Daily Archives

January 12, 2020

ପାଟଣାଗଡ଼ର ରାମପୁରରେ ମା’ଙ୍କୁ ମୁଖାଗ୍ନି ଦେଲେ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ପାଟଣାଗଡ଼: ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ନିଜର ମା’ ଇନ୍ଦୁମତୀ ମେହେରଙ୍କୁ ପାଟଣାଗଡ଼ ବିଜ୍ଞପେିତ ଅଞ୍ଚଳ ପରିଷଦ (ଏନଏସି) ଅନ୍ତର୍ଗତ ରାମପୁର ଗାଁରେ ମୁଖାଗ୍ନି ଦେଇଛନ୍ତି। ପୁଞ୍ଜିଲାଲ ମେହେରଙ୍କୁ କଡ଼ାସୁରକ୍ଷା ବଳୟରେ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ସମାଜବାଦୀ ପାର୍ଟିର ନେତା ମୃତ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ସମାଜବାଦୀ ପାର୍ଟିର ନେତା ବିଜଲୀ ଯାଦବଙ୍କର ରବିବାର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମାଉ ଜିଲ୍ଳାର ମୁହମ୍ମଦାବାଦ୍‌ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ରବିବାର ବଡି…
ଅଧିକ ଖବର ଦେଖନ୍ତୁ...

ବାରିପଦାର ପକ୍ଷୀ ମଣିଷ, ଯାହାଙ୍କ ଗୋଟିଏ ଡାକରେ ଆସିଯାଆନ୍ତି ଶହ ଶହ ପକ୍ଷୀ

ବାରିପଦା: ଗୋଟିଏ ମଣିଷ, କୋଟିଏ ପକ୍ଷୀ । ପକ୍ଷୀ-ମଣିଷଙ୍କ ନିଆରା ପ୍ରୀତି । ସେ ହାଜର ହେଲେ ଆକାଶରୁ ଉଡି ଆସନ୍ତି ହଜାର ହଜାର ପକ୍ଷୀ । ସେ ଆ..କହି ଡାକି ଦେଲେ ତାଙ୍କ ଚାରିପଟେ ଘୁରି ବୁଲନ୍ତି ଶାନ୍ତିର ବିହଙ୍ଗ । ତାଙ୍କ ହାତରେ ବସନ୍ତି, ପାଦରେ ଚଢନ୍ତି ଆଉ ଛାତି ଉପରେ ଆଉଜି ହୋଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଚାହୁଁ ଚାହୁଁ ମାଟିରେ ମିଶିଗଲା ୪ଟି ବିଶାଳ କୋଠା, ଆଜି ସରିଲା ଭଙ୍ଗା କାର୍ଯ୍ୟ

କୋଚି: କିଛି ସେକେଣ୍ଡ ଭିତରେ ମାଟିରେ ମିଶିଲା ମାରାଡୁ ଫ୍ଲାଟସ । କେରଳର କୋଚିରେ ଗ୍ରୀନ ଜୋନର ଆଇନକୁ ଅଣଦେଖା କରି ନିର୍ମାଣ ହୋଇଥିଲା ଆକାଶଛୁଆଁ ୪ଟି ବିଶାଳ ଟାୱାର । ଯେଉଁଥିରେ ବହୁତଳ କୋଠା ନିର୍ମାଣ ହୋଇଥିଲା । ତେବେ ଦ୍ୱିତୀୟ ଦିନ ପାଇଁ କୋଚି ପ୍ରଶାସନ କୋଠା ଭଂଗା କାମ ଜାରି ରଖି ଆଜି…
ଅଧିକ ଖବର ଦେଖନ୍ତୁ...

ଆଜି ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ଜାଣନ୍ତୁ ସେ କହିଥିବା ଏହି ସବୁ ମହତ୍‌ କଥା

ଜାନୁଆରି ୧୨ ତାରିଖ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ। ୧୮୬୩ ମସିହା ଏହି ଦିନରେ ସେ ଜନ୍ମଲାଭ କରିଥିଲେ। ଏହିି ଦିନକୁ ଲୋକେ ଯୁବ ଦିବସ ଭାବେ ମଧ୍ୟ ଜାଣନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ନାମ ପାଟିରେ ନେବା ବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ ନିଶ୍ଚୟ। ଆମେରିକାର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ତଣ୍ଟି କାଟି ଯୁବକକୁ ନିର୍ମମ ହତ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିଶୋଇ ଥାନା ଅନ୍ତର୍ଗତ ମଣଦା ଗାଁର ଟିକା ଚରଣ ନାୟକ ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁରରେ ବନ୍ଦ ଘର ଭିତରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ଗତକାଲି ଗୋଟିଏ ପରିବାରର ୪ ଜଣଙ୍କର ଏକାସାଙ୍ଗରେ ମୃତ୍ୟୁ ହେବା ଘଟଣା ସମଗ୍ର ସହରରେ ଶୋକର ବାତାବରଣ ସୃଷ୍ଟି କରିଥିଲା। ୪ଜଣଙ୍କ ଏକାଠି ମୃତ୍ୟୁକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଥିବା ବେଳେ ଆଜି ୪ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏହି ଶବ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରୁ ଫେରିଲେ ଫସିଥିବା ୪ ଓଡ଼ିଆ ଶ୍ରମିକ, ଅନ୍ୟ ୭ ଜଣଙ୍କୁ ଫେରାଇ ଆଣିବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକଙ୍କ ମଧ୍ୟରୁ ଆଜି ୪ ଜଣ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି | ଏହି ୪ ଜଣ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ । ବିମାନବନ୍ଦରରେ ଓହ୍ଲାଇବା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ଜେଲରୁ ବାହାରିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ଅପରାହ୍ନରେ ବଲାଙ୍ଗୀର ଜେଲରୁ ବାହାରିଛନ୍ତି। ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ ତୀର୍ଥ ସାହୁ ପୁଞ୍ଜିଲାଲଙ୍କୁ ୧୫ ଦିନ ପାଇଁ ଜେଲରୁ…
ଅଧିକ ଖବର ଦେଖନ୍ତୁ...

ବିପଦରେ ସୁବର୍ଣ୍ଣ ମୁକୁଟେଶ୍ୱର ମନ୍ଦିର : ମନ୍ଦିର ପାର୍ଶ୍ୱ ଖୋଳାଯିବାରୁ ଭୁଶୁଡ଼ିବା ଆଶଙ୍କା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକାଦଶ ଶତାବ୍ଦୀର ପ୍ରାଚୀନ ଶିବ ମନ୍ଦିର ଏବେ ଦୟନୀୟ ଅବସ୍ଥାରେ। ମନ୍ଦିର ନିକଟ ସୁବର୍ଣ୍ଣ ମୁକୁଟେଶ୍ୱର (ଏକାମ୍ରେଶ୍ୱର) ମନ୍ଦିର ପାର୍ଶ୍ୱ ଏବେ ଡ୍ରୋଜର୍‌ ସାହାଯ୍ୟରେ ଖୋଳା ହେଉଥିବାରୁ ଏହା ଭୁଶୁଡ଼ିଯିବା ଆଶଙ୍କା ଦେଖାଦେଇଛି।…
ଅଧିକ ଖବର ଦେଖନ୍ତୁ...