Daily Archives

March 8, 2020

କରୋନା ନେଇ ଭୟଭୀତ ହେବାର କାରଣ ନାହିଁ, ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କ ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା କରୋନା ଭାଇରସ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ। ତେଣୁ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍‌ ଘୋଷିତ: ହାର୍ଦ୍ଦିକ ପାଣ୍ଡ୍ୟା ସମେତ ୩ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ,…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରୁ ଶୃଙ୍ଖଳା ହାରି ସ୍ୱଦେଶ ଫେରିଥିବା ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ ତାରିଖ ଠାରୁ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ନିଜର…
ଅଧିକ ଖବର ଦେଖନ୍ତୁ...

ମେଲଣ ସରିବା ପରେ ଠାକୁର ବିମାନ ଓ ଭକ୍ତଙ୍କୁ ନେଇ ଫେରୁଥିବା ଡଙ୍ଗା ବିରୂପା ନଦୀରେ ବୁଡ଼ିଲା, ଜଣେ ଭକ୍ତଙ୍କ ମୃତ୍ୟୁ

କଟକ/ସାଲେପୁର: ମେଲଣ ମହୋତ୍ସବରୁ ଫେରୁଥିବା ଡଙ୍ଗା ଆଜି କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ନରଦା ପଞ୍ଚାୟତର ହରିପୁର ବିରୂପା ନଦୀ ଘାଟରେ ବୁଡ଼ିଯାଇଛି। ଫଳରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରଶ୍ମି ରଞ୍ଜନ ବେହେରୋ। ସେ ଭୀବଦାସପୁର ପଞ୍ଚାୟତର କୁଣ୍ଡି ଗ୍ରାମର ନିବାସୀ।…
ଅଧିକ ଖବର ଦେଖନ୍ତୁ...

ଗର୍ଭରେ ୮ ମାସର ଶିଶୁ, ବନ୍ଧୁକ ଧରି ଜଙ୍ଗଲରେ ଶତ୍ରୁଙ୍କୁ ନିପାତ କରୁଛନ୍ତି ମହିଳା ଯବାନ

ଦାନ୍ତେୱାଡା(ବୋୖଦ୍ଧାୟନ ଆଚାର୍ଯ୍ୟ) : କାନ୍ଧରେ ବନ୍ଧୁକ, ମନରେ ଶତ୍ରୁଙ୍କୁ ନିପାତ କରିବାର ଜୋସ | ଦେଶ ପାଇଁ ନିଜକୁ ସମର୍ପିତ କରିଥିବାବେଳେ ଗର୍ଭରେ ବଢୁଛି ୮ ମାସର ଶିଶୁ | ଯେଉଁ ସମୟରେ ଜଣେ ଗର୍ଭବତୀ ମହିଳା ଭାବରେ ବିଶ୍ରାମ ନେବା କଥା ସେହି ମୁହୂର୍ତ୍ତରେ ଛତିଶଗଡ଼ର ଘନ ଜଙ୍ଗଲରେ ଅପରେସନ…
ଅଧିକ ଖବର ଦେଖନ୍ତୁ...

୧୩ବର୍ଷ ବୟସରେ ବିସ୍ଫୋରଣରେ ଦୁଇଟି ହାତ ହରାଇ ସମାଜ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳାଙ୍କ ଜୀବନ ଯାତ୍ରା ସମ୍ପର୍କରେ…

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସାଇନ୍‌ ଅଫ୍‌ କରିଛନ୍ତି। ଆଜି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ତାଙ୍କ ଆକାଉଣ୍ଟର ଦାୟିତ୍ୱ ଦେଶର ସାତଜଣ ସଫଳ ମହିଳାଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟରେ ଆଜି ଦିନତମାମ…
ଅଧିକ ଖବର ଦେଖନ୍ତୁ...

ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ: ଭାରତର ବିଜୟ ସ୍ୱପ୍ନ ଧୂଳିସାତ୍‌ କଲା ଅଷ୍ଟ୍ରେଲିଆ, ୫ମ ଥର ହେଲା ଚାମ୍ପିଅନ୍‌

ମେଲବୋର୍ଣ୍ଣ: ଭାରତୀୟ ମହିଳା ଟିମ୍‌ର ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱ କପ୍‌-୨୦୨୦ ଚାମ୍ପିଅନ୍‌ ହେବାର ସ୍ୱପ୍ନକୁ ଅଷ୍ଟ୍ରେଲିଆ ଧୂଳିସାତ୍‌ କରିଛି। ଆୟୋଜକ ଟିମ୍‌ ମେଲବୋର୍ଣ୍ଣ କ୍ରିକେଟ୍‌ ଗାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତକୁ ୮୫ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟର ପାସୱାର୍ଡ ମାଗିଲେ ବ୍ୟବହାରକାରୀ, ମିଳିଲା ଏଭଳି ମଜାଦାର ଜବାବ

ନୂଆଦିଲ୍ଲୀ: ଦେଇଥିବା କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସରେ ସେ ୭ଜଣ ପ୍ରେରଣାଦାୟୀ ମହିଳାଙ୍କୁ ନିଜର ଟୁଇଟର ଆକାଉଣ୍ଟ ସମ୍ଭାଳିବାକୁ ଦେବେ ବୋଲି କହିଥିଲେ। ନିଜ କଥା ହିସାବରେ ସେ ଆଜି ୭ଜଣ ମହିଳାଙ୍କୁ ନିଜ ଟୁଇଟର ଆକାଉଣ୍ଟ ଚଲାଇବାକୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି: ଦୁର୍ବଳ ହେବାରେ ଲାଗିଛି ମାଓବାଦୀଙ୍କ ଗଡ଼ | ବିଶେଷ କରି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀମାନେ ଏବେ ମାଓ ଦୁର୍ଗ ଛାଡି ଆତ୍ମସମର୍ପଣ କରୁଛନ୍ତି | ଆଜି ଜଣେ ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ କରୋନା ଚିହ୍ନଟ ବଖାଣିଲେ ନିଜ ଅନୁଭବ; କହିଲେ ମା’ର ଭଲ ପାଇବା ଓ ବିରିୟାନି ପାଇଁ କରୋନା କବଳରୁ ସୁରକ୍ଷିତ ଭାବେ…

ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ବାସବାସ କରୁଥିବା ଦିବ୍ୟା (ଛଦ୍ମନାମ)ଭାରତର ପ୍ରଥମ କରୋନାଭାଇରସ୍‌ ରୋଗୀ ଭାବେ ଚିହ୍ନଟ ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଥିବା ଜଣାପଡ଼ିଛି। ଦିବ୍ୟା କରୋନାଭାଇରସ୍‌ର ଏନ୍ତୁଡିଶାଳ କୁହାଯାଉଥିବା ଚୀନର ଉହାନ୍‌ରେ ରହି…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ରୁ ବର୍ତ୍ତିବା ପାଇଁ ସହଜ ଉପାୟ ଜଣାଇଲେ ଡାକ୍ତର

ନୂଆଦିଲ୍ଲୀ: କେରଳ ରାଜ୍ୟରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର ଦିନ କହିଛନ୍ତି। ଏହାକୁ ମିଶାଇ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କରୋନାଭାଇରସ୍‌ର ଦ୍ରୁତଗତିରେ ସଂକ୍ରମଣକୁ ଦେଖି…
ଅଧିକ ଖବର ଦେଖନ୍ତୁ...