Daily Archives

January 29, 2020

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ, ପ୍ରଥମ…

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ୍ ଇଂଲିସ୍ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିସହ ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି…
ଅଧିକ ଖବର ଦେଖନ୍ତୁ...

ତରଳିବାରେ ଲାଗିଛି ଓଡ଼ିଶା କ୍ଷେତ୍ରଫଳଠାରୁ ବଡ଼ ବରଫ ପାହାଡ଼

ନ୍ୟୁୟର୍କ: ତରଳିବାରେ ଲାଗିଛି ଏକ ବିଶାଳ ଗ୍ଳାସିୟର | ଏହି ଗ୍ଳାସିୟରର ଆକାର କଥା କହିବାକୁ ଗଲେ ଏହା ଓଡ଼ିଶାର କ୍ଷେତ୍ରଫଳଠାରୁ ପ୍ରାୟ ୩୬ ହଜାର ବର୍ଗ କିଲୋମିଟର ବଡ଼ ବୋଲି ଜଣାପଡିଛି | ଏହି ଗ୍ଳାସିୟରର ନାମ ହେଉଛି ଥ୍ୱୀଟେସ | ଆଣ୍ଟାର୍କଟିକାର ପଶ୍ଚିମ ଅଞ୍ଚଳରେ ଥିବା ଏହି ଗ୍ଳାସିୟର ଏବେ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଦୋଷୀ ଅକ୍ଷୟ ସିଂହ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ କ୍ୟୁରେଟିଭ୍‌ ପିଟିସନର ଶୁଣାଣି ଗୁରୁବାର କରିବେ…

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା କ୍ୟୁରେଟିଭ୍‌ ପିଟିସନର ଶୁଣାଣି ଆସନ୍ତାକାଲି (ଗୁରୁବାର) ହେବ ବୋଲି ଜାଣିବାକୁ ମିଳିଛି। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ : ସିଏଏକୁ ବିରୋଧ କରୁଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ ତୃଣମୂଳ ନେତା, ୨ ମୃତ

କୋଲକତା : ନାଗରିକତା ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗରେ ହିଂସା ଅବ୍ୟାହତ ରହିଛି । ତେବେ ବୁଧବାରଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମୁର୍ସିଦାବାଦ ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ନେତା ତାହିରୁଦ୍ଦିନ ସିଏଏକୁ ବିରୋଧ କରୁଥିବା କେତେକ ଲୋକଙ୍କ ଉପରକୁ ଆଖିମୁଜା ଗୁଳି ଚଳାଇବାରୁ ୨ ଜଣ…
ଅଧିକ ଖବର ଦେଖନ୍ତୁ...

ଚାକିରିକୁ ଫେରିବେ ନିଶାଗ୍ରସ୍ତ ଭାବେ ଦୁର୍ଘଟଣା ଘଟାଇ ସାମ୍ବାଦିକଙ୍କ ଜୀବନ ନେଇଥିବା ଆଇଏଏସ୍‌ ଅଧିକାରୀ

ତିରୁବନନ୍ତପୁରମ୍‌: ଗତ ବର୍ଷ ଅଗଷ୍ଟ ମାସରେ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇ ସାମ୍ବାଦିକ କେଏମ୍‌ ବସିର୍‌ଙ୍କ ଜୀବନ ନେଇଥିବା ଅଭିଯୁକ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମନ୍ ପୁଣି ଚାକିରିକୁ ଫେରିବେ ବୋଲି ଜଣାପଡ଼ିଛି। କେରଳର ମୁଖ୍ୟ ସଚିବ ଟମ୍‌ ଜୋଶ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନାରେ ବିସ୍ଫୋରଣ, ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ, ୩ ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାରଖାନାର ଲାଇନ୍‌-୩ର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁଁ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...

ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଇନଫୋସିସ୍ ସହ-ସଂସ୍ଥାପକ ନାରାୟଣ ମୂର୍ତ୍ତି

ମୁମ୍ବାଇ: ପୁରସ୍କାର ଦେଲେ, ଏହା ପରେ ଆଶୀର୍ବାଦ ନେଲେ | ମୁମ୍ବାଇରେ ଆୟୋଜିତ ହଲ୍ ଅଫ୍ ଫେମ୍ ୨୦୨୦ କାର୍ଯ୍ୟକ୍ରମରେ କିଛି ଏମିତି ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଭାବୁକ କରିଦେଇଛି | କାରଣ ଇନଫୋସିସର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତି ଶିଳ୍ପପତି ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ…
ଅଧିକ ଖବର ଦେଖନ୍ତୁ...

୪ ପାକିସ୍ତାନୀ ଛାତ୍ରଙ୍କଠାରେ କରୋନା ଭାଇରସ ଚିହ୍ନଟ

ବେଜିଂ : ଚୀନରେ କରୋନା ଭାଇରସ ଦିନକୁ ଦିନ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ବୁଧବାର ସୁଦ୍ଧା ମୃତ୍ୟୁସଂଖ୍ୟା ୧୩୦ ଟପିଯାଇଛି । ଆହୁରି ପ୍ରାୟ ୧୫୦୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଶହ ଶହ ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବା ଆଶଙ୍କା…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପ୍ରଶାନ୍ତ କିଶୋର ଓ ପଓ୍ଵନ ବର୍ମାଙ୍କୁ ଜେଡି(ୟୁ)ରୁ ବହିଷ୍କାର କଲେ ସୁପ୍ରିମୋ ନୀତୀଶ…

ନୂଆଦିଲ୍ଲୀ/ ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାର ଆଜି ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପଓ୍ଵନ କୁମାର ବର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ପ୍ରଶାନ୍ତ କିଶୋର ଦଳର ଉପସଭାପତି…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ଭଉଣୀ ନୁର୍ ଜାହାଁଙ୍କ ନିଧନ, କର୍କଟ ରୋଗରେ ଥି‌ଲେ ପୀଡ଼ିତ

ନୂଆଦିଲ୍ଲୀ: କର୍କଟ ରୋଗରେ ପୀଡ଼ିତ ଥିବା ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ସଂପର୍କୀୟ ଭଉଣୀ ନୁର୍ ଜାହାଁ ପାକିସ୍ତାନର ପେଶାୱରରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନୁର୍ ଜାହାଁଙ୍କ ସାନ ଭାଇ ମନସୁର ଅହମଦ ଏହି ଖବର ସ୍ପଷ୍ଟ କରିଛନ୍ତି। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ…
ଅଧିକ ଖବର ଦେଖନ୍ତୁ...