Daily Archives

January 2, 2020

ରେଳ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଏଣିକି ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ମାଗଣାରେ ମନୋରଞ୍ଜନର ଭରପୂର ସୁବିଧା ମିଳିବ। ଭାରତୀୟ ରେଳବାଇ ପିଏମୟୁ ରେଲଟେଲ ଏହାକୁ ନେଇ କଣ୍ଟେଣ୍ଟ ଅନ୍‌ ଡିମାଣ୍ଡର ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହା ଜରିଆରେ ଖୁବ୍‌ଶୀଘ୍ର ଯାତ୍ରୀ ରେଳରେ ଯାତ୍ରା କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଟିରୁ ବାହାରିଲା ନାଗସାପ, ଗ୍ରାହକ-ସୋ’ରୁମ ମାଲିକ ଭୟଭୀତ

ନିଆଳି: ସ୍କୁଟି ଭିତରୁ ନାଗସାପ ବାହାରିଛି। ସୋ’ରୁମ୍‌ରେ ଅଚାନକ ନାଗସାପକୁ ଦେଖି ଉଭୟ ମାଲିକ ଓ ଗ୍ରାହକମାନେ ଭୟଭୀତ ହୋଇପଡ଼ିଛନ୍ତି। କଟକ ଜିଲ୍ଲାର ନିଆଳି ବଜାରରେ ଥିବା ଏକ ସୋ’ରୁମ୍‌ରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନିଆଳି ମୁଖ୍ୟ ବଜାରରେ ଅଛି ୟାମାହା…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ପ୍ରତିଷ୍ଠା ହେବ ଇସ୍ରୋର ୨ୟ ଉତକ୍ଷେପଣ କେନ୍ଦ୍ର, ଜମି ଅଧିଗ୍ରହଣ ଆରମ୍ଭ

ବାଙ୍ଗାଲୁରୁ : ତାମିଲନାଡୁର ଥୁତୁକୋଡ଼ି ଜିଲ୍ଲାର କୁଲାସେକରାପଟ୍ଟିନମରେ ନିଜର ୨ୟ ଉତକ୍ଷେପଣ କେନ୍ଦ୍ର ସ୍ଥାପନ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଏବେ ଇସ୍ରୋର ଏକମାତ୍ର ରକେଟ ଉତ୍‌କ୍ଷେପଣ ତଥା ମହାକାଶ କେନ୍ଦ୍ର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ରହିଛି । ଏହାର ନାମ ସତୀଶ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିବାହ ପରେ ରେଳ ଧାରଣା ଭାଙ୍ଗିଲେ ଯୁବକ ! ଚିଠି ଲେଖି ଧମକ ଦେଲେ, ‘ତୁରନ୍ତ ପତ୍ନୀକୁ ବାପ ଘରକୁ ପଠାଅ, ନହେଲେ…

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ଜଣେ ବ୍ୟକ୍ତି ନିକଟରେ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହର କିଛି ଦିନ ପରେ ଉକ୍ତ ବ୍ୟକ୍ତି ଜଣକ ବିରକ୍ତ ହୋଇ ରେଳଧାରଣାକୁ ଦୁଇ ଇଞ୍ଚ ପର୍ଯ୍ୟନ୍ତ କାଟି ଦେଇଥିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଭଳି କାଣ୍ଡ ପରେ ସେ ଘଟଣାସ୍ଥଳରେ ଏକ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ନତାଶାଙ୍କ ସହ ହାର୍ଦ୍ଦିକ ସଂପର୍କରେ ବାନ୍ଧି ହେବା ଖବର ପାଇ ଏଭଳି ପ୍ରତିକ୍ରିୟା ରଖିଲେ କୋହଲି

