Daily Archives

February 9, 2020

କନ୍ଧମାଳରେ ଚାଇଲ୍‌ଡ ଲାଇନ୍‌ର ହସ୍ତକ୍ଷେପ ପରେ ଅଟକିଲା ୨ଟି ବାଲ୍ୟବିବାହ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚାଇଲ୍‌ଡ ଲାଇନ୍‌ ନିଜର ସକ୍ରିୟତା ଦେଖାଇଛି। ଗତ ୨ ଦିନ ମଧ୍ୟରେ ଚାଇଲ୍‌ଡ ଲାଇନ୍‌ ଟିମ୍‌ ପୃଥକ୍‌ ପୃଥକ୍‌ ଭାବେ ଚଢ଼ାଉ କରି ଦୁଇଟି ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି। ସୂଚନା ଅନୁସାରେ ଭିନ୍ନ ଭିନ୍ନ ୨ଟି ସ୍ଥାନରେ ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡ଼ି ୩ ବର୍ଷର ଶିଶୁ ମୃତ

ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ା ଥାନା ଅନ୍ତର୍ଗତ ତଲେଇପଥର ଗାଁରେ ଆଜି ଅପରାହ୍ନ ସାଢ଼େ ୩ଟାରେ ଜଣେ ୩ ବର୍ଷର ଶିଶୁ କୂଅରେ ପଡ଼ିଯିବାରୁ ତାର ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୋକୁଳା ନାୟକଙ୍କ ପୁଅ ଚିତ୍ତରଞ୍ଜନ ଘର ପଛପଟରେ କୂଅ ପାଖରେ ଖେଳୁଥିଲା। ଖେଳିବା…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୫ ପରେ ଚୀନ ଯାଇଥିବା ବିଦେଶୀମାନଙ୍କୁ ଭାରତ ଆସିବା ମନା

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ସମଗ୍ର ବିଶ୍ୱ ପାଇଁ ଚିନ୍ତା ଓ ଆତଙ୍କର କାରଣ ଭାବେ ଦେଖା ଦେଇଛି । ଏପର୍ଯ୍ୟନ୍ତ ଏହି ଭାଇରସ ବ୍ୟାପିବା ଦ୍ୱାରା ୮୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହା ସହିତ କରୋନା ଭାଇରସ ୨୦୦୦-୦୧ରେ ଚୀନରେ ହୋଇଥିବା ସାରସ ଭାଇରସ ଜନିତ ମୃତ୍ୟୁସଂଖ୍ୟାକୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟି କନ୍ଧମାଳରେ ଖାଲି ଥିବା ଅଧ୍ୟାପକ ପଦବି ପୂରଣ ଦାବି ଜଣାଇଲା ଏବିଭିପି

ଫୁଲବାଣୀ: କନ୍ଧମାଳର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଜିଲାରେ ଖାଲି ଥିବା ଅଧ୍ୟାପକ ପଦବି ପୂରଣ ଏବଂ ଜିଲ୍ଲାରେ ଏକ ଜନଜାତି ବିଶ୍ୱବିଦ୍ୟାଳୟ ପାଇଁ ଦାବି…
ଅଧିକ ଖବର ଦେଖନ୍ତୁ...

ଅସାବଧାନତା ହେତୁ ସମୁଦ୍ରରେ ଖସି ପଡ଼ିଥିବା ଆଇଫୋନ୍‌କୁ ମହିଳାଙ୍କୁ ଫେରାଇଲା ତିମି, ରିଚ୍ଚା ସେୟାର କଲେ ଘଟଣାର ଭିଡିଓ

ନୂଆଦିଲ୍ଲୀ: ଅଭିନେତ୍ରୀ ରିଚ୍ଚା ଚଢ଼ା ନିଜ ସିନେମା ସହିତ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାଆନ୍ତି। ସେ ନିଜ ବୃତ୍ତିଗତ କାମ ସହିତ ରାଜନୈତିକ ଓ ପର୍ଯ୍ୟାବରଣ ସହିତ ଜଡ଼ିତ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ନିଜର ସୋସିଆଲ ସାଇଟ୍‌ରେ ପୋଷ୍ଟ କରିଥାଆନ୍ତି। ସେ ନିକଟରେ ଏକ ଭିଡିଓ ରିଟୁଇଟ…
ଅଧିକ ଖବର ଦେଖନ୍ତୁ...

ଏତେ ବଡ଼ ଦୁର୍ଘଟଣା ପଛର କାରଣ ଜଣାପଡ଼ିଲା, ସାମ୍ନାକୁ ଆସିଲା ସତ

ରଙ୍ଗେଇଲୁଣ୍ଡା: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍, ଜୀବନ୍ତ ଦଗ୍ଧ ହେଲେ ଯାତ୍ରୀ । ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ଏକ ଯାତ୍ରୀବାହୀ ବସ୍ ।  ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଭୋଟ ହାର ଘୋଷଣା ବିଳମ୍ବ ହେବା ନେଇ ଆପର ସଂଦେହ, ଷଡ଼ଯନ୍ତ୍ର ଅଭିଯୋଗ କଲା ଦଳ

ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାରଦିନ ହୋଇଥିବା ଭୋଟଗ୍ରହଣରେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଭୋଟ ପ୍ରତିଶତ ଘୋଷଣା କରିନଥିବାରୁ ତାହାକୁ ନେଇ ଆମ ଆଦମି ପାର୍ଟି (ଆପ) ସଂଦେହ ପ୍ରକଟ କରିଛି । ଭିତରେ ଭିତରେ କିଛି ଷଡ଼ଯନ୍ତ୍ର ଚାଲୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି । ଆପ ନେତା ତଥା…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ବିଦ୍ୟୁତ୍‌ ତାର ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ଖସିଲା, ଜାରି ହେଲା ମୃତକଙ୍କ ନାମ ତାଲିକା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ କାର୍ଯ୍ୟ ସଂପାଦନ ପାଇଁ ବରପକ୍ଷର ଲୋକେ ଏକ ବସରେ ଯାଉଥିବା ବେଳେ ସଂପୃକ୍ତ ବସରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳିଛି। ଏମାନେ ସମସ୍ତେ ବ୍ରହ୍ମପୁର ସହରର…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ, କିଭଳି କ୍ରୋଧିତ ହାତୀ ଜଙ୍ଗଲ ଭିତରୁ ଧୂଳି ଉଡ଼ାଇ ରାସ୍ତାକୁ ଚାଲି ଆସି ବାଇକ୍‌ ଚାଳକଙ୍କୁ ଗୋଡ଼ାଉଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ହାତୀର ଭିଡିଓ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାସବାନ ସେୟାର କରିଥିଲେ। ପ୍ରବୀଣ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଫରେଷ୍ଟ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ବିଚାରାଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ନବରଙ୍ଗପୁର: ଜଣେ ବିଚାରାଧୀନ କଏଦୀର ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ପୁରସତୀ ଖଡ଼ା। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡ଼ା । ୨୦୧୯ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ ଠାରୁ…
ଅଧିକ ଖବର ଦେଖନ୍ତୁ...