Daily Archives

March 4, 2020

ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର!

ଜୟପୁର: ଜଣେ ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଯାଇଛି। ପୁଣି ଲଗାଇଛନ୍ତି ସେହି ପୁଲିସ ବିଭାଗର ଜଣେ ପଦସ୍ଥ ଅଧିକାରୀ। କକ୍ କରି ଟ୍ରିଗର ଚିପି ଦେବାକୁ ବି ଉଦ୍ୟମ କରିଛନ୍ତି। ଆଉ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ। ଏହାକୁ ନେଇ ଏବେ କୋରାପୁଟ ପୁଲିସରେ ହଲଚଲ ଖେଳି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଫଟୋ ଟୁଇଟ୍ କରି ବଲିଉଡ୍ ଯୁବପିଢ଼ିକୁ ଭୁଲ ବାର୍ତ୍ତା ଦେଉଥିବା କହିଲେ ଟ୍ରାଫିକ ଡିସିପି

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଆସିବା ପରେ ଜରିମାନା ବଢ଼ାଇ ଦିଆଯିବା ସହ ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ସେ ନେଇ ସଚେତନ କରାଯାଉଛି। ପ୍ରତି ଟ୍ରାଫିକ ଚେକ୍ ପୋଷ୍ଟରେ ନିୟମ କଡ଼ାକଡ଼ି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦିଆଯାଉଛି। ତେବେ ଟ୍ରାଫିକ ପୁଲିସ ପକ୍ଷରୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀର: ୬ ମାସ ପରେ ପ୍ରତ୍ୟାହାର ହେଲା ଇଣ୍ଟରନେଟ ଓ ସୋସିଆଲ ମିଡିଆ ଉପରେ ଲଗିଥିବା କଟକଣା

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ କେନ୍ଦ୍ର ସରକାର ଗତ ୨୦୧୯, ଅଗଷ୍ଟ ୫ ତାରଖ ଠାରୁ, ବିଗତ ପ୍ରାୟ ୬ ମାସ ଧରି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଉପରେ ଲାଗୁ କରିଥିବା କଟକଣାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଜମ୍ମୁ- କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ଗୁଳି ବାଜି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହେଲା

ସମ୍ବଲପୁର: ଗତରାତିରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ୍‌ ଅନ୍ତର୍ଗତ ଇଚ୍ଛାପାଳ ଗାଁ ପାଖ ଜଙ୍ଗଲରେ ମରି ପଡ଼ିଥିବା ଦନ୍ତାହାତୀର ମୃତ୍ୟୁ ଗୁଳି ବାଜି ହୋଇଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ହାତୀର ଗୋଡ଼ରେ ଓ ଦାନ୍ତମୂଳରେ ଗୁଳି ବାଜିଥିଲା। ଏହା ପରେ ଗୁଳିମାଡ଼ରେ…
ଅଧିକ ଖବର ଦେଖନ୍ତୁ...

ସଭା ଚାଲିଥିବା ବେଳେ ଆକ୍ରମଣ କଲେ ବଣୁଆ ମହୁମାଛି; ଜର୍ଜ ତିର୍କୀଙ୍କ ସମେତ ଅନେକ ନେତା ଓ କର୍ମୀ ସଭାସ୍ଥଳ ଛାଡ଼ି ପଳାଇଲେ

ରାଉରକେଲା: ବୁଧବାର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଏସ୍‌ଏଲ୍‌ ଡାକ ବଙ୍ଗଳା ସମ୍ମୁଖ ପଡ଼ିଆରେ ଦିନ ୧୧ଟାରେ କଂଗ୍ରେସର ସାଙ୍ଗଠନିକ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ଚାଲିବାର ଅଧାଘଣ୍ଟା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ସମ୍ମିଳନୀ ଭିତରକୁ ହଠାତ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ରୋକିବାକୁ ୫୪ ହଜାର କଏଦୀଙ୍କୁ ସାମୟିକଭାବେ ମୁକ୍ତ କଲା ଇରାନ

