Daily Archives

January 2, 2020

ଫେରିଯିବ ବାଘୁଣୀ ‘ସୁନ୍ଦରୀ’; ବନ ବିଭାଗ ଚିଠି ଲେଖି ଫେରାଇ ନେବାକୁ କହିଲା

ଭୁବନେଶ୍ବର : ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ  ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) କର୍ତୃପକ୍ଷ ବାତିଲ୍‌ କରିଥିଲେ । ଏଥିସହ ପାଖାପାଖି ଏକ ବର୍ଷରୁ ଅଧିକ ସମୟ ଧରି ସାତକୋଶିଆର ରାୟଗଡ଼ ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ମଧ୍ୟପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ରହିଛି ବର୍ଷା ସମ୍ଭାବନା; ୨୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଉପକୂଳ ଓଡ଼ିଶା ଠାରୁ ଆରମ୍ଭ କରି ପଶ୍ଚିମ, ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାର ଅନେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ହୋଇ ଯାଇଛି। ଏଥିସହ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

୪୫ବର୍ଷୀୟା ମହିଳାଙ୍କ ଖୁଲାସା: ଅନୁରାଧା ପୌଡୱାଲ ମୋ ମା’, ଜନ୍ମ ହେବାର ୪ଦିନ ପରେ ସେ ମୋତେ ଅନ୍ୟ ହାତକୁ ଟେକି…

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧ ପୌଡୱାଲଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଜନ୍ମର ୪ଦିନ ପ‌ରେ ସେ ନିଜ ଝିଅକୁ ଅନ୍ୟ ହାତରେ ଟେକି ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ୪୫ବର୍ଷୀୟା ମହିଳା ଏବେ ଏଭଳି ଦାବି କରିଥିବା ବେଳେ ଅନୁରାଧା ଜଣେ ସେନା ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର କଥା ବିଶ୍ୱକୁ ଜଣାଅ

ଟୁମକୁରୁ (କର୍ଣ୍ଣାଟକ) : ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଦେଶରେ ଚାଲିଥିବା ଏସବୁ ଆନ୍ଦୋଳନ ଭାରତୀୟ ସଂସଦ ବିରୋଧରେ କରାଯାଉଛି । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଗତ…
ଅଧିକ ଖବର ଦେଖନ୍ତୁ...

ଧନୁଯାତ୍ରା ବେଳେ ୧୧ ଦିନ ପାଇଁ ଅମ୍ବାପାଲିବାସୀ ସାତ୍ୱିକ ଆହାର କରନ୍ତି; ଘରେ ପିଆଜ-ରସୁଣ ପଶେନି

ବରଗଡ଼: ବରଗଡ଼ ଧନୁଯାତ୍ରା ଲାଗି ୧୧ ଦିନ ପାଇଁ ବରଗଡ଼ ମଥୁରା ପାଲଟିଥିବା ବେଳେ କଂସଙ୍କ ବିକଟାଳ ହସରେ କମ୍ପୁଛି ସାରା ସହର । ୨ ଦିନ ହେବ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚରେ କଂସ ଦରବାର ଚାଲିଛି। ତେବେ ୩୧ ତାରିଖ ଠାରୁ ବରଗଡ ସହର ଦ୍ୱାପର ଯୁଗକୁ ଫେରିଯାଇଥିବା ବେଳେ ସବୁଠି …
ଅଧିକ ଖବର ଦେଖନ୍ତୁ...

କୃଷି କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ, ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ କୃଷି…

ଭୁବନେଶ୍ବର : କୃଷି କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ୨୦୧୬-୧୭ରେ ‘ସମୂହ ଖାଦ୍ୟଶସ୍ୟ ଉତ୍ପାଦନ’ରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର ମିଳିଛି। ଆଜି ବେଙ୍ଗାଲୁରୁଠାରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ରାଜ୍ୟ କୃଷି ଓ କୃଷକ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରେ ଓଡ଼ିଶାର ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତ ବର୍ଷ ଓଡ଼ିଶା ସମ୍ପର୍କିତ ଏକାଧିକ ଚର୍ଚ୍ଚିତ ମାମଲାର ଶୁଣାଣି କରି ସୁପ୍ରମକୋର୍ଟ ରାୟ ଓ ଆଦେଶ ଜାରି କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଓଡ଼ିଶାର ଅନେକ ପ୍ରମୁଖ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପର ନଜର ରହିବ। ସବୁଠାରୁ ଗୁଚୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ମାସରେ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି, କକାପୁଅ ଭାଇକୁ ହାଣିଲା ଭାଇ, ୩ ଅଟକ

ବୌଦ୍ଧ: ପାରିବାରିକ କଳହର କରୁଣ ପରିଣତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ରାଗରେ ଉତ୍ତେଜିତ ହୋଇ କକାପୁଅ ଭାଇକୁ ଭାଇ ହତ୍ୟା କରିଛି। ହରଭଙ୍ଗା ଥାନା ଅନ୍ତର୍ଗତ ହରିହରପୁର ଗ୍ରାମର କୁଳସାହିରେ ୨୦୨୦ ବର୍ଷର ପ୍ରଥମ ଦିନରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ନାଗରିକତା ଆଇନକୁ ସମର୍ଥନ କରି କଂଗ୍ରେସ ଛାଡ଼ିଲେ ଗୋଆର ୪ ନେତା

ପାନାଜୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ କଂଗ୍ରେସରେ ମତଭେଦ ଦେଖାଦେଇଛି । କଂଗ୍ରେସ ଦଳ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବାବେଳେ ଗୋଆ କଂଗ୍ରେସର କେତେକ ବିଧାୟକ ଦଳର ଏହି ଆଭିମୁଖ୍ୟକୁ ବିରୋଧ କରିଛନ୍ତି । କଂଗ୍ରେସ ଏହି ଆଇନକୁ ନେଇ ଲୋକମାନଙ୍କୁ ଭ୍ରମିତ କରୁଛି ବୋଲି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

‘ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ଉପରେ ନିରବ କାହିଁକି’? କଂଗ୍ରେସକୁ ପ୍ରଶ୍ନକଲେ…

ନୂଆଦିଲ୍ଲୀ: ସମ୍ବିଧାନ ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରୁଥିବା ବିରୋଧୀ କଂଗ୍ରେସକୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ଣ୍ଣାଟକର ତୁମାକୁରୁ ଠାରେ ଆୟୋଜିତ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଏଠାରେ କଂଗ୍ରେସ୍‌…
ଅଧିକ ଖବର ଦେଖନ୍ତୁ...