Daily Archives

February 9, 2020

ବିଷଧର ସାପ ଭର୍ତ୍ତି ଥିବା ପାଣିରେ ଫସି ଯାଇଥିଲେ ଯୁବକ, ପାଖକୁ ଆସି ଓରାଙ୍ଗଓଟାଙ୍ଗ ବଢ଼ାଇଲା ଏଭଳି ଭାବେ ସାହାଯ୍ୟର ହାତ

ନୂଆଦିଲ୍ଲୀ: ପଶୁମାନେ ନିଜ ଜୀବନକୁ ବିପଦରେ ପକାଇ ମଣିଷର ଜୀବନ ବଞ୍ଚାଇ ତାଙ୍କୁ ସାହାଯ୍ୟ କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ଏଭଳି ଭାବେ ଆଉ ଏକ ନୂଆ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ଓରାଙ୍ଗଓଟାଙ୍ଗ ସାପ ଭର୍ତ୍ତି ଥିବା ପାଣି ଭିତରୁ ଜଣେ ଯୁବକଙ୍କୁ ସାହାଯ୍ୟ କରି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ : ୧୭୭ରନରେ ଭାରତ ଅଲଆଉଟ୍‌, ବାଂଲାଦେଶ ଆଗରେ ୧୭୮ରନର ଲକ୍ଷ୍ୟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମ ସହରସ୍ଥିତ ସେଡଗାର ପାର୍କଠାରେ ଆଜି ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶ ଆଗରେ ୧୭୮ରନର ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । କେବଳ ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡ଼ିଦେଲେ…
ଅଧିକ ଖବର ଦେଖନ୍ତୁ...

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ୍‌ ତାର ଲାଗିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଧାରୁ ରହିଲା ନିର୍ବନ୍ଧ, ଭାଙ୍ଗିଗଲା ସୁନେଲି ସ୍ବପ୍ନ: ହୁଳହୁଳି ବଦଳରେ ଶୁଭିଲା କାନ୍ଦଣା…

ରଙ୍ଗେଇଲୁଣ୍ଡା: ଆଉ ମାତ୍ର କିଛି କ୍ଷଣ ପରେ ହୋଇଥାନ୍ତା ନିର୍ବନ୍ଧ! ହେଲେ, ନିମଷକେ ଭାଙ୍ଗି ଗଲା ସୁନେଲି ସ୍ବପ୍ନ। ଉଭୟ ବରପକ୍ଷ ଓ କନ୍ୟାପକ୍ଷର ଲୋକେ ଏକାଠି ରୁଣ୍ଡ ହୋଇଥାନ୍ତେ। ମହାପ୍ରସାଦକୁ ସାକ୍ଷୀ ରଖି ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଆଗକୁ ପତି-ପତ୍ନୀ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ବସରେ ବିଦ୍ୟୁତ ତାର ଲାଗି ୧୧ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୧ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘଟଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, କେଉଁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନନେଇ ପୁଲିସ୍‌ ‌ଷ୍ଟେସନ୍‌ ନେଇ ଯାଇଥିବା ଉବେର ଚାଳକ ନିଲମ୍ବିତ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ କଥା ହେଉଥିବା ଜଣେ ବ୍ୟକ୍ତଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ‌ନନେଇ ତାଙ୍କୁ ନେଇ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚାଇଥିବା ଜଣେ ଉବେର ଚାଳକଙ୍କୁ ରବିବାର ଚାକିରିରୁ ନିଲମ୍ବନ କରି ଦେଇଛି କମ୍ପାନି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ ଉପଲକ୍ଷେ କଶ୍ମୀରରେ ବନ୍ଦ ଡାକରା, ପୁଣି ବନ୍ଦ କରାଗଲା ଇଣ୍ଟରନେଟ୍‌

ନୂଆଦିଲ୍ଲୀ : ରବିବାରଦିନ ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଶ୍ମୀର ଘାଟିରେ ଇଣ୍ଟରନେଟ୍‌ ସେବାକୁ ପୁଣି ବନ୍ଦ କରିଦିଆଯାଇଛି । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୩ ଫେବ୍ରୁଆରୀ ୯ରେ ଫାଶୀ ପାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଲାଇଭ୍‌ ରିପୋର୍ଟିଂ କରୁଥିବା ସମୟରେ ସାମ୍ବାଦିକାଙ୍କ କାନ୍ଧ ଉପରେ ଖସି ପଡ଼ିଲା ସାପ, ଆଉ ତା’ପରେ…

ନୂଆଦିଲ୍ଲୀ: ସିଧାସଳଖ ଖବର ପ୍ରସାରଣ କରିବା ସାମ୍ବାଦିକ/ସାମ୍ବାଦିକାଙ୍କ ପାଇଁ କିଛି ସହଜ କାମ ନୁହେଁ। ରାସ୍ତାଘାଟରେ ସମ୍ବାଦ ସଂଗ୍ରହ କରୁଥିବା ସମୟରେ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା ବି କରିବାକୁ ପଡ଼ିଥାଏ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ଜଣେ ମହିଳା ସାମ୍ବାଦିକଙ୍କ ସହିତ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଆହୁରି ବଢ଼ିବ ଜାଡ଼, ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ବର: ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ । କେତେକ ସ୍ଥାନରେ ଝିପ ଝିପ ବର୍ଷା ବି ହେବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜିଠାରୁ ଜାଡ଼ ବଢିବା ସହ ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ,…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ପାଇଁ ହେଲା କୁକୁର ହୃଦୟର ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ଦେଶରେ ପ୍ରଥମ କରି ଏକ ସାଢେ ୭ ବର୍ଷ କୁକୁରର ପେସମେକର ଇନପ୍ଲାଣ୍ଟ ସର୍ଜରି କରାଯାଇଛି। ଏଭଳି ଏକ ସଫଳତାକୁ ନେଇ ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି, ଏଭଳି ଅସ୍ତ୍ରୋପଚାର ଦେଶରେ ପ୍ରଥମ ଥର ହୋଇଛି। ଖୁସି…
ଅଧିକ ଖବର ଦେଖନ୍ତୁ...