Daily Archives

January 30, 2020

‘ମେଁ ଦୁଙ୍ଗା ଆଜାଦି’ ବୋଲି ଚିତ୍କାର କରି ଜାମିଆ ଛାତ୍ରଙ୍କ ସିଏଏ ବିରୋଧି ରାଲି ସମୟରେ ଗୁଳି ଫୁଟାଇଲେ ଯୁବକ, ଜଣେ…

ନୂଆଦିଲ୍ଲୀ: ଗୁରୁବାର ସିଏଏ ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ଗୁଳିଚାଳନା କରିଥିବା ଦେଖିବାକୁ ମିଳିଛି।  ଜାମିଆ ଛାତ୍ରମାନଙ୍କ ରାଲି ନିକଟକୁ ଆସି ଉକ୍ତ ଯୁବକ ବଡ଼ ପାଟିରେ ଚିତ୍କାର କରି କହିଥିଲେ- ‘କାହାକୁ ସ୍ବାଧୀନତା…
ଅଧିକ ଖବର ଦେଖନ୍ତୁ...

ବଜେଟ ଯୋଗୁଁ ଶନିବାର ଦିନ ଷ୍ଟକବଜାର ଖୋଲା ରହିବ, କିନ୍ତୁ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର : ଆସନ୍ତା ଶନିବାରଦିନ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଆର୍ଥିକ ମାନ୍ଦାବସ୍ଥା ବିଶେଷକରି ବ୍ୟାଙ୍କଗୁଡ଼ିକର ସୁଧାର ପାଇଁ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା…
ଅଧିକ ଖବର ଦେଖନ୍ତୁ...

୭ ଫୁଟ୍ ଲମ୍ବ ଅଜଗରକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ୍ କ୍ୱାଟର୍ ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାର୍ଟର୍ ମଧ୍ୟରେ ଥିବା ଗାର୍ଡ ରୁମ୍ ନିକଟରେ ଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହାପରେ…
ଅଧିକ ଖବର ଦେଖନ୍ତୁ...

କେରଳରେ ଚିହ୍ନଟ ହେଲେ ଦେଶର ପ୍ରଥମ କରୋନା ଭାଇରସ୍ ଆକ୍ରାନ୍ତ

ନୂଆଦିଲ୍ଲୀ:  ଭାରତରେ  ଚିହ୍ନଟ ହୋଇଛି ପ୍ରଥମ କରୋନା ସଂକ୍ରମଣ।  କେରଳର ଜଣେ ଛାତ୍ରଙ୍କଠାରେ ଏହି ମାରାତ୍ମକ କରୋନା ଭାଇରସ୍‌  ଚିହ୍ନଟ ହୋଇଛି। ଏ  ସଂକ୍ରନ୍ତରେ ଆଜି  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସର ଅନ୍ତୁଡ଼ିଶାଳ କୁହାଯାଉଥିବା ଚୀନର ଉହାନରେ ପଢ଼ୁଥିବା…
ଅଧିକ ଖବର ଦେଖନ୍ତୁ...

ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ଜେଡିୟୁରୁ ବହିଷ୍କୃତ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ : ଜନତା ଦଳ (ୟୁ)ର ବିଦ୍ରୋହୀ ନେତା ପ୍ରଶାନ୍ତ କିଶୋରଙ୍କୁ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଦଳରୁ ବହିଷ୍କାର କରିବା ପରେ ଏବେ ପ୍ରଶାନ୍ତ କିଶୋର କେଉଁ ଦଳରେ ଯୋଗ ଦେବେ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ରାଜନୈତିକ ମହଲରେ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ୍‌ ପିଟିସନ୍ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ:  ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର କ୍ୟୁରେଟିଭ ପିଟିସନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି।  ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର,…
ଅଧିକ ଖବର ଦେଖନ୍ତୁ...

ନାଥୁରାମ ଗଡ଼ସେ ଏବଂ ନରେନ୍ଦ୍ର ମୋଦୀ ଏକା ଆଦର୍ଶରେ ବିଶ୍ୱାସ କରନ୍ତି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଏକା ଆଦର୍ଶରେ ବିଶ୍ୱାସ କରିନ୍ତି କହି କଂଗ୍ରେସ ନେତା ରାହୁଳ ଗାନ୍ଧୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦୁଇ ଦିନିଆ ଗସ୍ତରେ ଯାଇ ନିଜ ନିର୍ବାଚନ ମଣ୍ଡଳୀ କେରଳର ଓ୍ଵାୟନାଡ଼ ଠାରେ ଏକ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ନ ହେବା ପାଇଁ ପୂଜାର୍ଚ୍ଚନା ଜରିଆରେ ଦାବି ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେ ଗ୍ରାମବାସୀ

ବ୍ରହ୍ମପୁର: ଗତକାଲି ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ଘରୋଇ ବସ୍ ଦୁର୍ଘଟଣାରେ ୮ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାର ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଅବସରରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରର…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ଏସ୍ ଆଇଙ୍କୁ ନିଲମ୍ବିତ କରିଲେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ

ଅନୁଗୁଳ: ପୁଲିସ୍ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ଆଜି ଜଣେ ପୁଲିସ୍ ଏସ୍ ଆଇଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ନିଲମ୍ବିତ କରିଥିବା ଘଟଣା ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଦିନ ଅନୁଗୁଳ ଆଦର୍ଶ ଥାନାର ଏସ୍ ଆଇ ଅରକ୍ଷିତ ସେଠୀ ବାପି ପ୍ରଧାନ ନାମକ…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ଫେବ୍ରୁଆରି ପହିଲା ଫାଶୀ ଉପରେ ରହିତାଦେଶ ଲାଗି ଦୋଷୀଙ୍କ ଆବେଦନ; ଆଜି ଶୁଣାଣି

ନୂଆଦିଲ୍ଲୀ: ଫେବ୍ରୁଆରି ୧ ତାରିଖ ଦିନ ଧାର୍ଯ୍ୟ କରାଯାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ନିମନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ଓକିଲ ଦିଲ୍ଲୀ ଅଦାଲତରେ ଆବେଦନ କରିଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଦୋଷୀଙ୍କ ତରଫରୁ ଓକିଲ ଏ. ପି.…
ଅଧିକ ଖବର ଦେଖନ୍ତୁ...