ନୂଆଦିଲ୍ଲୀ:  ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଥିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ବାନ୍ଧବୀ ସର୍ବିଆନ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା କଥା ଘୋଷଣା କରିଥିଲେ। ନାତାଶାଙ୍କୁ ହୀରା ମୁଦି ପିନ୍ଧାଇ ସେ ବିବାହର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ନବବର୍ଷକୁ ସ୍ୱାଗତ ପାଇଁ ତେଲେଙ୍ଗାନାରେ ବିକ୍ରି ହେଲା ୩୮୦ କୋଟିର ମଦ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଚଳିତ ନୂଆବର୍ଷ ଠାରୁ ରାଜ୍ୟରେ ମଦ ମୂଲ୍ୟ ଉପରେ ୧୦ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ତେବେ ଗତ ଡିସେମ୍ବର ୩୧ ତାରିଖରେ ପୁରୁଣା ବର୍ଷକୁ ବିଦାୟ ଦେଇ ଜାନୁଆରି ୧ ତାରିଖରେ ନବବର୍ଷକୁ ସ୍ୱାଗତ କରିବା ଅବସରରେ ଏହାର ପ୍ରଭାବ ମଦ ବିକ୍ରି ଉପରେ ପଡ଼ି ନଥିବା…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସ୍କୁଲରେ ନୂଆ ପାଠ୍ୟକ୍ରମ: ଆରମ୍ଭ ହେଲା ଡିଜିଟାଲ ମିଡିଆ କଣ୍ଟେଣ୍ଟ ପ୍ରଡକ୍ସନ ଆଣ୍ଡ ମାର୍କେଟିଂରେ ତିନି ମାସିଆ…

ଭୁବନେଶ୍ବର: ପ୍ରଭାବଶାଳୀ ହେଉଥିବା ଡିଜିଟାଲ୍‍ ମିଡିଆ ପାଇଁ ଆବଶ୍ୟକ ବିଷୟ କେମିତି ବାଛିବେ ଓ ତାହାକୁ ପ୍ରସ୍ତୁତ ତଥା ମାର୍କେଟିଂ କିପରି କରିବେ ସେ ସମ୍ପର୍କରେ ଏକ ୩ ମାସିଆ ସଂକ୍ଷିପ୍ତ ପାଠ୍ୟକ୍ରମର ଆୟୋଜନ କରୁଛନ୍ତି ସମ୍ବାଦ ସ୍କୁଲ୍‍ ଅଫ ମିଡିିଆ ଆଣ୍ଡ କଲ୍‍ଚର (ସୋମାକ୍‍) । ଜାନୁୟାରି…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରେ ୧୫ ହଜାର କୋଟି ନିବେଶ କରିବେ ୪୧ଟି କମ୍ପାନି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଭାରତ ସରକାର ଏହି କେନ୍ଦ୍ର ଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶିଳ୍ପ ବିକାଶ ମାଧ୍ୟମରେ କଶ୍ମୀରକୁ ପୁଣି ଥରେ ଭୂସ୍ୱର୍ଗ କରିବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ମାସମାସ ଧରି ଗଞ୍ଜେଇ ଖୁଆଇ ନାବାଳିକାକୁ ଅଟୋ ଚାଳକ ଓ ତାର ସାଙ୍ଗମାନେ ଦୁଷ୍କର୍ମ କରୁଥିଲେ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ନାବାଳିକାକୁ କିଛି ମାସ ଧରି ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରୁଛି। ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ନବବର୍ଷରେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌ଙ୍କ ‘ଭାଇରାଲ’ ଚିଠିକୁ ନେଇ ସେନାରେ ଝଡ଼; ପିଆଇବି ସ୍ପଷ୍ଟ କଲା ଚିଠି ‘ଫେକ୍‌’

ନୂଆଦିଲ୍ଲୀ: ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି ପାଇଥିବା ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କୁ ନେଇ ଦେଶରେ ରାଜନୈତିକ ବିଦାଦ ସୃଷ୍ଟି କରିଥିବା ବେଳେ ତାଙ୍କର ଏକ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ତାଙ୍କୁ ଅଧିକ ବିବାଦର ଭଉଁରି ମଧ୍ୟକୁ…
ଅଧିକ ଖବର ଦେଖନ୍ତୁ...