Daily Archives

January 2, 2020

ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା: ୧୪ଦିନ ପରେ ଜେଲରୁ ମୁକୁଳି ନିଜ ସନ୍ତାନକୁ ଭେଟି ଭାବବିହ୍ଵଳ ହୋଇ ଉଠିଲେ…

ଲକ୍ଷ୍ନୌ: ଦେଶରେ ସଂଗଠିତ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ ଉତ୍ତରପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏଠାରେ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା ପ୍ରଦର୍ଶନ କରି ପାଖାପାଖି ୭୦ଜଣ ଗିରଫ ହୋଇଥିଲେ। ଏହି ଗିରଫଦାରୀରେ ଏକ ନୀରିହ ଶିଶୁର ମା’ ଏକତା ଓ ବାପା ରବି ଶେଖର…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ପାୱାର ଚ୍ୟାନେଲକୁ ଡେଇଁଲେ ପ୍ରେମୀ ଯୁଗଳ ! ୪ ଘଣ୍ଟାର ସନ୍ଧାନ ପରେ ବି ହାତ ଖାଲି

ସମ୍ବଲପୁର: ଗୁରୁବାର ମଧ୍ୟାହ୍ନରେ ବୁର୍ଲା ପାୱାର ଚ୍ୟାନେଲକୁ ଜଣେ ଯୁବକ-ଯୁବତୀ ଡେଇଁ ପଡ଼ିଛନ୍ତି | ଏହି ଦୁଇ ଜଣ ପ୍ରେମିକ-ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ଅଗ୍ନିଶମ ବିଭାଗର ଏକ ଟିମ୍‌ ଓ ସ୍କୁବା ଡାଇଭର ଦଳ ପ୍ରାୟ ୪ ଘଣ୍ଟା ଧରି ବ୍ରିଜ ତଳୁ ନେଇ ବିଷ୍ଣୁମନ୍ଦିର ପଡ଼ା ଯାଏଁ ଖୋଜାଖୋଜି…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ବର୍ଷ ପୂର୍ବରୁ ଚାକିରିରେ ଯୋଗ ଦେଇଥିବା ଅଗ୍ନିଶମ କର୍ମଚାରୀ ନିଆଁରେ ଫସି ଥିବା ଲୋକଙ୍କୁ ବଞ୍ଚାଇବାକୁ ଯାଇ ନିଜ…

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ିଠାରେ ଥିବା ଗୋଟାଏ ବ୍ୟାଟେରି ଗୋଦାମ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଗୋଦାମ ଭିତରେ ଥିବା ଏକ କୋଠା ଭାଙ୍ଗି ପଡ଼ିଥିଲା।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡ଼ିଆରେ ନକଲି ଭିଡ଼ିଓ ସେୟାର କରି ଫସିଲେ ସଂବିତ ପାତ୍ର, ତାରିକ ଫତେ, ପୁଲିସରେ ଅଭିଯୋଗ କଲେ କଂଗ୍ରେସ ନେତା

ଲକ୍ଷ୍ନୌ : ସୋସିଆଲ ମିଡ଼ିଆରେ ନକଲି ଭିଡ଼ିଓ ସେୟାର କରି ଅଡ଼ୁଆରେ ଫସିଯାଇଛନ୍ତି ବିଜେପି ନେତା ସଂବିତ ପାତ୍ର ଓ ପାକିସ୍ତାନୀ ବଂଶୋଦ୍ଭବ କାନାଡା ଲେଖକ ତାରିକ୍‌ ଫତେ । ଏହି ଭିଡ଼ିଓ ସେୟାର କରି ତାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କରି ଉତ୍ତରପ୍ରଦେଶର କଂଗ୍ରେସ ନେତା ନସିମୁଦ୍ଦିନ ସିଦ୍ଦିକି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଉତ୍ସାହ ଓ ପ୍ରେରଣାରେ ଭରିରହିବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବୃଷ: ଉପରିସ୍ଥ ଅଧିକାରୀଙ୍କ ସହ ସ˚ପର୍କ ବଢ଼ିବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ପାଇବେ। ବାହାରକୁ ଗଲାବେଳେ ସାବଧାନତାର ସହ ବାହାନ ଚଳାନ୍ତୁ।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରୁ ଆଣି ବାରିପଦାରେ ବିକ୍ରି କରୁଥିବା ବେଳେ ବନ ବିଭାଗ ଧରିଲା, ବିରଳ ପ୍ରଜାତିର ୧୨ ସାମୁଦ୍ରିକ କଙ୍କଡା…

ବାରିପଦା: ସାମୁଦ୍ରିକ କଙ୍କଡ଼ାର ଚୋରା ଚାଲାଣକୁ ପର୍ଦ୍ଦାଫାଶ କରିଛି ବନ ବିଭାଗ | ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ସାପ୍ତାହିକ ହାଟରେ ଆଜି ବନ ବିଭାଗ ଚଢ଼ାଉ କରି ୧୨ଟି ସାମୁଦ୍ରିକ କଙ୍କଡାକୁ ଉଦ୍ଧାର କରିଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଂଚଳର ସୁନିଲ ବିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କା ନବବର୍ଷ ଉପହାର ଦେଲେ ମୁଖ୍ୟମନ୍ତ୍ରୀ; ୨୭ଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର ଦେଇଛନ୍ତି। ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ।  ମୁଖ୍ୟମନ୍ତ୍ରୀ  ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରିବା…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ଆରମ୍ଭ କଲା ଏକକ ହେଲପଲାଇନ ନମ୍ବର- ୧୩୯

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ସୁବିଧା ପାଇଁ  ଭାରତୀୟ ରେଳ ନିଜର ବିଭିନ୍ନ ହେଲପଲାଇନ ନମ୍ବରକୁ ବନ୍ଦ କରି କେବଳ ଗୋଟିଏ ହେଲପଲାଇନ ନମ୍ବର ୧୩୯ ପ୍ରଣୟନ କରିଛି । ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ, କୌଣସି ସୂଚନା ପାଇବାକୁ ଚାହୁଁଥିଲେ ଏହି ନମ୍ବରରେ ଫୋନ କଲେ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ, ଗଠନ ହେବ ୪ରୁ ୬ଟି ଥିଏଟର କମାଣ୍ଡ:…

ନୂଆଦିଲ୍ଲୀ: ଜେନେରାଲ ବିପିନ୍‌ ରାୱତ ନୂଆବର୍ଷରେ ଭାରତର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ  ତିନି ବାହିନୀ ମଧ୍ୟରେ କିଭଳି ଉତ୍ତମ ସମନ୍ଵୟ ରହିପାରିବ ସେଥିପାଇଁ ବିପିନ୍‌ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏପରିକି ଭବିଷ୍ୟତରେ ଥିଏଟର…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଓଡ଼ିଆ ତାରକା ସୁନିତା ଲାକ୍ରା

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌ର ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ଝିଅ ସୁନିତା ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ହକିରୁ ଅବସର ନେଉଥିବା ନେଇ ସେ ଗୁରୁବାର  ଘୋଷଣା କରିଛନ୍ତି। ସୁନିତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କୁ ଏହାର ସର୍ଜରୀ କରିବାକୁ ପଡ଼ିବ। ସୁନିତାଙ୍କୁ…
ଅଧିକ ଖବର ଦେଖନ୍ତୁ...