Daily Archives

March 4, 2020

ପ୍ରବାସୀ ଭାରତୀୟମାନେ ଏୟାର ଇଣ୍ଡିଆକୁ କିଣିପାରିବେ, ଏଫଡିଆଇ ନୀତି ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାକୁ ସଫଳ କରିବାକୁ କେନ୍ଦ୍ର ସରକାର ନିଜର ବିଦେଶୀ ପୁଞ୍ଜିନିବେଶ ନୀତିରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଦିନ ମଂଜୁରୀ ଦେଇଛି । ଏହି ସଂଶୋଧନ ପରେ…
ଅଧିକ ଖବର ଦେଖନ୍ତୁ...

ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ପଦବୀ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଯୋଶୀଙ୍କ ନାମ ସୁପାରିସ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଟିମ୍‌ ଇଣ୍ଡିଆର ଖେଳାଳି ଚୟନ କମିଟିରେ ଖାଲି ହେଉଥିବା ଦୁଇଟି ପଦବି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିସ୍‌ କରିଛି। ଏହି କମିଟି ପକ୍ଷରୁ ପୂର୍ବତନ କ୍ରିକେଟର ସୁନୀଲ ଯୋଶୀ ଓ ହରବିନ୍ଦର…
ଅଧିକ ଖବର ଦେଖନ୍ତୁ...

ମଦ ପିଇବାକୁ ନେଇ ଝଗଡ଼ା ହେବା ପରେ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର: ମଦ ପିଇବାକୁ ନେଇ ଭୁବନେଶ୍ୱରର ଚନ୍ଦକା ଥାନା ଅଂଚଳରେ ଥିବା ଏକ ରେଷ୍ଟୁରାଣ୍ଟ ‘ଜଙ୍ଗଲ ଭିଉ’ରେ ଆଜି ଗଣ୍ଡଗୋଳ ହୋଇଛି। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେବାରୁ ଗୁଳିଫୁଟିଛି। ଫଳରେ ଏହି ଘଟଣାରେ ଜଣେ ରେଷ୍ଟୁରାଣ୍ଟରେ କାର୍ଯ୍ୟରତ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ୪ଦୋଷୀଙ୍କ ନିକଟରେ ଉପଲବ୍ଧ ସମସ୍ତ ଆଇନଗତ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଶେଷ; ନୂତନ ‘ମୃତ୍ୟୁ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ୍‌ କୁମାର ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ନିକଟରେ ଉପଲବ୍ଧ ଥିବା ସମସ୍ତ ଆଇନଗତ ସୁବିଧା ସୁଯୋଗ ଆଜି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବା ପରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ଟୀକା ବାହାରିବାକୁ ବର୍ଷେ ଲାଗିବ : ବିଶେଷଜ୍ଞ

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଥିବାବେଳେ ଏହାର ଟୀକା କେବେ ବାହାରିବ ତାହାକୁ ନେଇ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । କିନ୍ତୁ ନିକଟ ଭବିଷ୍ୟତରେ ଏହି ରୋଗର ଟୀକା ବାହାରିବାର ସମ୍ଭାବନା କମ ବୋଲି ଜଣାପଡ଼ିଛି । ବିଶ୍ୱର ଜଣେ ଜଣାଶୁଣା ଭୁତାଣୁ ବିଶେଷଜ୍ଞ…
ଅଧିକ ଖବର ଦେଖନ୍ତୁ...

ପାର୍କରେ ବୁଲୁଥିବା ସମୟରେ ପାଚେରୀ ଭିତରକୁ ଖସି ପଡ଼ିଲେ ଯୁବକ; ଗଳାକୁ କାମୁଡ଼ି ମାରିଦେଲା ବାଘୁଣୀ

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀସ୍ଥିତ ଓରମାନ୍‌ଝିରେ ଥିବା ବିରସା ଜୈବିକ ଉଦ୍ୟାନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପାର୍କକୁ ବୁଲିବାକୁ ଯାଇଥିବା ସମୟରେ ଜଣେ ଯୁବକ ବାଘୁଣୀ ଥିବା ପାଚେରୀ ଭିତରକୁ ଖସି ପଡ଼ିଥିବା ଜଣାପଡ଼ିଛି। ଯୁବକଙ୍କୁ ପାଚେରୀ ଭିତରେ ଦେଖି ସଙ୍ଗେସଙ୍ଗେ ବାଘୁଣୀ ଦୌଡ଼ି ଆସି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଏପ୍ରିଲ ୧ରୁ ସଂପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତ ହେବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ପରିସରକୁ ଅଧିକ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ଉଦ୍ୟମ ହୋଇଛି। ମନ୍ଦିର ପରିସରକୁ ଆଗାମୀ ଦିନରେ ପ୍ଲାଷ୍ଟିକ ମୁକ୍ତ କରାଯିବା ପାଇଁ ଯୋଜନା କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖଠାରୁ ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ଆଜି ଛତିଶା ନିଯୋଗ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ହୋଲି ଖେଳିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ! ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ: ବିଭିନ୍ନ ପର୍ବପର୍ବାଣୀରେ ଦେଶବାସୀଙ୍କ ସହ ସାମିଲ ହୋଇ ଉତ୍ସବ ମନାଇବା ପାଇଁ ନିଜର ଅହେତୁକ ଆଗ୍ରହ ପ୍ରକଟ କରିଥାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେବେ, ଭାରତରେ ଭାଇଚାରାର ପର୍ବ ଭାବେ ପରିଗଣିତ ହେଉଥିବା ହୋଲି ଉତ୍ସବରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ସାମିଲ…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଉପରେ ପୁଣି ବିମାନ ଆକ୍ରମଣ ଆରମ୍ଭ କଲା ଆମେରିକା

କାବୁଲ : ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ମାତ୍ର ୪ ଦିନରେ ଅର୍ଥହୀନ ହୋଇଯାଇଛି । କାରଣ ଏହି ଚୁକ୍ତିରେ ସାମିଲ ଥିବା ତିନିପକ୍ଷ ଆମେରିକା, ତାଲିବାନ ଓ ଆଫଗାନ ସରକାର ଏହାକୁୁ ଉଲ୍ଲଙ୍ଘନ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବୁଢ଼ିଆଣୀ ଜାଲରେ ଫସିଗଲା ବିଷଧର ସାପ, ଆଉ ତା’ପରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ କିଛିଦିନ ହେବ ଘରି ବୁଲୁଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ସମୟରେ ଆମେ ଶୁଣିବାକୁ ପାଇଛେ କି, ‘ସାପ ସହିତ ପଙ୍ଗା ନେବୁ ନାହିଁ।’ ତେବେ ଏହି ଭିଡିଓକୁ ଦେଖିବା ପରେ ବ୍ୟବହାରକାରୀ ଏବେ ‘ବୁଢ଼ିଆଣୀ…
ଅଧିକ ଖବର ଦେଖନ୍ତୁ...