିଜେଡ଼ି କର୍ମୀ ଦେଲେ ଜରିମାନା

ଭୁବନେଶ୍ୱର: ହେଲମେଟ ନ ପିନ୍ଧି ଶୋଭାଯାତ୍ରାରେ ଭାଗ ନେବା କିଛି ବିଜେଡ଼ି କର୍ମୀଙ୍କୁ ମହଙ୍ଗା ପଡିଛି | ହେଲମେଟ ପିନ୍ଧି ନଥିବାରୁ ସେମାନଙ୍କୁ  ଜରିମାନା  ଦେବାକୁ ପଡ଼ିଛି | ଡିସେମ୍ବର ୨୬ ତାରିଖରେ ବିଜେଡ଼ି ପ୍ରତିଷ୍ଠା ଦିବସରେ କିଛି କର୍ମୀ ହେଲମେଟ ନ ପିନ୍ଧି ଶୋଭାଯାତ୍ରାରେ ଯାଇଥିଲେ | ଏ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ‘ମନ୍‌ କି ବାତ୍‌’ର ୯ଟି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ‘ମିତ୍ରୋଁ’ ଶବ୍ଦକୁ ୪୮ ଥର ଅନ୍ୟ ଶବ୍ଦ ସବୁକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୦୧୯ରେ ପ୍ରସାରିତ ହୋଇଥିବା ତାଙ୍କର ଅତ୍ୟନ୍ତ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯ଟି ଅଧ୍ୟାୟ (ଏପିସୋଡ୍‌)ରେ ‘ଇଣ୍ଡିଆ’ ଶବ୍ଦକୁ ସର୍ବାଧିକ ୨୨୦ ଥର ପାଇଁ ବ୍ୟବହାର କରିଛନ୍ତି। ସେହିପରି ‘ନେସନ’ ଶବ୍ଦକୁ ୯୪ ଥର, ‘ଓ୍ଵାଟର’…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତି ପାଇଁ ଆଉ ଏକ ପ୍ୟାକେଜ ଘୋଷଣା କଲେ ମୋଦୀ ସରକାର, ଭିତ୍ତିଭୂମି ବିକାଶ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦୨ ଲକ୍ଷ…

ନୂଆଦିଲ୍ଲୀ : ଧୀମେଇ ଯାଉଥିବା ଭାରତୀୟ ଅର୍ଥନୀତିକୁ ପୁଣି ଥରେ ସୁଧାରିବାକୁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର । ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ ଭିତ୍ତିଭୂମି ପାଇପଲାଇନ(ଏନଆଇପି)’ ଘୋଷଣା…
ଅଧିକ ଖବର ଦେଖନ୍ତୁ...

କୋଷାଗୁମୁଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ପୋଷ୍ଟମାର୍ଟମ ରିପୋର୍ଟ ନେଇ ପରିବାର ଅସନ୍ତୁଷ୍ଟ; ରିପୋର୍ଟ ଠିକ୍ ନାହିଁ…

ନବରଙ୍ଗପୁର: କୋଷ‌ାଗୁମୁଡ଼ାରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ତାହାକୁ ନେଇ ବିବାଦ ଦେଖା ଦେଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। କିନ୍ତୁ ପୋଷ୍ଟମାର୍ଟମ ରିପୋର୍ଟରେ କୁହାଯାଇଛି କି,…
ଅଧିକ ଖବର ଦେଖନ୍ତୁ...

ତିନିଜଣ ପର୍ଣ୍ଣଷ୍ଟାରଙ୍କୁ ଭାରତୀୟ ଆନ୍ଦୋଳନକାରୀ ଭାବେ ଟ୍ଵିଟ୍‌ କରି ଫସିଲେ ପାକ ନେତା

ନୂଆଦିଲ୍ଲୀ : ପାକିସ୍ତାନୀ ସିନେଟ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରେହମାନ୍‌ ମଲିକ୍‌ ପୁଣିଥରେ ଭାରତୀୟମାନଙ୍କ ଫାଶରେ ପଶିଯାଇଛନ୍ତି । ଅକ୍ଷୟନାମକ ଜଣେ ଭାରତୀୟ ଟ୍ଵିଟରରେ ତିନିଜଣ ଅନ୍ତର୍ଜାତୀୟ ପର୍ଣ୍ଣଷ୍ଟାରଙ୍କ ଫଟୋ ଦେଇ ଲେଖିଥିଲେ ଯେ ଭାରତୀୟ ଆଞ୍ଚଳିକ ଚଳଚ୍ଚିତ୍ର ଜଗତର କେତେକ…
ଅଧିକ ଖବର ଦେଖନ୍ତୁ...

ସାମରିକ ବ୍ୟାପାର ନାମରେ ସୃଷ୍ଟି ହେଲା ନୂଆ ବିଭାଗ; ମୁଖିଆ ଭାବେ ଅବସ୍ଥାପିତ ହେଲେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

ନୂଆଦିଲ୍ଲୀ: ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ନାମରେ ଏକ ନୂତନ ବିଭାଗ ସୃଷ୍ଟି କରିଛନ୍ତି କେନ୍ଦ୍ର ସରକାର। ଏଥିସହ ଏହି ନୂତନ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି ପାଇଥିବା ଜେନେରାଲ ବିପିନ୍‌…
ଅଧିକ ଖବର ଦେଖନ୍ତୁ...

ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବାକୁ ଆସିଲା ଜିଓମାର୍ଟ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନିଙ୍କ କମ୍ପାନି ଏବେ ଇ-ବାଣିଜ୍ୟ କାରବାରରେ ପାଦ ଥାପିଛି | ଭାରତୀୟ ବଜାରରେ କିଛି ଦିନ ଧରି ଆମାଜନ ଓ ଫ୍ଲିପକାର୍ଟ ନିଜର ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇ ଚାଲିଥିବା ବେଳେ ଏବେ ଏମାନଙ୍କୁ ଟକ୍କର ଦେବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜର…
ଅଧିକ ଖବର ଦେଖନ୍ତୁ...