ତେହେରାନ : ଇରାନରେ କରୋନା ଭାଇରସ ଚିନ୍ତାଜନକ ବେଗରେ ବଢିଚାଲିଛି । ଏହି ପଶ୍ଚିମ-ଏସୀୟ ଦେଶରେ ମୃତ୍ୟୁସଂଖ୍ୟା ୭୭ ରେ ପହଞ୍ଚିଥିବାବେଳେ ୨୩୩୬ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଇରାନର ଏହି ସଂକଟ କିଛି ଲୋକଙ୍କ ପାଇଁ ଖୁସିଖବର ଆଣିଦେଇଛି । ଇରାନର ବିଭିନ୍ନ ଜେଲରେ ଥିବା ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ସମୟରେ ପହଞ୍ଚାଇବାରେ ସାହାଯ୍ୟ କରି ଚର୍ଚ୍ଚାରେ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌

ମୁମ୍ବାଇ: ମୁମ୍ବାଇ ପୁଲିସ୍‌ର ଏକ ଉଦାରତା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି। ଜଣେ ଛାତ୍ର ନିଜ ପରୀକ୍ଷା ପାଇଁ ବିଳମ୍ବ ହେଉଥିବା ବେଳେ ମୁମ୍ବାଇ ପୁଲିସ୍‌ ତାଙ୍କୁୁ ସାହାଯ୍ୟ କରି ଏସ୍‌ଏସ୍‌ସି ବୋର୍ଡ ପରୀକ୍ଷା କେନ୍ଦ୍ରରେ ଉଚିତ ସମୟରେ ପହଞ୍ଚାଇବା କଥା ଏବେ ଚାରିଆଡ଼େ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ବାଇକକୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆଠାରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ହାଇଓ୍ବା (ଓଡି-୦୧-ଏବି-୯୫୬୮) ଧକ୍କାରେ ବାଇକରେ ଥିବା ସିଆରୀମାଳିଆ ଗାଁର ସୁଧାକର ପ୍ରଧାନଙ୍କର ୪ ବର୍ଷର ପୁଅ ବିନୟ ପ୍ରଧାନଙ୍କର…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ବଦଳିଲା ନିୟମ, ପରୀକ୍ଷାରେ ପାସ ହେଲେ ମିଳିବ ଲାଇସେନ୍ସ

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଭାବେ ଜରୁରୀ | ବିହାର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ସମ୍ବଳିତ ନିୟମରେ ପରିବର୍ତ୍ତନ କରିଛନ୍ତି | ନୂଆ ନିୟମ ମୁତାବକ ଏଣିକି ସେହିମାନଙ୍କୁ ଲାଇସେନ୍ସ ମିଳିବ ଯେଉଁମାନେ ପାଠ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ସ୍ୱତନ୍ତ୍ର ପ୍ଲାନ୍‌; ପ୍ରତିଦିନ ଗ୍ରାହକଙ୍କୁ ମିଳିବ ୫ଜିବି ଡାଟା

ନୂଆଦିଲ୍ଲୀ: ଘରୋଇ ଟେଲିକମ୍‌ କମ୍ପାନି ଭଳି ବିଏସ୍‌ଏନ୍‌ଏଲ୍‌ ନିଜର ଟାରିଫ୍‌ ପ୍ଲାନ୍‌କୁ ବୃଦ୍ଧି କରି ନାହିଁ। ଏହି କାରଣରୁ ବିଏସ୍‌ଏନ୍‌ଏଲ୍‌ ଗତବର୍ଷ ଡିସେମ୍ବରରେ ଜିଓଠାରୁ ଅଧିକ ଗ୍ରାହକ ନିଜ ସହିତ  ଯୋଡ଼ିଥିଲା। ରିଚାର୍ଜ ପ୍ଲାନ୍‌ ସହିତ ମିଳୁଥିବା ଡାଟା କଥା କହିବାକୁ ଗଲେ…
ଅଧିକ ଖବର ଦେଖନ୍ତୁ...